Swastik Tv News Odisha

Vastu Shastra – ପୁଅ ହେବାର ଅତି ସହଜ ସରଳ ଓ ସାତ୍ଵିକ ଉପାୟ ଜାଣନ୍ତୁ…..ଶାସ୍ତ୍ରୀୟ ପ୍ରମାଣ ସହ ୧୦୦% ଗ୍ୟାରେଣ୍ଟି ଆପଣଙ୍କର ପୁଅ ହିଁ ହେବ….

0

ସମାଜରେ ପୁଅ ଏବଂ ଝିଅ ଯେତେ ସମସ୍କନ୍ଦ ହେଲେ ମଧ୍ୟ ବାପା ମାଆ ମାନେ ପୁଅ କୁ ପାଇବା ପାଇଁ ଅଧିକ ପସନ୍ଦ କରନ୍ତି । ପୁଅ ମାନେ ବାପା ମାଙ୍କୁ ଯେତେ କଷ୍ଟ ଦେଲେ ମଧ୍ୟ ସେମାନଙ୍କ ମନରେ ପୁଅ ମାନଙ୍କ ପ୍ରତି ଏକ ନିଆରା ଭାବନା ରହିଥାଏ । କିନ୍ତୁ କେତେକ ମହିଳା ମାନଙ୍କ ଠାରେ ପୁଅ ଜନ୍ମ ହେବାର ଖୁସୀ ମିଳିନଥାଏ । ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ରରେ ବର୍ଣ୍ଣିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଜଣେଇବୁ , ଯାହା ଆପଣ ମାନଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହେବାରେ ସାହାର୍ଯ୍ୟ କରିବ ।

ମାତୃତ୍ୱ ଲାଭ କରିବା ମହିଳାଙ୍କ ପରିୟଡ୍ସ ଉପରେ ନିର୍ଭର କରିଥାଏ , ଶାସ୍ତ୍ର ଅନୁଯାୟୀ ଋତୁସ୍ରାବର 4 – 16 ଦିନ ମଧ୍ୟରେ ସ୍ୱାମୀ ସ୍ତ୍ରୀ ସଠିକ୍ ଭାବରେ ସହବାସ କଲେ ଗର୍ଭବତୀ ହେବାର ସମ୍ଭାବନା ରହିଥାଏ ।

ପୁତ୍ର ସନ୍ତାନ ପ୍ରାପ୍ତି ଯୋଗର ସମୟ ସୀମା :-

1. ପରାସର ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ଜାତକରେ ଲଗ୍ନାଧିପତି ତଥା ପଞ୍ଚମାଧିପତି ଯଦି ପଞ୍ଚମ ଭାଗରେ କିମ୍ୱା କେନ୍ଦ୍ର ଭାଗ 1, 4, 7, 10 ଭାଗରେ ଥାଆନ୍ତି । ଏହାବ୍ୟତୀତ ଲଗ୍ନ ଚତୁର୍ଥ , ସପ୍ତମ , ନବମ , ଦଶମ ଭାଗରେ ଥାଆନ୍ତି , ତେବେ ଆପଣ ମାନଙ୍କର ପୁତ୍ର ସନ୍ତାନ ପ୍ରାପ୍ତିର ଯୋଗ ନିଶ୍ଚିତ ରୂପେ ସୃଷ୍ଟି ହୋଇଥାଏ ।

2. ଶାସ୍ତ୍ରରେ ମହର୍ଷି ପରାସର ଏହା ମଧ୍ୟ ବର୍ଣ୍ଣିତ କରିଛନ୍ତି , ଯେ ଯଦି ଆପଣଙ୍କ ଜାତକରେ ଲଗ୍ନ ଠାରୁ ନବମ ସ୍ଥାନରେ ବୃହସ୍ପତ୍ତି ଥାଆନ୍ତି କିମ୍ୱା ବୃହସ୍ପତ୍ତି ଠାରୁ ନବମରେ ଶୁକ୍ର ଥାଆନ୍ତି । ସେହି କ୍ଷେତ୍ର ରେ ଆପଣଙ୍କର ଡେରିରେ ସନ୍ତାନ ପ୍ରାପ୍ତି ହୋଇଥାଏ । ଅର୍ଥାତ୍ 37 ରୁ 40 ବର୍ଷ ବୟସରେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।

ପୁତ୍ର ସନ୍ତାନ ପ୍ରାପ୍ତିରେ ସମସ୍ୟା ଥିଲେ ଏହାର ପ୍ରତିକାର :-

1. ସର୍ବପ୍ରଥମେ ମହିଳାମାନଙ୍କୁ ସେମାନଙ୍କର ଋତୁସ୍ରାବ ର ସମୟ ପରିବର୍ତ୍ତନ କରିବାକୁ ହେବ । ଯଦି ଆପଣଙ୍କର ପୂର୍ବ ମାସ ଋତୁସ୍ରାବ ଶୁକ୍ଳପକ୍ଷରେ ହୋଇଥାଏ , ତେବେ ଏ ମାସରେ ଋତୁସ୍ରାବ କୃଷ୍ଣ ପକ୍ଷରେ ହେବା ଆବଶ୍ୟକ । ଏଥିପାଇଁ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ ନେଇ ଟ୍ୟାବ୍ଲେଟ ମଧ୍ୟ ଖାଇପାରିବେ ।

2. ଦ୍ୱିତୀୟରେ ଋତୁସ୍ରାବର 4 ଦିନ ଠାରୁ 16 ଦିନ ମଧ୍ୟରେ ଥିବା ଯୁଗ୍ମ ଦିନ ଯଥା 4, 6, 8, 10, 12 ,14 ଓ 16 ଦିନ ମାନଙ୍କରେ ସହବାସ କଲେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ଏହାଛଡା ଅଯୁଗ୍ମ ଦିନ ଯଥା 5, 7, 9, 11 , 13 , 15 ଦିନ ମାନଙ୍କରେ ସହବାସ କଲେ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ ।

3. ଗର୍ଭବତୀ ହେବାର ଜାଣିବା ପରେ ଶୁକ୍ଳପକ୍ଷର ପ୍ରତ୍ୟେକ ସମବାର ଦିନ ଏକ କର୍ପୂରଖଣ୍ଡ କୁ ଦୁଇ ସମାନ କରି ଗୋଟିଏ ଫାଳକୁ ନିଜ ବେଡରୁମରେ ପୂର୍ବାଭିମୁଖୀ ହୋଇ ଜଳାନ୍ତୁ । ଅନ୍ୟ ଏକ ଫାଳକୁ ଭୋଗ ସହ କୌଣସି ମନ୍ଦିରକୁ ପଠାଇ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.