Swastik Tv News Odisha

ହଠାତ ଚଳନ୍ତା ଟ୍ରେନ୍ ରେ ଘଟିଲା ଏଭଳି ଘଟଣା, ଦେଖିଲେ ଲୋମ ଟାଙ୍କୁରୀ ଉଠିବ….ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବା ପାଇଁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ। ନିଜର ଅସାବଧାନତା ଗୁଣ ଯୋଗୁ ବେଳେ ବେଳେ କିଛି ଘଟଣା ଘଟି ଥାଏ। ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଯଦି ଆୟୁଷ ଥାଏ, ତା’ହେଲେ ସ୍ୱୟଂ ଭଗବାନ ଚାହିଁଲେ ବି ମୃତ୍ୟୁ ହୋଇ ପାରିବ ନାହିଁ। ଯେଉଁମାନେ ବିପଦରେ ପଡି ଥାଆନ୍ତି, ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ କେହି ନା କେହି ଆସି ଯାଇ ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଅଡିଛି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ହଠାଥ ଚଳନ୍ତା ଟ୍ରେନରୁ ଖସି ପଡିଲେ। ତେବେ ଅସାନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ମୁମ୍ବାଇ ସହରରୁ ଏକ ଲୋକାଲ ଟ୍ରେନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଟ୍ରେନ ଚାଲୁଥିବା ସମୟରେ ଜଣେ ଯୁବତୀ ଟ୍ରେନର କବାଟ ପାଖରେ ଛିଡା ହୋଇଥିଲେ। ହଠାଥ ଯୁବତୀ ଜଣଙ୍କ ଟ୍ରେନରୁ ଖସି ପଡିଲେ ଓ ଟ୍ରେନର ଧାରକୁ ଧରି ପକାଇଲେ। ଏହା ପରେ ଯୁବତୀ ଜଣଙ୍କ କିଛି ସମୟ ପର୍ଯ୍ୟନ୍ତ ସେମିତି ଧାରାକୁ ଧରି ଝୁଲି ରହିଲେ। ଯୁବତୀଙ୍କ ଏଭଳି ଦୃଶ୍ୟ ସେଠାରେ ଥିବା ଅନ୍ୟ ଯାତ୍ରୀ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଥିଲେ। ସେଠାରେ ବହୁତ ଭିଡ ମଧ୍ୟ ଜମି ଯାଇଥିଲା।

ତେବେ ଏହି ଘଟଣାକୁ ଦେଖି ସେଠାକାର ଯାତ୍ରୀ ମାନେ ଯୁବତୀଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଧାଇଁ ଆସିଥିଲେ। ଏହା ପରେ ଯାତ୍ରୀ ମାନେ ଯୁବତୀଙ୍କୁ ଟ୍ରେନ ଧାରରୁ ଉଠାଇ ଉପରକୁ ଆଣିଥିଲେ। ସେମାନେ ସାହାସିକତାର ସହିତ ଓ ଧର୍ଯ୍ୟ ରଖି ଏଭଳି କାର୍ଯ୍ୟ କରିଥିଲେ ଓ ଯାହା ଫଳରେ କି ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ଟ୍ରେନ ଯିବା ଆସିବା କରିବା ସମୟରେ ସତର୍କତାର ସହିତ ରୁହନ୍ତୁ, ନହେଲେ ଆପଣ ମାନେ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ପାରନ୍ତି। ସବୁବେଳେ ପାଇଁ ସତର୍କତାର ସହିତ ରହିଲେ କେବେ କୌଣସି ବି ଅଘଟଣ ଘଟିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.