Swastik Tv News Odisha

IAS -ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ, ୯୯% ସଠିକ ଉତ୍ତର ଦେବାରେ ଫେଲ

0

ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ କେବଳ ସାର୍ଟିଫିକେଟରେ ଭଲ ନମ୍ବର ରଖି ପାସ କରିବା ପାଇଁ ଚାହାନ୍ତି। ସେଥିପାଇଁ ସେମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ବାହାର ଦୁନିଆ ବିଷୟରେ କୌଣସି ଜ୍ଞାନ ନଥାଏ। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ଅନେକ ପଛରେ ରହିଯାଉଛି। ଏହା ବ୍ୟତୀତ ଯେକୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି, ସେଥିପାଇଁ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି। ତେବେ ଆମେ ଆପଣ ମାନଙ୍କୁ IAS ଇଣ୍ଟରର୍ଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ପ୍ରଶ୍ନମାନ ପଚାରିବୁ ଏବଂ ଏହା ସହିତ ଉତ୍ତର ମଧ୍ୟ କହିବୁ। ଏହା ଦ୍ୱାରା ଆପଣର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ, ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କିତ କେତୋଟି ପ୍ରଶ୍ନ ଏବଂ ଉତ୍ତର;

(୧)- ଏମିତି କଣ ଅଟେ ଯାହାକୁ ମାରିଲେ କିଛି ବି ଅପରାଧ ହୁଏନା ?
ଉତ୍ତର: ମିସ କୋଲ ।

(୨)-ଏମିତି କେଉଁ ଜିନିଷ ଅଛି ଯାହାର ନାମ ଧରିଲେ ଭାଙ୍ଗି ଯାଇଥାଏ ?
ଉତ୍ତର: ଯଦି ଆପଣ ମାନେ ମୌନବ୍ରତ ରଖିଛନ୍ତି କଥା କହିଲେ ଭାଙ୍ଗିଯାଇଥାଏ।

(୩)-ଏମିତି କେଉଁ ଜିନିଷ ଅଛି ଯାହା ପୁରୁଷ ଗୋଟିଏ ଥର କରିଥାଏ, ସ୍ତ୍ରୀ ବାରମ୍ବାର କରିଥାଏ ?
ଉତ୍ତର: ମୁଣ୍ଡରେ ସିନ୍ଦୁର ଲଗାଇଲେ।

(୪)-ଏମିତି କଣ ଥାଏ, ଯାହା ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ଖୁସି ହୋଇଥାନ୍ତି ?
ଉତ୍ତର: ମୁଦି ।

(୫)-ଝିଅ ମାନେ କେତେବେଳେ ନିଜ ଦେହରୁ ସବୁ ଲୁଗା କାଢ଼ି ଦିଆନ୍ତି ?
ଉତ୍ତର: ସୁଖେଇଲା ବେଳେ ।

(୬)-ମହିଳା ମାନେ ନିଜ ସ୍ୱାମୀଙ୍କୁ ନିଜ ପଜିସନରେ ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତି ?
ଉତ୍ତର: ଖୁସି ହୋଇଥିବା ପଜିସନରେ ।

(୭)-ମହିଳାମାନେ ପୁରୁଷଙ୍କ କେଉଁ ଅଙ୍ଗ ଉପରେ ନଜର ପଡିଥାଏ ?
ଉତ୍ତର: ପୁରୁଷଙ୍କ ଛାତି ଉପରେ ନଜର ପଡିଥାଏ।

(୮)-ଯେତେବେଳେ ଝିଅ ମାନେ ଦୌଡ଼ି ଥାନ୍ତି ତାଙ୍କର କଣ ଉପର ତଳ ହୋଇଥାଏ ?
ଉତ୍ତର: ଡ୍ରେସ/ପୋଷାକ।

(୯)-କେଉଁ ଦେଶରେ ଅଧିକ ଗରମ ହୋଇଥିଲେ ମଧ୍ୟ ସେଠାକାର ଲୋକ ଗୋରା ହୋଇଥାନ୍ତି ?
ଉତ୍ତର:ଆରବ ଦେଶର ଲୋକ ଅଧିକ ଗୋରା ।

(୧୦)-ଝିଅ ମାନଙ୍କର କେଉଁ ଜିନିଷ ଆମେ ଖାଇପାରୁ ଏବଂ ପିନ୍ଧି ପାରୁ ?
ଉତ୍ତର: ଲବଙ୍ଗ।

(୧୧)-କେଉଁ ଜିନିଷ ଲୋକ ମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର: ମିସ କୋଲ ।

(୧୨)-ଝିଅ ମାନେ ଗାଧେଇଲା ବେଳେ ତାଙ୍କର କେଉଁ ଜିନିଷ ଓଦା ହୋଇ ନଥାଏ ?
ଉତ୍ତର: ନିଜ ଛାଇ ।

(୧୩)-ରାତି ସାରା ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?
ଉତ୍ତର: ଜହ୍ନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.