Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନୂଆ ବୋହୂ ରୋଷେଇ କରୁଥିବା ସମୟରେ ହଠାତ ବାହାରିଲା ନାଗ ସାପ, ଆଉ ତା’ ପରେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଶୁଣିବା ପାଇଁ ମିଳିଥାଏ। ବଣ, ଜଙ୍ଗଲ ଓ ଇଟା ଭାଟି ମାନଙ୍କରେ ସାପ ମାନଙ୍କୁ ଦେଖିବା ପାଇଁ ମିଳିଥାଏ। କିନ୍ତୁ ବେଳେ ବେଳେ ସେହି ସାପ ମାନେ ସବୁ ଘର ଭିତରକୁ ଚାଲି ଆସି ଥାଆନ୍ତି। ଯାହାକୁ କି ସାଧାରଣ ଲୋକ ମାନେ ଦେଖି ବହୁତ ଭୟ ଭୀତ ହୋଇ ଯାଇ ଥାଆନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକୁ ଦେଖିବା ମାତ୍ରକେ ଆଶ୍ଚର୍ଯ୍ୟ ଲାଗିବା ସହିତ ଭୟ ଭୀତ ମଧ୍ୟ ଲାଗି ଥାଏ। ତେବେ ନିକଟରେ ବର୍ତ୍ତମାନ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ମହିଳା ରୋଷେଇ କରୁଥିବା ସମୟରେ ଏକ ବିରାଟକାୟ ନାଗ ସାପକୁ ଦେଖିଛନ୍ତି, ତେବେ ଏହା ପରେ କଣ ହେଲା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାର ଗୋଟିଏ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ମହିଳା ଦୈନଦିନ ଭଳି ରୋଷେଇ କରିବା ପାଇଁ ରୋଷେଇ ଘରକୁ ଯାଇ ଥିଲେ। କିନ୍ତୁ ରୋଷେଇ କରୁଥିବା ସମୟରେ ମହିଳା ଜଣଙ୍କ ଏକ ବିରାଟକାୟ ନାଗ ସାପକୁ ଦେଖିଥିଲେ। ଏହି ସାପକୁ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇ ଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ମହିଳା ଜଣଙ୍କ ରୋଷେଇ ଘର ଭିତରୁ ପଳାଇ ଆସିଥିଲେ।

ତେବେ ଏହି ଘଟଣାକୁ ନେଇ ମହିଳା ତାଙ୍କ ପରିବାର ଲୋକ ମାନଙ୍କୁ ଜଣାଇଲେ ଓ ପରିବାର ଲୋକ ମାନେ ମଧ୍ୟ ମହିଳାଙ୍କ ଠାରୁ ନାଗ ସାପ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ପରିବାର ଲୋକ ମାନେ ସଙ୍ଗେ ସଙ୍ଗେ ଏହି ଘଟଣାଟିକୁ ନେଇ ସ୍ନେକ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ଜଣାଇ ଥିଲେ। ଏହା ପରେ ଭଦ୍ରକ ଜିଲ୍ଲାର ମିର୍ଜା ନାମକ ଜଣେ ସାପ ଧରାଳି ବ୍ୟକ୍ତି ସଙ୍ଗେ ସଙ୍ଗେ ଆସି ପହଁଛି ଯାଇ ଥିଲେ। ଏହା ପରେ ରୋଷେଇ ଘର ଭିତରୁ ସାପ କାବୁ କରି ନିଜ ଆୟତ୍ତକୁ ନେଇଥିଲେ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ସବୁବେଳେ ପାଇଁ ସାପ ମାନଙ୍କ ଠାରୁ ସତର୍କ ହୋଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.