Swastik Tv News Odisha

Ollywood ଅଭିନେତ୍ରୀ ଏଲିନା ହିରୋଇନ ହେବା ଆଗରୁ ସ୍କୁଲବେଳେ କେମିତି ଦେଖାଯାଉଥିଲେ, ଦେଖିଲେ ହୋଇଯିବେ ବେହୋସ…

0

ଅଗଣିତ ଦର୍ଶକ ମାନେ ନିଜ ମନ ପସନ୍ଦର ବା ଅତିପ୍ରିୟ ହିରୋ ବା ହିରୋଇନ ମାନଙ୍କର ରିଏଲ ଲାଇଫ୍ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଦର୍ଶକ ମାନଙ୍କୁ ସେମାନଙ୍କ ଅଭିନୟ ବହୁତ ସୁନ୍ଦର ଲାଗିବା ସହିତ ଆଟ୍ରାକ୍ଟିଭ ମଧ୍ୟ କରିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଅଲିଉଡ୍ ଜଗତର ଆପଣ ମାନଙ୍କର ଅତିପ୍ରିୟ ହିରୋଇନ ଏଲିନା ସାମନ୍ତରାୟ ଙ୍କ ବିଷୟରେ । ତେବେ ଆସନ୍ତୁ ଜାଣିବା ତାଙ୍କ ରିଏଲ ଲାଇଭ୍ ବିଷୟରେ ।

ତେବେ 1996 ମସିହାରେ ଜନ୍ମ ଗ୍ରହଣ କରିଥିବା ଏଲିନା ଖୁବ୍ କମ୍ ବୟସରେ ମଧ୍ୟ ଓଡିଆ ଫିଲ୍ମୀ ଇଣ୍ଡଷ୍ଟ୍ରୀରେ ତାଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ତାଙ୍କ ଅଭିନୟ. ଦେଖିବା ପାଇଁ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଦିୱାନ । ଏଲିନା ଙ୍କ ଆକ୍ଟିଙ୍ଗ ର ଯାଦୁ ବଳରେ ନିକଟରେ ହୋଇଥିବା ତରଙ୍ଗ ସିନେ ଆୱାର୍ଡ 2019 ରେ ମଧ୍ୟ ସବ୍ୟସାଚୀଙ୍କ ସହିତ ବେଷ୍ଟ ଯୋଡି ଆୱାର୍ଡ ମଧ୍ୟ ପାଇଥିଲେ । ତେବେ ଏଲିନା ତାଙ୍କର ଛୋଟ ବେଳର ସମୟ ରାଉଲକେଲାରେ ବିତାଇଛନ୍ତି , ସେ ରାଉଲକେଲା ରେ ଥିବା ଦିଲ୍ଲୀ ପବ୍ଲିସ୍ ସ୍କୁଲରେ ପାଠ ମଧ୍ୟ ପଡୁଥିଲେ ।

ଅଗଣିତ ଦର୍ଶକମାନେ ଏଲିନାଙ୍କର ଅଭିନୟକୁ ଖୁବ୍ ପସନ୍ଦ କରନ୍ତି , ତା ସହିତ ତାଙ୍କର ଗୁଡ୍ ଲୋକିଙ୍ଗ ମଧ୍ୟ ବହୁତ ପସନ୍ଦ ଆସିଥାଏ । ଛୋଟ ବେଳୁ ସେ ଅଭିନୟ କରିବା ପାଇଁ ଚିନ୍ତା କରିଥିଲେ , ପରିଶେଷରେ ସେ ସଫଳତା ଶୀର୍ଷରେ ପହଞ୍ଚି ପାରିଛନ୍ତି । ସୁନ୍ଦର ଅଭିନୟ ସାଙ୍ଗକୁ ସୁନ୍ଦର ଡ୍ୟାସ ମଧ୍ୟ ଏଲିନା କରନ୍ତି , ଛୋଟ ବେଳୁ ନିଜ ପିତା ମାତାଙ୍କ ଠାରେ ବଢି ଆସିଥିବା ଏଲିଲା ବର୍ତ୍ତମାନ ଏକ ସୁନ୍ଦର ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଏଲିନାଙ୍କ ଛୋଟ ବେଳର ଫୋଟ ଦେଖି ପାରୁଥିବେ .। ଯେଉଁଥିରେ ସେ ନିଜ ସାଙ୍ଗ ମାନଙ୍କ ସହିତ ସୁନ୍ଦର ପୋଜ ରେ ଫୋଟ ଉଠାଇଛନ୍ତି ।

ଏଲିନା ସମସ୍ତ ହିରୋ ମାନଙ୍କ ସହିତ କାମ କରି ସାରିଛନ୍ତି ଏବଂ ଦର୍ଶକ ମାନଙ୍କୁ ସୁନ୍ଦର ସୁନ୍ଦର ଫିଲ୍ମୀ ମଧ୍ୟ ଭେଟି ଦେଇଛନ୍ତି । ଏଲିନା ନିଜ ଫ୍ୟାମିଲି ମେମ୍ୱର ମାନଙ୍କ ସହିତ ମଧ୍ୟ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି । ଛୋଟବେଳ ସମୟରେ ଏଲିନା ନିଜ ଫ୍ରେଣ୍ଡ ମାନଙ୍କ ସହିତ ସ୍କୁଲ ୟୁର୍ନିଫର୍ମରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆଗାମୀ ସମୟରେ ଏଲିନା କୌଣସି ଫିଲ୍ମୀରେ ଲିଡ୍ ଭୂମିକାରେ ଅଭିନୟ କରିବାର ନଜର ଆସିପାରନ୍ତି । ଅଗଣିତ ଦର୍ସକ ଓ ଫ୍ୟାନ ମାନଙ୍କ ପାଇଁ ଏହା ଏକ ଖୁସୀ ଖବର , ଯାହା ସେମାନଙ୍କୁ ପୁଣିଥରେ ଏଲିନାଙ୍କ ଅଭିନୟ ଦେଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.