Swastik Tv News Odisha

ବିଚକ୍ଷଣ ବାଳିକା ! ଏହି ଛୋଟ ବାଳିକାର Knowledge ଆଗରେ computer ବି ଫେଲ ମାରିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଆମକୁ ଭିନ୍ନ ଭିନ୍ନ କଥା ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳିଥାଏ। ସମାଜରେ ବଡ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଟେଲେଣ୍ଟ ଭର୍ତ୍ତି ହୋଇ ରହିଛି। ଭଗବାନ ଛୋଟ ଛୁଆଙ୍କୁ ଏଭଳି ଏକ ବର ଦାନ ଦେଇଥାନ୍ତି ଯେ, ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି,ଯାହା ଭାବିବା ମଧ୍ୟ ବାଞ୍ଛ ନିୟ ହୋଇ ପଡେ, ଛୋଟ ଛୁଆ ମାନଙ୍କ ନିକଟରେ ଏମିତି ଟେଲେଣ୍ଟ ରହିଥାଏ ଯେ, ସେମାନେ ସବୁ ପ୍ରଶ୍ନର ଜଲଦି ଉତ୍ତର ଦେଇ ଥାଆନ୍ତି। ଆଜିର ସମାଜରେ ଛୋଟ ଛୁଆ ମାନେ ପାଠ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ।ତେବେ ଘଟଣାଟି ହେଉଛି,ଗୋଟେ ଛୋଟ ଝିଅଟି ଗୁରୁମାଙ୍କର ସବୁ ପ୍ରଶ୍ନର ଜଲଦି ଉତ୍ତର ଦେଇ ପାରୁଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଗୋଟେ ସ୍କୁଲରେ ଅନେକ ପିଲା ବସି ପାଠ ପଢୁ ଥିବା ବେଳେ ତାଙ୍କ ମଧ୍ୟରୁ ଗୋଟେ କୁନି ଝିଅଟି ବସି ମଧ୍ୟ ପାଠ ପଢୁ ଥିଲା ଓ ତାର ବୟସ ମାତ୍ର ୩ ବର୍ଷ ଅଟେ। ସେହି କୁନି ଝିଅଟିକୁ ଶିକ୍ଷୟତ୍ରୀ ଓଡିଶା ବିଷୟରେ କିଛି ପ୍ରଶ୍ନ ପଚାରି ଥିଲେ ଓ ସେ ତାଙ୍କ ସବୁ ପ୍ରଶ୍ନର ଉତ୍ତର ବହୁତ ଶୀଘ୍ର ଦେଇଥିଲା ଯାହାକି ଏହା ହେଉଛି ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ। ଏତେ କମ ବୟସରୁ ଏଭଳି ପ୍ରଶ୍ନର ଉତ୍ତର ଦେବା ଛୋଟ ପିଲାଙ୍କ ପାଇଁ ବହୁତ କଷ୍ଟ କର କଥା ଅଟେ। କିନ୍ତୁ ସେହି ଛୋଟ ପିଲାଟି ପାଖରେ ବହୁତ ଟେଲେଣ୍ଟ ଭର୍ତ୍ତି ହୋଇ ରହିଛି ସେଥିପାଇଁ ସେ ନିଜର ବୁଦ୍ଧି ବଳରେ ଏତେ ବଡ ବଡ଼ ପ୍ରଶ୍ନର ଉତ୍ତର ଦେଇ ପାରୁଛି।

ସେହି କୁନି ଝିଅଟି ସବୁ ପ୍ରଶ୍ନର ଉତ୍ତର ଦେଇ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସେ ତାଙ୍କ ପରିବାରରେ ଗର୍ବ ଓ ଗୌରବ ଆଣି ଦେଇଛି। ସେହି ଛୋଟ ଝିଅଟିର ଏଭଳି କାର୍ଯ୍ୟ ଦେଖି ତାଙ୍କ ପରିବାର ଲୋକ ବହୁତ ଖୁସି ହେବା ସଙ୍ଗେ ସଙ୍ଗେ ତାଙ୍କ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଙ୍କ ପ୍ରତି ବହୁତ ଖୁସି ଅଛନ୍ତି। ସମାଜକୁ ମଧ୍ୟ ଭଲ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପିଲା ମାନେ ମଧ୍ୟ ଆକୃଷ୍ଟ ହେବାକୁ ଲାଗୁଛନ୍ତି। ସେହି ଛୋଟ ଝିଅଟି କୁ ବହୁତ ଲୋକ ମାନେ ମଧ୍ୟ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.