Swastik Tv News Odisha

ଭାଇରାଲ ହେବାରେ ଲାଗିଛି ଏହି ଫୋଟୋ ! ଫୋଟରେ ଅଛି ଗୋଟେ ଚିତାବାଘ ଫଟୋ ହଜାର ହଜାର ଲୋକ ବିଫଳ ହୋଇସାରିଲେଣି, ଏହି ଚିତାବାଘକୁ ଖୋଜିବାରେ…

0

ବର୍ତ୍ତମାନର ଆଧୁନିକ ସମାଜରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଛୋଟ ପିଲା ଠାରୁ ବୟସ୍କ ଲୋକ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିଛି ସେକେଣ୍ଡ ରେ ଦେଶର ଯେ କୌଣସି ସ୍ଥାନରେ ବାର୍ତା ପହଁଚି ପାରୁଛି। ଆଜିକାଲିର ସ୍ମାର୍ଟଫୋନ ରେ ଯାହା ବି କିଛି ଆମ ଆଖି ଆଗରେ ଦେଖା ଦେଉଛି। ଆମେ ତାହାର ଫୋଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଉଛେ। ପୃଥିବିର ଯେ କୌଣସି ସ୍ଥାନରେ ରହିଲେ ଆମେ ମାନେ ଏହି ସବୁ ଭାଇରାଲ ଭିଡ଼ିଓ ଏବଂ ଫୋଟୋ ଇତ୍ୟାଦି ଖୁବ ସହଜରେ ଦେଖି ପାରୁଛେ।

ବେଳେ ବେଳେ ଏପରି କିଛି ଭିଡ଼ିଓ ଫୋଟୋ ଦେଖିବା ପାଇଁ ମିଳିଥାଏ ଯାହା ଅନ୍ୟ ଠାରୁ ଭିନ୍ନ ହୋଇଥାଏ। ତେବେ ଆଜି ଏଭଳି କିଛି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଵହୁ ଜ୍ଞାନୀ ଗୁଣି ଲୋକ ମାନେ ମଧ୍ୟ ଜାଣି ପାରୁନାହାନ୍ତି ବିଫଳ ହେଉଛନ୍ତି। ବର୍ତ୍ତମାନ ସମୟରେ ଫୋଟୋ ଭାଇରାଲ ହେଉଛି ତେବେ ଏହି ଫୋଟୋ ରେ ଗୋଟିଏ ଚିତାବାଘକୁ ଖୋଜିବା ପାଇଁ କୁହାଯାଇଛି। ତେବେ ଆଶ୍ଚର୍ଯ୍ୟ କର କଥା କେହି ବ୍ୟକ୍ତି ମଧ୍ୟ ସେହି ଫଟୋରେ ଚିତାବାଘଟିକୁ ଖୋଜି ପାଉନାହାନ୍ତି ।

ଏହି ଭିଡିଓଟି ବହୁତ ମଜାଳିଆ ହେବା ସହିତ ବୁଦ୍ଧିମାନର ବିଷୟ ବସ୍ତୁ ଅଟେ ମାତ୍ର ଏଠାରେ ଅନେକ ବୁଦ୍ଧିଜୀବି ମାନେ ମଧ୍ୟ ଫଟୋରେ ଚିତାବାଘକୁ ଖୋଜି ପାଇବାରେ ବିଫଳ ହେବାରେ ଲାଗିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଭବୁଥିବେ ଯେ ଏହି ଫୋଟରେ ଏମିତି କଣ ଅଛି। କେହି ଖୋଜି ପାଉନାହାନ୍ତି ତେବେ ଆପଣଙ୍କ ଉତ୍ତର ଏହି ଫୋଟରେ ହିଁ ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁ ଫୋଟୋ ଏକ କାଳ୍ପନିକ ନିଜ ମନରୁ ତିଆରି କରାଯାଇଛି। ଏହାର ଉତ୍ତର ଆପଣ ମାନଙ୍କୁ ଖୋଜି ବାହାର କରିବା ପାଇଁ ପଡିବ। ତେବେ ଫୋଟୋ ଟିରେ ଏକ ଗଛ ରହିଛି ଗଛ ତଳେ ଏକ ଚିତା ବାଘ କରାଯାଇଛି। ଗଛ ତଳେ ମଧ୍ୟ ମାଟିଆ ରଙ୍ଗର ଚିତାବାଘ ଶୋଇଛି।

ପ୍ରକୃତ ଘଟଣା ହେଉଛି ସେହି ମାଟି ସହିତ ଚିତାବାଘର ଦେହର ରଙ୍ଗ ସଂପୂର୍ଣ୍ଣ ଭାବରେ ମିଶି ଯାଉଛି। ତେବେ ଏଭଳି ଭାବରେ ଲୋକ ମାନଙ୍କୁ ଭ୍ରମରେ ପକାଉଛି। ଯାହାକୁ ଖୋଜି ପାଇବା ବହୁତ କଷ୍ଟକର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆପଣ ସମସ୍ତଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଦିଆଯାଉଛି। ଆପଣ ମାନେ ଏହି ଫୋଟୋ ରେ ଚିତା ବାଘ କେଉଁଠି ଅଛି ଖୋଜି ବାହାର କରିବା ପାଇଁ ପଡ଼ିବ। ଆପଣ ମାନେ ପ୍ରକୃତରେ ଯଡି ଜ୍ଞାନୀ ତେବେ ଚିତ୍ରରେ ଥିବା ଚିତାବାଘଟିକୁ ଖୋଜି ବାହାର କରନ୍ତୁ ଏବଂ ନିଜ ଜ୍ଞାନ ସମସ୍ତ ଆଗରେ ଦେଖାନ୍ତୁ। ଏଠାରେ କହି ରଖିଛୁ କି ଏହି ଚିତ୍ରଟି କାଳ୍ପନିକ। ନିଜର ଅବସର ସମୟରେ ଆପଣଙ୍କ ଜ୍ଞାନ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.