Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଚୋରି କରୁଥିବା ବେଳେ ଧରା ପଡିଲେ ଶିକ୍ଷିତ ଯୁବତୀ, ଦେଖନ୍ତୁ ତା’ ପରେ କଣ ହେଲା…

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ତେବେ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ସମାଜରେ ବଢି ବଢି ଚାଲିଛି। ଯାହା ଆଗରୁ ଚୋରି ହେଉଥିଲା ହେଲେ ବର୍ତ୍ତମାନ ସମୟରେ ଆପଣ ମାନେ ଦେଖିଥିବେ ଦିନ ଦ୍ୱିପ୍ରହର ରେ ଲୁଟ ହେଉଛି, ଘରେ ବ୍ୟାଙ୍କ, ବାଟରେ ଯାଉଥିବା ଲୋକଙ୍କ ଠାରୁ ଇତ୍ୟାଦି ଏଭଳି ଘଟଣା ଆଜିକାଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆପଣ ମାନେ ତୋ ପୁରୁଷ ମାନେ ଚୋରି କରୁଥିବା ଭିଡ଼ିଓ ତୋ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ହେଲେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଚୋରି କରି ଧରା ପଡିଥିବା ଦେଖିବା ପାଇଁ ମିଳିଛି। ଯାହା ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଜଣେ ମହିଳା ପ୍ରଥମେ ମଲ ମଧ୍ୟକୁ ପ୍ରବେଶ କଲେ ଅନ୍ୟ ମାନଙ୍କ ଭଳି ସେ କପଡା ଦେଖିଥାନ୍ତି। ଏହାପରେ ସେ ନିଜ ପକେଟ ଭିତରେ ଏକ ଡ୍ରେସକୁ ପୁରେଇ ଦେଇଥାନ୍ତି। କାହାକୁ କିଛି ନ କହି ସିଧା ମଲ ଭିତରକୁ ବାହାରକୁ ଆସିବା ପାଇଁ ଚେଷ୍ଟା କରିଥାନ୍ତି।

ତେବେ ତାଙ୍କର ହାଵ ଭାବ ଦେଖି ସେଥିରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କ ପକେଟ ରେ ବାର କୋଡ଼ ଓହଳି ପଡିଥିବା ଦେଖିବା ପାଇଁ ମିଳିଥିଲା। ଏହାପରେ ତାଙ୍କୁ ଅଟକାଇ ଥିଲେ ମହିଳା କର୍ମଚାରୀ ଆସି ତାଙ୍କୁ ଚେକ କରିବା ପରେ ତାଙ୍କ ପକେଟରୁ ଡ୍ରେସ ବାହାରିଥିଲା। ଯାହାକୁ ସେ ଚୋରିକରି ନେଇଥିଲେ। ଏହାପରେ ଅନ୍ୟ ମାନେ ସମସ୍ତେ ରୁଣ୍ଡ ହୋଇଗଲେ ଏବଂ ବସିବା ପାଇଁ କହିଲେ ହେଲେ ଯୁବତୀ ଜଣକ ଅନୁତାପ କରିବା ପରିବର୍ତ୍ତେ ଓଲଟା ଇଂରାଜୀରେ ତାଙ୍କ ସହିତ କଥା ହେଉଥିଲା। ବାରମ୍ବାର ଯିବା ପାଇଁ ଚେଷ୍ଟା କରୁଥିଲା। ଏହାକୁ ଦେଖି ଅନ୍ୟ ମାନେ ଏବେ ପୋଲିସ କୋଲ କରିବା ପାଇଁ କହିଲେ ଆଉ ପୋଲିସ ରେ ଦେବେ ବୋଲି କହିଲେ।

ତାଙ୍କ ଉପରେ କିଛି ବି ଫରକ ପଡୁନଥିଲା ଯାହା କି ଚୋର ମୁହଁ ଟାଣ ବୋଲି ପରିଚୟ ମିଳୁଥିଲା। ତେବେ କିଛି ସମୟ ପରେ ପୋଲିସ ରେ ତାଙ୍କୁ ଧରେଇ ଦିଆଯାଇଥିଲା। ତେବେ ବନ୍ଧୁଗଣ ଆପଣ ମାନେ ହିଁ ନିଜେ ବିଚାର କରନ୍ତୁ କି ମହିଳା ଯେଉଁଭଳି ଭାବରେ ଦେଖା ଯାଉଛନ୍ତି କୌଣସି ଲୋକ ବିଶ୍ୱାସ କରିବେ ନାହିଁ କି ସେ ଚୋର ବୋଲି ତାପରେ ମଧ୍ୟ ମୋଲ ରେ ସିସି ଟିଭି ଲାଗିଥାଏ। ତାହାକୁ ମଧ୍ୟ ଡ଼ର କିମ୍ବା ଭୟ ନାହିଁ। ତେଣୁ ଆପଣ ମାନେ ସତର୍କ ହୋଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.