Swastik Tv News Odisha

କାର ଭିତରେ “Shehnaaz Gill ” ଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ…3 Million ରୁ ଅଧିକ ଲୋକ ଦେଖି ସାରିଲେଣି

0

ବନ୍ଧୁଗଣ ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ ଅନେକ ପ୍ରସଙ୍ଗକୁ ନେଇ କିପରି ଭାବରେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସମୟକ୍ରମେ ସେମାନଙ୍କୁ ଚର୍ଚ୍ଚା ଏବଂ ସମାଲୋଚନା ର ଶିକାର ବି ହେବାକୁ ପଡ଼ିଥାଏ। ସେଲିବ୍ରିଟି ମାନେ ସେମାନଙ୍କ ଜୀବନଶୈଳୀ କୁ ଅନେକ ସମୟରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି। ସେମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ବି ଦେଇଥାନ୍ତି ଏବଂ କେତେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଓ କେତେବେଳେ ତାଙ୍କର କିଛି ଖୁସିର ମୁହୂର୍ତ୍ତକୁ ମଧ୍ଯ ତାଙ୍କ ପ୍ରସଂଶକ ମାନଙ୍କ ସହ ମଧ୍ଯ ସେୟାର କରିଥାନ୍ତି।

ଆଉ ତାଙ୍କର ଅନେକ ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି।କିନ୍ତୁ ବେଳେବେଳେ ସେମନଙ୍କର ଏମିତି କିଛି ଚର୍ଚ୍ଚିତ ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ। ତେବେ ସେହିପରି ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି।

ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ବ୍ୟକ୍ତିତ୍ଵ ପାଇଁ ବେଶ୍ ଜଣା ଯାଆନ୍ତି।ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ସେହନାଜ୍ ଗିଲ ଅନ୍ୟତମ।ସେ ସୋସିଆଲ ମିଡିଆରେ ସକ୍ରିୟ ରହି ଥାଆନ୍ତି।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ସେ ଦେଖିବା ପାଇଁ ଯେମିତି ସୁନ୍ଦର୍ ତାଙ୍କର ଅଭିନୟ ମଧ୍ୟ ସେମିତି ଚମତ୍କାର। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରି ରେ ସେହେନାଜ୍ ଙ୍କ ଲୋକପ୍ରିୟତା ରହିଥିବା ବେଳେ ଏବେ ତାଙ୍କର ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଜଣେ ଯୁବକଙ୍କ ସହ ନଜର ଆସିଛନ୍ତି।

ସେମାନଙ୍କର ଦୁଇଜଣ ଙ୍କର କିଛି ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଭିଡ଼ିଓରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହେନାଜ ଙ୍କ ମେକ୍ ଅପ୍ ଆର୍ଟିଷ୍ଟ ରାଜନ୍। ରାଜନ୍ ସେହେନାଜଙ୍କ ବୟଫ୍ରେଣ୍ଡ୍ ନୁହଁନ୍ତି। ତେବେ ସେମାନଙ୍କୁ ଦୁଇଜଣଙ୍କୁ ନେଇ ଯେଉଁ କଥା କୁହା ଯାଉଛି ତାହା ସଂପୂର୍ଣ୍ଣ ମିଛ। ସେମାନେ ଏକାସହ ଅନେକ ସମୟ କାଟିଛନ୍ତିି। ରାଜନ୍ ପୂର୍ବରୁ ଅନ୍ଯ ଅଭିନେତ୍ରୀଙ୍କ ମେକ ଅପ୍ ଆର୍ଟିଷ୍ଟ ରହି ସାରିଛନ୍ତି। ଏବେ ସେମାନଙ୍କୁ ନେଇ କୁହା ଯାଉଥିବା ଭାଇରାଲ ଖବର ରେ କୌଣସି ସତ୍ୟତା ନାହିଁ ବୋଲି ଆମେ ଆପଣଙ୍କୁ କହି ରଖୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.