Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଏମିତି ବୋହୂ କାହାକୁ ନ ମିଳୁ ! cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ…

0

ଆଜିକାଲି ସମାଜରେ ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି। ସେମାନଙ୍କ କ୍ଷେତ୍ରର ଅମାନୁଷିକ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଲୋକ ମାନଙ୍କ ମଧ୍ୟରେ ବଡ଼ ମାନଙ୍କ ପ୍ରତିଥିବା ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏବଂ ସନମାନ ଇତ୍ୟାଦି କମି କମି ଯାଉଛି। ବଡ଼ ସାନ କିଛି ବି ମାନୁ ନାହାନ୍ତି ଅନ୍ୟାୟ ଅତ୍ୟାଚାର କରିଚାଲିଛନ୍ତି। ଯଦି ଆମେ ପୂର୍ଵ କାଳ କଥା ଯଦି ଦେଖିବା ତେବେ ବୋହୂ ମାନେ ଶାଶୂ ଶ୍ୱଶୁରଙ୍କୁ ସନମାନ କରୁଥିଲେ। ସେତେବେଳେ ବୋହୂ ଘରେ ରହୁଥିଲେ ଶାଶୂ ମାନେ ସମସ୍ତେ ଅତ୍ୟାଚାର କରୁଥିଲେ। ଯାହାବି ହେଉ ଆଗରୁ ବଡ଼ ମାନଙ୍କ ପ୍ରତି ସନମାନ ରହିଥିଲେ।

କୌଣସି ଉତ୍ତର କରୁନଥିଲେ। କିନ୍ତୁ ଆଜିକାଲିର ବୋହୂ ମାନେ ଶାଶୂଙ୍କୁ ଅତ୍ୟାଚାର କରୁଛନ୍ତି। ସନମାନ କରିବା ତୋ ଦୂରର କଥା ମାଡ଼ ମାରୁଛନ୍ତି। ଆଜିକାଲି ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିଥିବେ ଶାଶୂକୁ ବୋହୂ କିପରି ଅତ୍ୟାଚାର କରୁଛନ୍ତି। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଶାଶୂ କୁ ନିଜ ବୋହୂ ଗୋଇଠା ବିଧା ମାରୁଥିବାର ଦେଖିବା ପାଇଁ ମିଳିଛି। ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଶାଶୂ ବୋହୂ ଙ୍କ ମଧ୍ୟରେ ଝଗଡ଼ା ତୋ ଆପଣ ମାନେ ଦେଖିବା ପାଇଁ ପାଇଥିବେ। ଯେତେବେଳେ ଜଣେ ଝିଅ ନିଜ ବାପା ମାଆକୁ ଛାଡ଼ି ଶାଶୂ ଘରକୁ ଆସିଥାଏ। ତେବେ ବାପା ମାଆ ବଦଳରେ ଶାଶୂ ଶ୍ୱଶୁରଙ୍କୁ ପାଇଥାନ୍ତି।

କିନ୍ତୁ ନିଜ ମଧ୍ୟରେ ବୁଝାମଣାର ଅଭାବ ଏବଂ ଧର୍ୟ୍ଯ ଭଳି ଗୁଣ ବହୁତ କମ ଦେଖିବା ପାଇଁ ମିଳୁଛି। ଫଳରେ ପାରିବାରିକ କଳହ ଝଗଡ଼ା ଲାଗି ରହୁଛି। ବଡ଼ ସାନ ଉଭୟ କିଛି ବି ମାନୁ ନାହାନ୍ତି। ଆଜି କାଲି ତୋ ବୋହୂ ମାନେ ବିଭିନ୍ନ ପ୍ରକାର ଝଗଡ଼ା କରୁଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଭିଡ଼ିଓଟି ଭାଇରାଲ ହେଉଛି। ଯେଉଁଥିରେ ଜଣେ ବୋହୂ ସାମାନ୍ୟ ଫୁଲ ତୋଳାକୁ କେନ୍ଦ୍ର କରି ନିଜ ଶାଶୂକୁ ଗୋଇଠା ବିଧା ତଣ୍ଟି ଚିପି ଦେଉଛି। ବୟସ୍କ ଶାଶୂ ଜଣକ କିଛି ବି କହୁ ନାହାନ୍ତି ସିଧା ପଳେଇ ଯାଇଛନ୍ତି। କିନ୍ତୁ ବୋହୂ ତାଙ୍କୁ ଛାଡ଼ିବା ପାଇଁ ନାରାଜ ମାଡ଼ ମାରିଚାଲିଛି। ଶାଶୂର କେବଳ ଏତିକି ଭୂଲ ଯେ ବୋହୂକୁ ନ କହି ବା ବିନା ଅନୁମତି ରେ ଗଛରେ ଫୁଲ ତୋଳିଥିଲା।

ଏହା ପରେ ବୋହୂ ଜଣକ ରାଗ ତମ ତମ ହୋଇ ବୋହୂକୁ ମାଡ଼ ମାରିଥିଲା। ତେବେ ଏଭଳି ଏକ ଘଟଣା କେଉଁ ସ୍ଥାନରେ ଦେଖିବା ପାଇଁ ମିଳିଛି ତାହା ଆମ ପାଖରେ ସଠିକ ସୂଚନା ମିଳିନାହିଁ। କିନ୍ତୁ ସୋସିଆଲ ମିଡିଆରେ ବୋହୂ ଜଣକ ଶାଶୂକୁ ମାଡ ମାରିଥିବା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। କେହି ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.