Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ସେଦିନ ସକାଳ ୮ ଟାରେ ଥିଲା ସ୍ତ୍ରୀ ସହିତ ଥିଲା ଶେଷ ଭିଡ଼ିଓ Call, ଆଉ ଏମିତି କିଛି କହିଥିଲେ…ଦେଖିଲେ ଆଖିରୁ ଲୁହ ଆସିଯିବ….

0

ଆଜିକାଲିର ଟେକ୍ନୋଲୋଜି ଯେତେ ଆଗକୁ ଯାଇଥିଲେ ମଧ୍ୟ ଏମିତି କୌଣସି ଅତ୍ୟାଧୁନିକ ଯନ୍ତ୍ରପାତି ବାହାରି ନାହିଁ ଯାହା ମନୁଷ୍ୟ ମୃତ୍ୟୁକୁ ଏଡାଇ ଦେବେ। ଜୀବନ ଅଛି ତୋ ମୃତ୍ୟୁ ଅଛି। କେତେ ବେଳେ କାହାର କଣ ଘଟିବ ତାହା କେହି ହେଲେ ବି କହି ପାରିବେ ନାହିଁ। ଆଜିକାଲି ଟେକ୍ନୋଲୋଜିର ପ୍ରଭାବ ଫଳରେ ମନୁଷ୍ୟର କାମକୁ ଅନେକ ସହଜ ଓ ଖୁବ ସମୟ ମଧ୍ୟରେ କରି ଦେଇଛି। ଯନ୍ତ୍ରପାତି ଉପରେ କାହାର ବି ଭରଷା ଓ ବିଶ୍ୱାସ ରହି ନଥାଏ। ବେଳେ ବେଳେ ଏହି ମନୁଷ୍ୟକୃତ ଯନ୍ତ୍ରପାତି ଲୋକ ମାନଙ୍କର ଜୀବନ ମଧ୍ୟ ଚାଲି ଯାଇଥାଏ। ତେବେ ବନ୍ଧୁଗଣ ଲ୍ୟାଣ୍ଡ ସ୍ନାଇକ ସାଇଚ ତେଜର ହେଲିକପ୍ଟର ଦୁର୍ଘଟଣା ଦିନ ତାଙ୍କ ସ୍ତ୍ରୀ ଙ୍କ ପାଖକୁ ତାଙ୍କର ଶେଷ ଫୋନ ଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ତାମିଲନାଡୁର କନ୍ନର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର MI70N5 ଦୁର୍ଘଟଣା ଗ୍ରସ୍ଥ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି। ଆଉ ସେଥିରେ ଜେନରାଲ CDS ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ଙ୍କ ସମେତ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ସେଥିରେ ଥିଲେ। ସେହି ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଲ୍ୟାଣ୍ଡ ସ୍ନାଇକ ସାଇଚ ତେଜର ବି ସେଥିରେ ରହିଥିଲେ। CDS ବିପିନ ରାୱତଙ୍କ ସେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ।

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା କାଣ୍ଟେଭରି ପଲ୍ଲୀ ଗାଁ ରେ ଲ୍ୟାଣ୍ଡ ସ୍ନାଇକ ସାଇଚ ତେଜରଙ୍କ ଘର ଓ ତାଙ୍କର ବୟସ ମାତ୍ର ୨୭ ବର୍ଷ ହୋଇଥାଏ। ସେ ୨୦୧୬ ମସିହାରେ ବିବାହ କରିଥିଲେ, ତାଙ୍କର ୫ ବର୍ଷର ପୁଅ ଓ ୩ ବର୍ଷର ଝିଅଟିଏ ଅଛି। ସେନା ତିନି ମାସ ପୂର୍ବେ ଘରକୁ ଆସିଥିଲେ। ତାଙ୍କ ମାଆ ଦୁଇ ପୁଅଙ୍କୁ ସେନାରେ ଯିବାରେ ଉତ୍ସାହିତ କରି ଆସୁଥିଲେ। ତାଙ୍କର ସାନ ଭାଇ ମହେଶ ସିକିମରେ ସେନାରେ କାର୍ଯ୍ୟରତ ଅଛନ୍ତି।ସେନା ୨୦୧୩ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେନାରେ ଯୋଗ ଦେବାର ଠିକ ବର୍ଷକ ପରେ ସେ ପୁଣି ଥରେ ବିଭାଗୀୟ ପରୀକ୍ଷା ଦେଇଥିଲେ।

ଏହା ପରେ ସେ ପାରାସ ମିଗଲ ଫୋର୍ସରେ ନାୟକ ଭାବରେ ନିଯୁକ୍ତି ହୋଇଥିଲେ। ସେ ବାଙ୍ଗାଲୋରରେ ସେନା ତାଲିମ ସିକ୍ୟୁରୀଟି କାର୍ଯ୍ୟରତ ଥିଲେ। ଯାହା ଫଳରେ କି ସେ ଜେନେରାଲ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଭାବରେ ନିଯୁକ୍ତି ହୋଇଥିଲେ। ହେଲିକପ୍ଟରର ତାମିଲନାଡୁକୁ ଯାତ୍ରା କାର୍ଯ୍ୟକ୍ରମ ସେ ଥିଲେ ଓ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ଫୋନ କଲ କରି ଶେଷଥର ପାଇଁ କଥା ହୋଇଥିଲେ। ଏହାର କିଛି ଘଣ୍ଟା ପରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ତାଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବର ଲୋକମାନଙ୍କୁ ଦିଆ ଯାଇଥିଲା ତାଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.