Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟାନକ Accident ଜୀବନରେ କେବେବି ଦେଖିନଥିବେ, ଏହି ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ….ନିଶ୍ଚୟ ସେୟାର କରନ୍ତୁ

0

ପ୍ରତିବର୍ଷ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଦେଶରେ ପ୍ରତିବର୍ଷ ଅନେକ ଲୋକ ସଡ଼କ ଦୃଘଟଣାରେ ପ୍ରାଣ ହରାଉଛନ୍ତି। ତେବେ ଏସବୁର ମୁଖ୍ୟ କାରଣ ହେଉଛି, ଲୋକ ମାନେ ବେପରୁଆ ଭାବରେ ଗାଡି ଚାଳନା। ତେବେ ଏହି ଭଳି ସଡକ ଦୃଘଟଣା ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି ସରକାର ଭିନ୍ନ ଭିନ୍ନ ପ୍ରକାର ନିୟମ ପ୍ରଣୟନ କରିଛନ୍ତି। ଯେପରି ଦ୍ରୁତ ଗତିରେ ଗାଡି ଚଳେଇବା, ହେଲିମେଣ୍ଟ ନ ପିନ୍ଧିବା, ଦୁଇ ରୁ ଅଧିକ ଗାଡ଼ିରେ ବସିବା ଭଳି ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଏଥି ସହିତ ଫାଇନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ସରକାରଙ୍କ ତରଫରୁ ଏହି ସବୁ ନିୟମ ଜାରି କରା ଯାଇ ଥିଲେ ସୁଦ୍ଧା, ମଧ୍ୟ ଲୋକମାନେ ନିଜର ଅସାବଧାନତା ପାଇଁ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ତେବେ ବନ୍ଧୁଗଣ ବାଇକ ଯୋଗେ ଦମ୍ପତ୍ତି ଯାଉଥିଲେ, ସେମାନଙ୍କର ଦୁର୍ଘଟଣା ହୋଇଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଦୁଇ ଜଣ ଦମ୍ପତି ଏକ ଛୋଟ ଛୁଆକୁ ଧରି ବାଇକ ଯୋଗେ କଲମଣ୍ଡପ ଗାଁ ରୁ ଦ୍ରୁତ ବେଗରେ ଯାଉ ଥିଲେ। ସେ ଯିବା ବାଟରେ ଏକ ବସକୁ କ୍ରସ କରିବା ପାଇଁ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ନିକଟକୁ ଅନ୍ୟ ଏକ ବସ ଆସି ଯାଇ ଥିଲା ଓ ଯାହା ଫଳରେ କି ବାଇକଟି ଦୁଇ ବସ ମଝିରେ ଫସି ଯାଇ ଥିଲା। ଦୁଇ ବସ ଚାଳକ ନିଜର ବୁଦ୍ଧି ଖଟାଇ ବସଟିକୁ ଅଟକାଇ ଦେଇଥିଲେ ଓ ଯାହା ଫଳରେ କି ସୌଭାଗ୍ୟ ବଶତଃ ସେମାନଙ୍କର କିଛି କ୍ଷତି ହୋଇ ନଥିଲା।

ଦୁଇଟି ବସ ଭିତରେ ଥିବା ଯାତ୍ରୀ ମାନେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭିତ ମଧ୍ୟ ହୋଇ ଯାଇ ଥିଲେ। ବସ ଭିତରେ ଥିବା ଯାତ୍ରୀ ମାନେ ବସରୁ ଓଲ୍ହାଇ ଦମ୍ପତି ଓ ଛୋଟ ଛୁଆଟିକୁ ସାହାଯ୍ୟ କରିବା ପାଇଁ ବାହାରକୁ ଆସି ଯାଇ ଥିଲେ। ସେଠାରେ ଥିବା ଅନ୍ୟ ଲୋକ ମାନେ ମଧ୍ୟ ଆସି ରାସ୍ତା ଉପରେ ଭିଡ଼ ଜମାଟ କରି ଦେବା ସହିତ ଡରି ଯାଇଥିଲେ।

ତେବେ ଏହି ଘଟଣାଟି ବସରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହି ଘଟଣାର ଖବର ପାଇ ନେଟାପକମ୍ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ପୋଲିସ ଏହି ଘଟଣା ଉପରେ ଯାଞ୍ଚ କରିଥିଲେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖବୁ ଜୋର ସୋର ଭାବରେ ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ଯିବା ସମୟରେ ଦ୍ରୁତ ବେଗରେ ଗାଡି ଚଲାଇ ଯାଆନ୍ତୁ ନାହିଁ, ନହେଲେ ଆପଣ ମାନେ ମଧ୍ୟ ଏଭଳି ଘଟଣାର ସମ୍ମୁଖିନ ହୋଇ ପାରନ୍ତି। ତେବେ ସବୁବେଳେ ସାବଧାନତାର ସହିତ ଯିବା ଆସିବା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.