Swastik Tv News Odisha

ଆଶ୍ଚର୍ଯ୍ୟ ! ହଠାତ ମହିଳାଙ୍କୁ କୁଣ୍ଡାଇ ପକାଇଲା ସିଂହ, ଆଉ ତା’ପରେ କଣ କଲା ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। ଅନେକ ଭାଇରାଲ ଭିଡ଼ିଓ ଦେଖିବା ପାଇଁ ମିଳିଥାଏ। କିନ୍ତୁ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବା ପାଇଁ ମଳିଛି।

ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ। ତେବେ ଘଟଣାଟି ହେଉଛି ବୁଲିବା ପାଇଁ ଯାଇଥିବା ମହିଳା ପର୍ଯ୍ୟଟକକୁ ଗାଡି ଭିତରେ ପଶି ଗେଲ କରିବା ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ। ତେବେ ଆପଣ ମାନେ ସବୁବେଳେ ହିଂସ୍ର ଜନ୍ତୁଙ୍କୁ ଭୟ କରିଥାନ୍ତି। ବିଶେଷ କରି ବାଘ ସିଂହ ଇତ୍ୟାଦି ହେଉଛନ୍ତି ଅତ୍ୟନ୍ତ ଶକ୍ତିଶାଳୀ ଏମାନେ ମଣିଷ ଦେଖିବା ମାତ୍ରେ ଶିକାର କରିବା ଆରମ୍ଭ କରିଥାନ୍ତି।

କାରଣ ଏମାନେ ସବୁ ହେଉଛନ୍ତି ହିଂସ୍ର ଯିବ ଆମେ ମଧ୍ୟ ତାଙ୍କୁ ଦେଖି ଭୟରେ ଗଡ଼ ଥରିଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଏକ ଭଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୋସ ଉଡେଇ ଦେଇଛି। ଭିଡ଼ିଓରେ ଦେଖିବା ପାଇଁ ମିଳିଛି ଯେ ଗୋଟିଏ ଗାଡି ରେ କିଛି ପର୍ଯ୍ୟଟକ ବୁଲୁଛନ୍ତି। ପାଖରେ ଗୋଟିଏ ସିଂହ ଶୋଇଥିଲା ହଠାତ ସେହି ଗାଡି ଭିତରକୁ ଡେଇଁ ପଡ଼ିଲା ଏବଂ ଗାଡ଼ିରେ ଆଗରେ ବସି ଥିବା ଡ୍ରାଇଭରଙ୍କୁ ବିଲେଇ ଭଳି ଦେହ ଘଷି ବାକୁ ଲାଗିଲା ଆଗରେ ଗାଡି ଷ୍ଟିଆରିଂ ଧରି ଚଳାଉଥିବା ଡ୍ରାଇଭରକୁ ଠେଲି ଉଠେଇ ଦେଲା ସତରେ ସେ ଯେମିତି ନିଜେ ଗାଡି ଚଳେଇବ। ଏବଂ ପଛରେ ବସିଥିବା ମହିଳା ମାନେ ଅତ୍ୟନ୍ତ ଭୟଭିତ ହୋଇଯାଇଥିଲେ ମଧ୍ୟ ପ୍ରକୃତିକୁ ଉପଭୋଗ କରିଥିଲେ।

ଗୋଟିଏ ମହିଳାଙ୍କୁ ଗେଲ ମଧ୍ୟ କରିବା ପାଇଁ ଲାଗିଲା। ତେବେ ଏହି ସିଂହଟି କୌଣସି ଚିଡ଼ିଆ ଖାନାରେ ରହେ ନାହିଁ ଖୋଲା ବୁଲିଥାଏ। ଯାହାକି ଏହି ଗାଡି ଡ୍ରାଇଭର ସହିତ ସିଂହର ପୁରୁଣା ସମ୍ପର୍କ ସେଥି ପାଇଁ ଡ୍ରାଇଭର ପାଖକୁ ଆସି ତାଙ୍କ ସହିତ ଘୋସି ହୋଇ ଗେଲ ହେବାକୁ ଲାଗିଲା। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଭିଡ଼ିଓର ୧୫ ଦିନ ପୂର୍ବରୁ ଏକ ଘଟଣା ଦେଖିବା ପାଇଁ ମିଳିଥିଲା କି ଜଣେ ମହିଳା ପର୍ଯ୍ୟଟକକୁ ୪ ଜଣ ସିଂହୀ ଆକ୍ରମଣ କରିଥିଲା। ତେବେ ହିଂସ୍ର ଜନ୍ତୁକୁ କେବେବି ଭରଷା ନାହିଁ କେତେ ବେଳେ ନିଜର ମୁଡ ପରିବର୍ତ୍ତନ କରିବ ଆଉ ଆକ୍ରମଣ କରିବ କିଛି ଭରଷା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.