Swastik Tv News Odisha

ନିଛାଟିଆ ଜଙ୍ଗଲରେ ସ୍କୁଲ ଛାତ୍ରୀ ପ୍ରେମ କରିଲା ସମୟରେ ଧରି ନେଲେ କିଛି ଟୋକା, ଆଉ ତା’ ପରେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆଜିର ସମାଜରେ ଅନେକ ଏମିତି ଘଟଣା ଘଟୁଛି ଯାହା ଦେଖିଲେ ନିଜକୁ ଲଜ୍ଜିତ ଅନୁଭବ ହେଉଛି। ଆଜିର ସମାଜରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି। ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ବେଳେବେଳେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। କେବଳ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ସେମାନଙ୍କୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ତେବେ ସେହିଭଳି ଏକ ନିନ୍ଦନୀୟ ଲଜ୍ୟା କର ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ନିଶ୍ଚିତ।ଏଠାରେ ଜଣେ ସ୍କୁଲ୍ ଛାତ୍ରୀ ଜଣେ ଯୁବକଙ୍କ ସହ ନିଛାଟିଆ ଜାଗାରେ ପ୍ରେମ କରୁଥିବା ସମୟରେ ସେମାନଂକୁ ଅନ୍ଯ ଜଣେ ଯୁବକ ଧରିଥିଲେ।

ଏହାପରେ ସେ ସେଠାରେ ସେମାନଙ୍କ ର ଭିଡିଓ ରେକର୍ଡ଼ କରିଥିଲେ। ସ୍କୁଲ ଛାତ୍ରୀ ଏବଂ ଯୁବକ ଜଣଙ୍କ ସେମାନଂକୁ ଭିଡିଓ ରେକର୍ଡ଼ କରିବା ପାଇଁ ମନା କରିଥିଲେ। କିନ୍ତୁ ସେମାନେ ଏହାକୁ ରେକର୍ଡ଼ କରିଥିଲେ। ତେବେ ଏଠାରୁ ଜଣା ପଡୁଛି ଯେ ସେମାନେ କିପରି ପ୍ରେମ ଭଳି ଏକ ପବିତ୍ର ସମ୍ପର୍କ କୁ ବୁଝିଛନ୍ତି। ପ୍ରେମ ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ।ଏହି ପ୍ରେମ ସମ୍ପର୍କରେ ଯେତେବେଳେ ବୁଝା ମନା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।ପରେ ବିବାହ ପରେ ଯେଉଁଠି ସେମାନେ ସାତ ଜନ୍ମ ର ସାଥୀ ହୋଇ ଯାଆନ୍ତି।

ଏମାନେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। କିନ୍ତୁ ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।କାରଣ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି।ତେବେ ଏଠାରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.