Swastik Tv News Odisha

ଭିଡିଓ ଦେଖନ୍ତୁ – Ollywood ସିଙ୍ଗର (Humane Sagar)ଙ୍କ ଝିଅ ସହ ( Asima Panda ) ଅସୀମା ପଣ୍ଡାଙ୍କ ଜବରଦସ୍ତ ମସ୍ତି ଭିଡିଓ ଯାହାକୁ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0

ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆପଣ ମାନେ ଜାଣି ଥିବେ ଯେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରି ଥାଆନ୍ତି। ଆଧୁନିକ ବା ଚଳଚ୍ଚିତ୍ର ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ତେବେ ବନ୍ଧୁଗଣ ଓଲିଉଡ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ କୁନି ଝିଅ ସହିତ ଜବରଦସ୍ତ ମଜା ମସ୍ତି କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଜଗତର ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ସୁନ୍ଦର ଗୀତ ଗାଇ ସାରା ଓଡ଼ିଶାରେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଗୀତକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଗୀତ ଗାଇବା ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ସେ ସୁନ୍ଦର ଗୀତ ଗାଇ ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଚଳାଇ ଥାଆନ୍ତି।

ତେବେ କଣ୍ଠଶିଳ୍ପୀ ସବୁବେଳେ ପାଇଁ ସୋସିଆଲ ମିଡିଆରେ ନଜରରେ ରହି ଥାଆନ୍ତି। ସେ ନୂଆ ନୂଆ ଭିଡ଼ିଓ ଓ ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ତେବେ ସେ ବର୍ତ୍ତମାନ ନିକଟରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ୩ ବର୍ଷର ଛୋଟ ଝିଅକୁ ଧରି ବହୁତ ମଜା ମସ୍ତି କରୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଛୋଟ ଝିଅଟିକୁ କଣ୍ଠଶିଳ୍ପୀ ତାଙ୍କ କୋଳରେ ଧରି ଥିବା ସମୟରେ କଣ୍ଠଶିଳ୍ପୀ ବେକରେ ପିନ୍ଧି ଥିବା ନେକଲେଶକୁ ଖୁବ ଜୋର ଭାବରେ ଭିଡ଼ି ଧରିଛି।

ତେବେ ଛୋଟ ଝିଅଟିକୁ କଣ୍ଠଶିଳ୍ପୀ ଖୁସିରେ କହୁଛନ୍ତି ଯେ, ଏହି ନେକଲେଶକୁ ଛିଣ୍ଡାଇ ଦିଅ, ତୁମ ବାପା ଏକ ଅରଜିନାଲ ସୁନା ନେକଲେଶ କିଣି ଆଣିଦେବେ। ତେବେ ସେ ଦୁଇ ଜଣଙ୍କର ହସ ଖୁସି ଓ ମଜା ମସ୍ତିକୁ ହ୍ୟୁମାନ ସାଗରଙ୍କ ଧର୍ମ ପତ୍ନୀ ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ କରି ନେଇଥିଲେ। ଏହା ପରେ କଣ୍ଠଶିଳ୍ପୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କଣ୍ଠଶିଳ୍ପୀ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି ଭିଡ଼ିଓଟିକୁ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି ଓ ଭିଡ଼ିଓଟିକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.