Swastik Tv News Odisha

ମହିଳାଙ୍କ ଏପରି ବ୍ଲାଉଜ୍ (ଅନ୍ତବସ୍ତ୍ର) କୁ ଦେଖି ସମସ୍ତେ ହୋଇଗଲେ ଅବାକ୍, ଫୋଟୋ କୁ ZOOM କରି ଦେଖିଲେ ମୁଣ୍ଡ ଖରାପ ହୋଇଯିବ…ଭିଡ଼ିଓ ଭାଇରାଲ

0

ବନ୍ଧୁଗଣ ଆପଣ ଅନେକ ସମୟରେ କିଛି ଏମିତି ଘଟଣା ସଂପର୍କରେ ଆସୁଥିବେ ଯାହାକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ। ଏହିଭଳି ଘଟଣା ଚର୍ଚ୍ଚା ହେବା ଭଳି ହୋଇଥାଏ। ଆଉ ଏଭଳି ଘଟଣାର ଖବର ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି, ଆଶ୍ଚର୍ଯ୍ୟ ବି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଘଟଣା ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।

ତେବେ ସେହିଭଳି ଏକ ଭାଇରାଲ ଘଟଣାର ଭିଡ଼ିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାରେ ଜଣେ ମହିଳାଙ୍କର ପିନ୍ଧିଥିବା ବ୍ଲାଉଜ୍ କୁ ନେଇ ଏକ ଭିନ୍ନ ଧରଣର ଚର୍ଚ୍ଚା ହେଉଛି। ଆଉ ଏହା କାହିଁକି ହେଉଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଆପଣ ତ ଜାଣିଛନ୍ତି ଶାଢ଼ୀ ପିନ୍ଧିବା ପ୍ରତି ଆମ ଦେଶରେ ମହିଳା ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଛି। ଶାଢ଼ୀ ରେ ଜଣେ ମହିଳା ବହୁତ୍ ସୁନ୍ଦର ଦେଖା ଯାଇଥାନ୍ତି। ସେଥିପାଇଁ ଢେର ରକମର ଶାଢ଼ୀ ବଜାରରେ ମିଳିଥାଏ ଏବଂ ମହିଳା ମାନେ ନିଜ ପସନ୍ଦର ଶାଢ଼ି ମଧ୍ଯ କିଣି ଥାଆନ୍ତି।

 

View this post on Instagram

 

A post shared by Thanos (@thanos_jatt)

କିନ୍ତୁ ବର୍ତ୍ତମାନ ସମୟ ରେ ଲୋକଙ୍କ ଷ୍ଟାଇଲ ଏବଂ ଫେଶନ ବଦଳିବା କାରଣରୁ ସେମାନେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିବା ପାଇଁ ଆଗ୍ରହ ଦେଖାଉଛନ୍ତି। ତେବେ ଶାଢ଼ୀ ପରିଧାନ କଲେ ମହିଳା ମାନେ ଶାଢ଼ୀ ସହିତ ମେଚ କରି ଖାପ ଖାଇଲା ଭଳି ବ୍ଲାଉଜ୍ ମଧ୍ଯ ପିନ୍ଧିଥାନ୍ତି। ଯେମିତି ତାଙ୍କର ଶାଢ଼ୀ ସହିତ ଏହା ବେଶ୍ ଭଲ ଲାଗିବ। ତେବେ ଏହାରି ଭିତରେ ସୋସିଆଲ ମିଡ଼ିଆରେ ଜଣେ ମହିଳା ଏକ ଭିନ୍ନ ଧରଣର ଡିଜାଇନର ବ୍ଲାଉଜ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆପଣ ହଠାତ୍ ଦେଖିଲେ, ପ୍ରଥମେ ମହିଳାଙ୍କ ଏହି ବ୍ଲାଉଜ୍ ର ରାଜ କୁ ଜାଣି ପାରିବେ ନାହିଁ।

କିନ୍ତୁ ଯଦି ଭଲକରି ଦେଖିବେ ତେବେ ଜାଣି ପାରିବେ ଯେ ସେ କିପରି ଡିଜାଇନର ବ୍ଲାଉଜ୍ ପିନ୍ଧିଛନ୍ତି।ମହିଳା ଜଣଙ୍କ ମେହେନ୍ଦି ରେ ଅଙ୍କା ଯାଇଥିବା ଏହି ବ୍ଲାଉଜ୍ କୁ ପିନ୍ଧିଛନ୍ତି। ଅର୍ଥାତ୍ ସେ ବ୍ଲାଉଜ୍ ଡିଜାଇନ୍ ର ହିଁ ମେହେନ୍ଦି କରିଛନ୍ତି ଯେମିତି ଲାଗୁଛି ଯେ ସେ ସେମିତି ବ୍ଲାଉଜ୍ ପିନ୍ଧିଛନ୍ତି। ଏହାକୁ ଦେଖି ଅନେକ ଏହି ମହିଳାଙ୍କୁ ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି। ତେବେ ଇନଷ୍ଟାଗ୍ରାମ ରେ ଅପଲୋଡ଼ ହୋଇଥିବା ଏହି ଭିଡିଓ କୁ ଅନେକ ସଂଖ୍ୟାରେ ୟୁଜର ମାନେ ଏବେ ସୁଦ୍ଧା ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.