Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ସେ ମୋତେ ଭଲ ପାଉଥିଲା, ବାହା ହେବ କହି ମୋ ସହିତ ଶାରୀରିକ ସମ୍ବନ୍ଧ ରଖିଲା, ଆଉ ତା ପରେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଥାଏ। ଆଜିକାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି, ପ୍ରେମ ସେମାନଙ୍କ ପାଇଁ ସାଧାରଣ କଥା ମଧ୍ୟ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ିଛନ୍ତି ସେମାନଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ।

ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ତା ପରେ ସୃଷ୍ଟି ହୋଇ ଯାଉଛି ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥାଏ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଜେଲ ପରିସର ଭିତରେ ହିଁ ବିବାହ କରିଛନ୍ତି ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା କଟକ ଜିଲ୍ଲା ସାଲେପୁର କଟରୋପା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବତୀ ଜଣେ ଯୁବକଙ୍କୁ ଭଲ ପାଉ ଥିଲେ ଓ ଯୁବକ ଜଣଙ୍କ ମଧ୍ୟ ଯୁବତୀଙ୍କୁ ଭଲ ପାଉ ଥିଲେ। ଧୀରେ ଧୀରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ମଧ୍ୟ ଆଗକୁ ବଢି ବଢି ଚାଲିଲା। ସେ ଦୁହିଁଙ୍କର ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ, ଯୁବକ ଜଣଙ୍କ ଯୁବତୀଙ୍କ ସହିତ ବିବାହର ମିଛ ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ। ଏହାର କିଛି ଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଧୋକ୍କା ଦେଇ ଛାଡି ପଳାଇ ଯାଇ ଥିଲେ।

ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକ ମାନେ ଧୋକ୍କା ବାଜ ଯୁବକଙ୍କ ନାଁ ରେ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ କିଛି ଦିନ ଜେଲରେ ରହିବା ପରେ ଅନୁତାପ କରିଥିଲେ ଓ ଶେଷରେ ସେହି ଝିଅକୁ ବିବାହ କରିବା ପାଇଁ ରାଜି ହୋଇ ଯାଇଥିଲେ। ଶେଷରେ ଥାନା ଭିତରେ ହିଁ ସେ ଦୁହିଁଙ୍କର ବିବାହ କାର୍ଯ୍ୟ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.