Swastik Tv News Odisha

ଅଭିନେତ୍ରୀ Zareen Khan ନିଜ ହରକତ ରେ ହେଲେ ନିଜେ ହଟହଟା, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ…

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓରେ ବଲିଉଡ୍ ର ଜଣେ ହଟ୍ ଅଭିନେତ୍ରୀ ଙ୍କ କିଛି ଏମିତି ହରକତ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଭାବରେ ହସିବାକୁ ବାଧ୍ୟ ହୋଇଯିବେ କାରଣ ଏଠାରେ ଏକ ଭିନ୍ନ ରକମର ଘଟଣା ଘଟିଛି। ଏଠାରେ ଅଭିନେତ୍ରୀ ଜରିନ ଖାନ୍ କଣ କରୁଛନ୍ତି ଥରେ ଦେଖନ୍ତୁ। ଯେତେବେଳ ସେ ଏୟାର ପୋର୍ଟ ରେ ପହଞ୍ଚିଲେ ସେତେବେଳ ତାଙ୍କର ଫଟୋ ସୁଟ କରିବା ପାଇଁ ଅନେକ ତାଙ୍କ ପାଖକୁ ଯାଇଥିଲେ। ଆପଣ ତ ଜାଣିଛନ୍ତି କିପରି ଭାବରେ ସେଲିବ୍ରିଟି ମାନଙ୍କ ଉପରେ ତାଙ୍କ ଫ୍ୟାନ ମାନଙ୍କ ସହିତ ମିଡ଼ିଆ ର ନଜର ରହିଥାଏ। ସେମାନେ ତାଙ୍କର ପ୍ରତିଟି ମୁହୂର୍ତ୍ତ କୁ କେପଚର୍ କରିବା ପାଇଁ ଚେଷ୍ଟା କରିଥାନ୍ତି।

ତେବେ ଏୟାର ପୋର୍ଟ ରେ ଫଟୋ ଗ୍ରାଫର୍ ମାନେ ତାଙ୍କ ଫଟୋ ଉଠାଇ ସାରିବା ପରେ ସେ ବିଦାୟ ନେବା ସମୟ ରେ ଜରିନ ଖାନ୍ କହିଥିଲେ ଯେ, ଜାନା ହିଁ ହେଁ, ତୋ କେହିଁ ସେ ଭି ନିକଲ୍ ଲେତି ହୁଁ। ଆଉ ଏହା ପରେ ସେଠାରେ ଏୟାର ପୋର୍ଟ ରେ ରାସ୍ତା ବନ୍ଦ କରିବା ପାଇଁ ଲାଗିଥିବା ଷ୍ଟ୍ରିପ ଗୁଡ଼ିକର ତଳ ଦେଇ ସେ ପଶି ଯିବାକୁ ଚେଷ୍ଟା କରିଥିଲେ। ଆଉ ଅଭିନେତ୍ରୀ ଜରିନ ଖାନ୍ ଯେମିତି ମାତ୍ର କିଛି ଟା ଷ୍ଟ୍ରିପ ପାର କରିଛନ୍ତି ତାପରେ ସେଠାରେ ଛିଡା ହୋଇଥିବା ସିକ୍ୟୁରିଟି ଅଫିସର୍ ତାଙ୍କୁ ରୋକିଥିଲେ ଏବଂ କହିଥିଲେ ଯେ ଠିକ୍ ରାସ୍ତା ଦେଇ ଆସନ୍ତୁ ବୋଲି। ଆଉ ଏହାପରେ ମାଡାମଙ୍କୁ ରୋକିବାକୁ ପଡ଼ିଥିଲା।

ଏହାପରେ ସେଠାରେ ଅଭିନେତ୍ରୀ ଜରିନ ଖାନ୍ କହିଥିଲେ ଯେ ଆରେ ୟାର୍’, ଆଉ ଏହା କହି ସେ ହସି ଦେଇଥିଲେ। ସେଠାରେ ତାଙ୍କୁ ଏପରି କରିବା ଦ୍ୱାରା ଲଜ୍ଜିତ ହେଵାକୁ ପଡ଼ିଥିଲା।ସେ ପୁଣି ଫେରି ଉଚିତ୍ ରାସ୍ତାରେ ଯିବାକୁ ଆରମ୍ଭ କଲେ। ତେବେ ସେଠାରେ ହିରୋଇନ୍ ଜରିନ ଖାନ୍ ଙ୍କ ଏଭଳି ଲଜ୍ଜିତ ବୋଧ ହେଲା ଭଳି ମୁହୂର୍ତ୍ତର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଥିଲା ଏବଂ ପରେ ଏହା ଭାଇରାଲ ହେଲା ପରେ ସାମ୍ନାକୁ ଆସିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.