Swastik Tv News Odisha

ଦେଖନ୍ତୁ ପାପା କି ପରି ମାନଙ୍କର ଏହି ମଜାଦାର ଭାଇରାଲ ଭିଡିଓ ଦେଖିଲେ ହୋସ ଉଡିଯିବ….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କଥାକୁ ନେଇ ଏକ ଟ୍ରେଣ୍ଡ ଚାଲିଛି। ଯାହା ହେଉଛି ଝିଅ ମାନଙ୍କ ପାଇଁ ଏବଂ ସେମାନଙ୍କର ବ୍ୟବହାର ଓ କାର୍ଯ୍ଯ କଳାପକୁ ନେଇ। “ପାପା କି ପରୀ ” ନାମରେ ଏହି ଟ୍ରେଣ୍ଡ ଚାଲିଛି। ଅର୍ଥାତ୍ ବାପା ମାଆଙ୍କ ଗେହ୍ଲା ଝିଅ ମାନେ କିପରି ଭାବରେ କାମ ସବୁ କରୁଛନ୍ତି ଏବଂ ବାପା ମାଆଙ୍କ ସମ୍ମାନ କୁ ବଢାଉଛନ୍ତି। ତେବେ ଏହା କାହାକୁ ଖରାପ୍ ଇଙ୍ଗିତ କରି ନୁହେଁ ବରଂ ଏକ ମଜାଦାର ଢଙ୍ଗରେ ମଜାକ କରି ଏମିତି ସୋସିଆଲ ମିଡ଼ିଆରେ କୁହା ଯାଉଥିବା ଦେଖିବାକୁ ମିଳୁଛି। ତେବେ ଆଜି ଆମେ ଏକ ଭିଡିଓ ରେ ଦେଖିବା ଝିଅ ମାନଙ୍କର କିଛି ଏମିତି କାର୍ଯ୍ୟ କଳାପ ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ।

ଆଉ ଏହାକୁ ଦେଖିଲା ପରେ ଆପଣ ବି ନିଶ୍ଚିତ କହିବେ ଯେ ହଁ ଏମାନେ ହେଉଛନ୍ତି ପାପା କି ପରୀ। ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। କାରଣ ତାହା ଆମକୁ ଟିକିଏ ମନୋରଂଜନ ର ସୁରାକ ଯୋଗାଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଏବଂ ମଜାଦାର ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆଉ ସେହିଭଳି କିଛି ଘଟଣା ଆମେ ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥାଉ ଏବଂ ବିଶ୍ବାସ କରି ପାରି ନଥାଉ। ସେହିପରି କିଛି ଘଟଣାର ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ଆପଣ ଦେଖିବେ କିପରି ଯୁବତୀ ମାନେ ରାସ୍ତାରେ ଗାଡି ଚଳାଉଛନ୍ତି। କିଏ ବାମକୁ ଟର୍ଣିଂ କରିବା ସମୟରେ ରାଇଟ ଇଣ୍ଡିକେଟର ଦେଉଛି ତ ପୁଣି କିଏ ବିନା ଇଣ୍ଡିକେଟରରେ ଟର୍ଣିଂ ନେଇ ନେଉଛି।

ଆଉ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ଯୁବତୀ ରାସ୍ତା ମଝିରେ ଗାଡ଼ିକୁ ଠିଆ କରି ଗାଡିରୁ ଉଲ୍ହାଉ ଜଣଙ୍କୁ ରାସ୍ତା ଦେଖାଇବା ପାଇଁ ଚାଲି ଯାଉଛନ୍ତି।ପରେ ଗାଡ଼ି ସବୁ ଭିଡ଼ ହୋଇ ହର୍ଣ୍ଣ ମାରିବା ପରେ ସେ ଆସି ଗାଡ଼ିକୁ ସାଇଟ୍ କରୁଛନ୍ତି। ସେହିପରି ଆଉ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଗାଡ଼ିକୁ ସଂପୂର୍ଣ୍ଣ ସିଧା ଚଲାଇ ନେଇ ରାସ୍ତା ତଳକୁ ଗଳି ପଡୁଛନ୍ତି। ତେବେ ସମସ୍ତ ଭିଡିଓ ଦେଖିଲେ ଆପଣ ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.