Swastik Tv News Odisha

ରାତି ପାହିଲେ ବାହାଘର…ହେଲେ ଘୁରି ବୁଲୁଛି ଝିଅର Private Bold ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି , ଝିଅ କହୁଛି ଏମିତି….ଦେଖନ୍ତୁ ଭିଡିଓ

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଲଜ୍ଜିତ କରିବା ଭଳି ଖବର ଯାହା ଶୁଣିଲେ ଆପଣ ଏହା ଭାବିବାକୁ ବାଧ୍ୟ ହେବେ ଯେ କଣ ସତରେ ଆଇନ୍ କାନୁନ୍ ବୋଲି କିଛି ଅଛି କି ନାହିଁ ଏହି ସମାଜରେ। କାରଣ ଯେତେବେଳେ ଯିଏ ପାରୁଛି ଆଇନ୍ କୁ ହାତକୁ ନେବାକୁ ଚେଷ୍ଟା କରୁଛି। ଆମେ ଏକଥା କାହିଁକି କହୁଛୁ ତାହା ଆପଣ ସମ୍ପୂର୍ଣ୍ଣ ଖବର ପଢ଼ିଲେ ଜାଣି ପାରିବେ।ଯାହା ଦେଖିବା ପାଇଁ ମିଳୁଛି ଆଜିର କିଛି ଯୁବପିଢି ଙ୍କୁ ଜବାନୀ ର ରଙ୍ଗ ଟିକିଏ ଅଧିକ ଚଢ଼ି ଯାଉଛି। ଆଉ ଏଥିପାଇଁ ସେମାନେ ଅନେକ ଅନୈତିକ କାମ କରୁଛନ୍ତି। ନିଜର ସଂସ୍କାର ଏବଂ ନୈତିକତା କୁ ହରାଇ ସେମାନେ ବେଳେବେଳେ ଏମିତି ପାଶବିକ କାର୍ଯ୍ଯ କରୁଛନ୍ତି ଯାହା ସମାଜ ପାଇଁ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରୁଛି।

ତେବେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଏହି ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ। ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଆଜିର ସମାଜରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ନୈତିକତା ଓ ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରୁଛନ୍ତି।ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।

ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଏଠାରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ହଇରାଣ କରି ଯୁବତୀଙ୍କ ବାହାଘର ପୂର୍ବଦିନ ହିଁ ତାଙ୍କର ଅଶ୍ଳୀଳ ଭିଡିଓ ତାଙ୍କ ଘର ଲୋକଙ୍କୁ ପଠାଇଥିବା ଖବର ସାମ୍ନାକୁ ଆସିଛି।ଯୁବକ ଜଣଙ୍କ ହେଉଛନ୍ତି ନିଆଳି ଅଞ୍ଚଳର ଯାହାଙ୍କ ନାମ ରମାକାନ୍ତ ଖୁଣ୍ଟିଆ ଏବଂ ସେ ଜଣେ ଡ୍ରାଇଭର। ଦୁଇଟି କ୍ରାଇମ ରେ ସେ ଜେଲ୍ ଯିବାପରେ ଝିଅ ଘର ତାଙ୍କ ସହିତ ତାଙ୍କ ସମ୍ପର୍କକୁ ଛିନ୍ନ କରିଥିଲେ। କିନ୍ତୁ ଏବେ ସେ ଯୁବକ ଜଣଙ୍କ ଯୁବତୀଙ୍କୁ ଏପରି ଅଶ୍ଳୀଳ ଭିଡିଓ ପଠାଇ ଲଜ୍ଜିତ କରୁଛି। ଯାହାକୁ ନେଇ ଥାନର ଦ୍ବାରସ୍ଥ ହୋଇଛନ୍ତି ଯୁବତୀଙ୍କ ସମ୍ପର୍କିୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.