Swastik Tv News Odisha

ସ୍ୱାମୀ ନଥିବା ବେଳେ ପରପୁରୁଷ ସହ ସ୍ତ୍ରୀ କରୁଥିଲା ଖେଳ…ଦେଖନ୍ତୁ ଭିଡ଼ିଓ

0

ଆଜିର ଦୁନିଆରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ସଂପର୍କ ର ମୂଲ୍ୟକୁ ଠିକ୍ ଭାବରେ ବୁଝିବାକୁ ଅସମର୍ଥ। ସେ ଯେତେ ବଡ ସଂପର୍କ ହେଉ ନା କାହିଁକି ତାକୁ ମର୍ଯ୍ୟାଦା ଦେବା କିଛି ଜଣଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ପାରୁ ନାହିଁ। ଦେଖିବା ପାଇଁ ଯାହା ମିଳୁଛି ଆଜିର କିଛି ଯୁବପିଢି ଙ୍କୁ ଜବାନୀ ର ରଙ୍ଗ ଟିକିଏ ଅଧିକ ଚଢ଼ି ଯାଉଛି। ଆଉ ଏଥିପାଇଁ ସେମାନେ ଅନେକ ଅନୈତିକ କାମ କରୁ ଥିବାର ଦେଖିବାକୁ ମିଳୁଛି। ନିଜର ସଂସ୍କାର ଏବଂ ନୈତିକତା କୁ ହରାଇ ସେମାନେ ବେଳେବେଳେ ଏମିତି ପାଶବିକ କାର୍ଯ୍ଯ କରୁଛନ୍ତି ଯାହା ସମାଜ ପାଇଁ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରୁଛି।

ତେବେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଏହି ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।

ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ବଡ ପାଟିରେ ପାଟି ତୁଣ୍ଡ କରୁଛନ୍ତି। କାରଣ ସେ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତି ରେ ରାତିରେ ଅନ୍ଯ ଜଣେ ପୁରୁଷଙ୍କ ସହ ସଂପର୍କ ରଖୁ ଥିବା ବେଳେ ଘର ଲୋକେ ଏହାକୁ ଧରି ନେଇଥିଲେ ଏବଂ କବାଟ ବାଡ଼େଇ ଥିଲେ। ରୁମ୍ ରେ ମହିଳାଙ୍କ ସହ ଯୁବକଙ୍କୁ ଦେଖିବାକୁ ପାଇ ଘରଲୋକେ ଗାଆଁ ଲୋକଙ୍କୁ ଡାକିଥିଲେ ଏବଂ ମହିଳାଂକ ଉପରେ ପାଟି କରିଥିଲେ। ଏଥିରେ ଉତ୍ତେଜିତ ହୋଇ ମହିଳା ଜଣଙ୍କ ଏପରି ପାଟିତୁଣ୍ଡ କରୁଛନ୍ତି, ଯାହାର ଭିଡିଓ ଆପଣ ଦେଖି ପାରୁଥିବେ। ତେବେ ମହିଳାଙ୍କ ଏପରି କାର୍ଯ୍ୟକୁ ସମସ୍ତେ ଦୃଢ଼ ଭାଷାରେ ନିନ୍ଦା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.