Swastik Tv News Odisha

ବାହୁବଳୀର ‘ଦେବସେନା’ ଏବେ ବି ଏହି କ୍ରିକେଟରଙ୍କୁ ବାହା ହେବାକୁ ଚାହୁଁଛନ୍ତି, MMS ଲିକ୍‌ ନେଇ ହୋଇଥିଲେ ବଦନାମ୍‌…

0

ସାଧାରଣ ଲୋକମାନଙ୍କ ଠାରୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଜୀବନଶୌଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସାଧାରଣତଃ ଦର୍ଶକ ତଥା ସାଧାରଣ ଲୋକମାନେ ଅଧିକ ମାତ୍ରାରେ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ପର୍ସନାଲ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ସେମାନଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟଣା ଘଟିଥାଏ ତାହା ମଧ୍ୟ ଜାଣିବା ପାଇଁ ଚାହିଁଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ ଜଣେଇବୁ , ଯାହା ଜାଣି ଆପଣ ମାନେ ଜାଣିବା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେ ଆଉ କେହି ନୁହନ୍ତି ଆପଣ ମାନଙ୍କର ଅତି ପ୍ରିୟ ସାଉଥ୍ ଏକ୍ଟ୍ରେସ୍ ଅନୁଷ୍କା ସେଠୀ ଜଣେ ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡି ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ , ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଠୀଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଅଗଣିତ ଦର୍ଶକ ମାନଙ୍କ ମନକୁ ଜାତି ପାରିଛନ୍ତି । ସେ ଅନେକ ଗୁଡିଏ ଫିଲ୍ମୀରେ ନିଜର ଜଲବା ଦେଇଛନ୍ତି , ଏବଂ ନିଜର ଅଭିନୟ କ୍ୟାରିଅର ପ୍ରଥମେ ତେଲଗୁ ଫିଲ୍ମରୁ ଆରମ୍ଭ କରିଥିଲେ । ସେ 2015 ମସିହାରୁ ଫିଲ୍ମ ଇଣ୍ଡଷ୍ଚ୍ରୀରେ ପାଦ ଥାପିଥିଲେ । ଏଥିସହିତ ସେ ବଡ ବଡ ଷ୍ଟାର ମାନଙ୍କ ସହିତ ମଧ୍ୟ କାମ କରି ସାରିଛନ୍ତି , ତାଙ୍କର ଅଭିନୟ ଯାଦୁରେ ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କର ମନ କିଣି ନେଇଥାନ୍ତି ।

ଆପଣ ମାନେ ନିଶ୍ଚୟ ଶୁଣିବାକୁ ପାଇଥିବେ ଯେ ବାହୁବଲୀ ଷ୍ଟାର ପ୍ରଭାସଙ୍କ ସହିତ କିଛି ସମ୍ପର୍କ ଥିବାର ନିଶ୍ଚୟ ଶୁଣିବାକୁ ପାଇଥିବେ । ତେବେ ତାକୁ ନେଇ ଏକ ବଡ ଖବର ଶୁଣିବା ପାଇଁ ମିଳିଥିଲା । କୁହାଯାଉଛି କି 2015 ମସିହାରେ ଏମଏମଏସ୍ ଭିଡିଓ ଏକ ସାମ୍ନାକୁ ଆସିଥିଲା , ଯେଉଁ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିଲା । ତେବେ ଭିଡିଓଟି ଭାଇରାଲ ହେବା ପରେ ତାଙ୍କର ଏହି ଭିଡିଓଟି ନୁହଁ ବୋଲି ସେ ମିଛ କହିଥିଲେ । ଏଥିସହିତ ତାଙ୍କୁ ନେଇ ଆଉ ଏକ ଖବର ମଧ୍ୟ ଶୁଣଇବାକୁ ମିଳିଥିଲା ।

ସେ କୌଣସି କଳାକାର ଙ୍କ ପ୍ରେମରେ ପଡି ନଥିଲେ , ସେ ପ୍ରଥମେ ଜଣେ ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡି ଯାଇଥିଲେ । ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି ଯେ , ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ତାଙ୍କର ଅତିପ୍ରିୟ ଖେଳାଳି ଥିବା ସହ ତାଙ୍କ ଉପରେ ଅଧିକ ଫୋକସ ମଧ୍ୟ ରହି ଥିଲା । ଏଇ ଏତିକି ଦିନ ମଧ୍ୟରେ ସେ ତାଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ସେ ଦୁହିଁଙ୍କର କେବେ ଦେଖା ମଧ୍ୟ ହୋଇ ନଥିଲା ବୋଲି ଅଭିନେତ୍ରୀ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.