Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ବିମାନ ଚକା ଉପରେ ବସି ଅଢେଇ ଘଣ୍ଟାର ଯାତ୍ରା ଯାତ୍ରା କଲେ ଯୁବକ, ପୂରା ଘଟଣା ଜାଣି ହୋସ ଉଡ଼ିଯିବ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳିଥାଏ। ମଣିଷ ନିଜର ଅସବଧାନତା କାରଣ ଯୋଗୁଁ କିଛି ବି ହୋଇ ଯାଇପାରେ। ମଣିଷ ବେଳେ ବେଳେ ଏଭଳି କିଛି କାର୍ଯ୍ୟ କରି ଥାଆନ୍ତି ଯାହାକି ଆଶ୍ଚର୍ଯ୍ୟ ଲାଗିବା ସହିତ ବହୁତ ଭୟ ଭୀତ ମଧ୍ୟ ଲାଗିଥାଏ। ମଣିଷ ନିଜ ଜୀବନକୁ ଖାତିର ନକରି ବହୁତ ବଡ଼ ବଡ଼ କାର୍ଯ୍ୟ କରି ଥାଆନ୍ତି, ଯାହାକି ବିପଦ ଆଡକୁ ଟାଣି ହେବାର ବହୁତ ଆଶଙ୍କା ରହିଥାଏ। ଏଭଳି ଖବର ଟିଭି ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ବିମାନ ଚକାରେ ବସି ଅଢେଇ ଘଣ୍ଟା ଯାତ୍ରା କରିଥିଲେ ତଥାପି ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ ମିଆମି ବିମାନବନ୍ଦରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବକ ଯାହାର ବୟସ ମାତ୍ର ୨୬ ବର୍ଷ ହୋଇଥାଏ। ସେହି ଯୁବକ ଜଣଙ୍କ ଆମେରିକା ଗୁଏତମାଲାରୁ ବିମାନ ଯୋଗେ ମିଆମି ଯାଉଥିଲେ। ସେହି ବିମାନରେ ଅନେକ ଯାତ୍ରୀ ମାନେ ବସି ଯାତ୍ରା କରୁଥିଲେ। ସେହି ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯୁବକ ବିମାନର ଚକା ଉପରେ ବସି ଯାତ୍ରା କରୁଥିଲେ। କିନ୍ତୁ ଏହି ଘଟଣା ସମ୍ପର୍କରେ ସେଠାରେ ବସି ଥିବା ଯାତ୍ରୀ ମାନେ କେହି ଜାଣି ପାରି ନଥିଲେ। ତେବେ ସେଠାରୁ ବିମାନ ମିଆମିରେ ପହଞ୍ଚିବାକୁ ପ୍ରାୟତଃ ଅଢେଇ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ଯୁବକ ଜଣଙ୍କ ସେଥିରେ ଏୟାର ଗୀୟର ନିକଟରେ ବସି ଥିବାରୁ ବହୁତ ଖୁସି ଅନୁଭବ କରିଥିଲେ। ତେବେ ସେହି ବିମାନଟି ୩୩,୦୦୦ ଫୁଟ ଉପରେ ଉଚ୍ଚରେ ଉଡୁଥିଲା।

ଯୁବକ ଜଣଙ୍କ ଯେତେବେଳେ ମିଆମିରେ ଓଲ୍ହାଇଲେ, ସେଠାରେ ଥିବା ଲୋକ ମାନେ ଯୁବକଙ୍କ ଏଭଳି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଯଥା ଶୀଘ୍ର ଯୁବକଙ୍କୁ ଏୟାର ଗୀୟରରୁ ବାହାର କରି ଚିକିତ୍ସା ପାଇଁ ମେଡିକାଲ ନିଆ ଯାଇଥିଲା। ତେବେ ସେଠାରେ ଡାକ୍ତର ମାନେ ଯୁବକଙ୍କୁ ଚିକିତ୍ସା କରି ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ପୋଲିସ ଏହି ଘଟଣା ସମ୍ପର୍କରେ ଯୁବକଙ୍କୁ ପଚରା ଉଚରା କରିଥିଲେ ତଥାପି ଏହାର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ଅସବଧାନତା କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି ନାହିଁ। ଏମିତିକି ଏଭଳି କାର୍ଯ୍ୟ କରିବାରେ ମୃତ୍ୟୁ ମଧ୍ୟ ହୋଇ ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.