Swastik Tv News Odisha

ଫିଲ୍ମ୍ ଷ୍ଟାଇଲରେ ଦୁର୍ଦ୍ଧାନ୍ତ ଅପରାଧୀ ମାନଙ୍କୁ ଧରିଲା Gujarat Police ଏହି ଭୟଙ୍କର ଭିଡ଼ିଓ ଦେଖିଲେ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସଭ୍ୟ ସମାଜ ଯେତେ ଆଗକୁ ବଢି ବଢି ଯାଉଛି, ଆଜିକାଲି ସେତେ ଅପରାଧିକ କାର୍ଯ୍ୟ ମଧ୍ୟ ବଢି ଚାଲିଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନେ ମନରେ ଟିକେ ଭୟ କରୁ ନାହାଁନ୍ତି, ଯାହା ଫଳରେ କି ସେମାନେ ଏଭଳି ଅପରାଧିକ କାର୍ଯ୍ୟ କରି ଥାଆନ୍ତି। କିନ୍ତୁ ଏଭଳି ଅପରାଧୀ ମାନଙ୍କୁ ଧରିବା ପାଇଁ ଆମ ଦେଶରେ ପୋଲିସ ମାନେ ରହିଛନ୍ତି। ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ ମାନେ କଳେ ବଳେ କୌଶଳେ ସେମାନଙ୍କୁ ଧରି ଉଚିତ ଶାସ୍ତି ମଧ୍ୟ ଦେଇ ଥାଆନ୍ତି। ଏଭଳି ଖବର ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ପୋଲିସ କର୍ମଚାରୀ ମାନେ ଅପରାଧୀ ମାନଙ୍କୁ ଏକ ନୂଆ ଷ୍ଟାଇଲରେ ଧରିଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଏଭଳି ଏକ ଘଟଣା ଗୁଜୁରାଟରୁ ଦେଖିବା ପାଇଁ ମିଳିଛି। ଗୁଜୁରାଟରେ ଅପରାଧି ମାନେ ଅପରାଧିକ କାର୍ଯ୍ୟ କରି ଖସି ପଳାଇ ଯାଇ ଥିଲେ। କିନ୍ତୁ ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ଗୁଜୁରାଟ ପୋଲିସ କର୍ମଚାରୀ ମାନେ ଖୋଜି ବୁଲୁ ଥିଲେ। ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ କର୍ମଚାରୀ ମାନେ ସାଧା ଡ୍ରେସରେ ଘୁରି ବୁଲୁ ଥିଲେ। ଦିନେ ଅପରାଧୀ ମାନଙ୍କୁ ଏକ ରେଷ୍ଟୁରାଣ୍ଟ ଭିତରେ ପୋଲିସ କର୍ମଚାରୀ ଦେଖିବା ପାଇଁ ପାଇଥିଲେ।

ତେବେ ଏହା ପରେ ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଧରିବା ପାଇଁ ଏକ ଉପାୟ ଚିନ୍ତା କରିଲେ। ପୋଲିସ ମାନେ ଅପରାଧୀ ମାନଙ୍କୁ ଧରିବା ପାଇଁ ଏକ ଗ୍ରୁପ କରିଲେ ଓ ଏହା ପରେ ଅପରାଧୀ ମାନଙ୍କ ଚାରି ପାଖରୁ ଘେରି ଯାଇ ସେମାନଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଥିଲେ। ସେମାନଙ୍କ ପାଖରେ ମଧ୍ୟ ଖସିବାର କୌଣସି ଉପାୟ ଆଉ ନଥିଲା। ଅପରାଧୀ ମାନଙ୍କୁ ଧରି ସେମାନଙ୍କ ଠାରୁ ସବୁ ଧାରୁଆ ଅସ୍ତ୍ର ଶସ୍ତ୍ର ମିଳିବା ସହିତ, ଜଣେ ଦୁର୍ବୁତ୍ତଙ୍କ ଠାରୁ ଏକ ବନ୍ଧୁକ ମଧ୍ୟ ମିଳିଛି। ପୋଲିସ କର୍ମଚାରୀ ମାନେ ସେହି ଦୁର୍ବୁତ୍ତ ମାନଙ୍କ ଉପରେ ଖୁବ ଜୋରରେ ମାଡ଼ ମାରି ଚାଲିଲେ। ଏହି ଦୃଶ୍ୟଟି ସେଠାରେ ଲାଗି ଥିବା ଏକ ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.