Swastik Tv News Odisha

Facebook ରେ ୩ ହଜାର ଝିଅଙ୍କୁ ଫସାଇଛି ଏହି ରିକ୍ସାବାଲା, ପୁରା ଘଟଣା ଜାଣିଲେ ହୋସ ଉଡିଯିବ…

0

ଆଜିକାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। ପୂର୍ବରୁ ଯେଉଁଠି କିଛି ସନ୍ଦେଶ ପଠାଯାଉଥିଲା। ତାହା ଡାକ ମାଧ୍ୟମରେ ଏବଂ ପାରା ଲୋକ ମାନଙ୍କ ସନ୍ଦେଶ ପଠାଯାଉଥିଲା। କିନ୍ତୁ ଆଜିକାଲିର ସୋସିଆଲ ମିଡ଼ିଆ ଯୋଗୁଁ ସବୁ କାମ ସହଜ ହୋଇ ପାରିଛି।

ତେବେ କିଛି ଦୁଷ୍ଟ ପ୍ରବୃତ୍ତିର ଲୋକ ମାନେ ଏହାର ଖରାପ ଉପଯୋଗ କରୁଛନ୍ତି। ତେବେ ଏଭଳି କିଛି ଘଟଣା ମାନ ଦେଖିବା ପାଇଁ ମିଳିଛି। ଘଟଣାଟି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଫେସବୂକ ଭଳି ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ଲୋକେ ସକାଳ ଉଠି ପ୍ରଥମେ ଫେସବୁକ ଦେଖିବା ପରେ ଦିନର ଆରମ୍ଭ ହୋଇଥାଏ। ପୁଣି ଶୋଇବା ପର୍ଯ୍ୟନ୍ତ ଫେସବୁକ ଚଳାନ୍ତି। ଉଭୟ ଉଭୟଙ୍କ ମଧ୍ୟରେ ଚାଟିଂ ଦ୍ୱାରା କଥା ଵାର୍ତା ହୋଇ ପାରୁଛି। ବିଶେଷ କରି ଆଜିକାଲିର ଯୁବକ ଯୁବତୀ ମାନେ ଅଧିକ ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି।

ପୂର୍ବରୁ ଚିଠି ମାଧ୍ୟମରେ ପ୍ରେମ ନିବେଦନ କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଯୁବକ ଯୁବତୀ ମାନେ ସୋସିଆଲ ମିଡ଼ିଆ ରେ ପ୍ରେମ ସମ୍ପର୍କ ସୃଷ୍ଟି ହେଉଛି। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆର ଫାଇଦା ଉଠାଉଛନ୍ତି। ନିଜର ଫୋଟୋ ନଦେଇ ଅନ୍ୟ କୌଣସି ଲୋକ ଫୋଟୋ ଦେଇ ଯୁବତୀ କିମ୍ବା ଯୁବକକୁ ଫସାଇ ଥାନ୍ତି। ତେବେ ଏଭଳି ଅନେକ ଘଟଣା ଆପଣ ମାନେ ହୁଏତ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ କିଛି ଏହିଭଳି ଘଟଣା ଦେଖିବା ପାଇଁ ମିଳିଛି, ଯାହାକି ଜଣେ ରିକ୍ସା ଚାଳକ ଫେସବୁକ ଜରିଆରେ ହଜାର ହଜାର ଝିଅଙ୍କୁ ପ୍ରେମ ଜାଲରେ ଫସନ୍ତି।

ପ୍ରକୃତରେ ଜାଭେଦ୍ ନୁରୁଲ ହାସନଙ୍କ ଫଟୋ ତାଙ୍କ ପ୍ରୋଫାଇଲରେ ରଖାଯାଇଥିଲା। ଯାହାକୁ ଝିଅ ମାନେ ତାଙ୍କୁ ଆଇପିଏସ୍ ନୁରୂଲ ହାସନ ଭାବି କରି ବନ୍ଧୁ ଅନୁରୋଧ ପଠାଉଥିଲା ଏବଂ ତାଙ୍କୁ ବିବାହ ପାଇଁ ମଧ୍ୟ ଅନୁରୋଧ କରିଥିଲା। ଜାଭେଦ ଏହାର ଭୁଲ ଫାଇଦା ଉଠାଉଥିଲା ଏବଂ ସମସ୍ତ ଝିଅଙ୍କ ସହିତ ଚାଟିଂ କରୁଥିଲା। ଏହାପରେ ପୋଲିସ ତାଙ୍କୁ ଧରିବା ପରେ ପୋଲିସ ପାଖରେ ସବୁ ସତକଥା ମାନିଥିଲା। ପୋଲିସ ପାଖରେ ସେ ସବୁ ସତ କଥା ମାନି କହିଥିଲେ। ପ୍ରଥମେ ସେ ଏକ ଫେସବୁକ ଆକାଉଣ୍ଟ ଖୋଲିଥିଲେ ମାତ୍ର ୫୦୦ ସାଙ୍ଗ ଥିଲେ ମାତ୍ର ନୁରୂଲ ହାସେନଙ୍କ ଫୋଟୋ ରଖିବା ପରେ ତାଙ୍କର ୪୦୦୦ ହଜାର ସାଙ୍ଗ ବନିଯାଇଥିଲେ। ଏବଂ ସେ ଯୁବତୀ ମାନଙ୍କ ସହିତ ଚାଟିଂ ମଧ୍ୟ କରୁଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.