Swastik Tv News Odisha

Health Tips – ୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର ୧୦୦% ଗ୍ୟାରେଣ୍ଟି

0

ଶୀତ ସିଜିନରେ ମୁଖ୍ୟତଃ ବୃଦ୍ଧ ଲୋକମାନଙ୍କ ଠାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବା ଅଣ୍ଟାବିନ୍ଧା ., ରକ୍ତର ଅଭାବ ହେବା ଭଳି ଅନେକ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ସେମାନଙ୍କୁ ବହୁତ କଷ୍ଟ ମଧ୍ୟ ସହ୍ୟ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କ୍ଷୀର ବିଷୟରେ କହିବୁ , ଯାହାର ସେବନ କରିବା ଦ୍ୱାରା ଏହିସବୁ ସମସ୍ୟା ରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା କ୍ଷୀର ର ପ୍ରସ୍ତୁତି ପ୍ରଣାଳୀ ବିଶୟରେ ।

ଆବଶ୍ୟକ ଜିନିଷ ଗୁଡିକ ହେଉଛି :-

1. ଲୋଫ୍ୟାଟ କ୍ଷୀର
2. ଡ୍ରାଏ ଖଜୁରୀ
3. କାବୁଲି ବାଦାମ
4.ହଳଦୀ ଗୁଣ୍ଡ
5. ଡାଲଚିନି

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଏକ ପାତ୍ରରେ ଏକ କପ କ୍ଷୀର ଦିଅନ୍ତୁ ଏବଂ ସେଥିରେ 5 ଟି ଡ୍ରାଏ ଖଜୁରୀ ଏଡ୍ କରନ୍ତୁ । ଖଜୁରୀରେ ଭିଟାମିନ ଏ ,ସି ,ଇ , ବି ସବୁକିଛି ମିଳିଥାଏ । କ୍ଷୀର ସହିତ ଏହାର ସେବନ କରିବା ଦ୍ୱାରା ବାରମ୍ୱାର ଥଣ୍ଡା କାଶ , ଛିଙ୍କ ଓ ନିଦ ନଆସିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ସହିତ ଆପଣଙ୍କ ହାର୍ଟ ଠିକ୍ ରହିଥାଏ , ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ । ଭିଜା ଯାଇଥିବା ଖଜୁରୀରୁ ଆପଣ ମାନେ ମଞ୍ଜି ବାହାର କରି ନିଅନ୍ତୁ ଏବଂ ସେହି ଖଜୁରୀ ଗୁଡିକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ବର୍ତ୍ତମାନ ଅଳ୍ପ ପରିମାଣର କାବୁଲି ବାଦାମକୁ ଆଣି ତାକୁ ଛୋଟ ଛୋଟ କରି ନିଅନ୍ତୁ ।

ଏହାପରେ ଏକ ପାତ୍ରକୁ ଗ୍ୟାସରେ ବସାନ୍ତୁ ସେଥିରେ ଅଢେଇ କପ କ୍ଷୀର ଢାଳନ୍ତୁ , ତା ସହିତ ଖଜୁରୀ ଯେଉଁ କ୍ଷୀରରେ ଭିଜାଇ ରଖିଥିଲେ ତାହାକୁ ମଧ୍ୟ ସେଥିରେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଯେଉଁ ଆଲମଣ୍ଡ ଛୋଟ ଛୋଟ କାଟି ରଖିଥିଲେ ତାହାକୁ ସେଥିରେ ଏଡ୍ କରନ୍ତୁ । ବର୍ତ୍ତମାନ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ଓ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ , ଏହାପରେ ଏହାକୁ 2 ମିନିଟ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡିଦିଅନ୍ତୁ । 2 ମିନିଟ ପରେ ଏଥିରେ ଖଜୁରୀର ପେଷ୍ଟକୁ ପକାନ୍ତୁ ଏହାକୁ ଭଲ ଭାବରେ ମିକ୍ସ କରି 2 ମିନିଟ ଫୁଟାନ୍ତୁ । ସେଥିରେ ମିଠା ଏଡ୍ କରିବା ପାଇଁ ଚାହୁଁଥିଲେ ,ସେଥିରେ ଛୋଟ ମିଶ୍ରି ଖଣ୍ଡଟିଏ ପକାଇ ଦିଅନ୍ତୁ ।

ସେବନ ପ୍ରଣାଳୀ :-

ବର୍ତ୍ତମାନ ଆପଣ ମାନେ ଏହି ଟେଷ୍ଟିବାଲା ଖଜୁରୀକ୍ଷୀରକୁ ଗରମ ଗରମ ସେବନ କରନ୍ତୁ । ଏଥିରୁ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ସାରା ଫାଇଦା ମିଳିଥାଏ , ଏହି କ୍ଷୀରକୁ ଆପଣ କୌଣସି ସମୟରେ ପିଇ ପାରିବେ । ଏହାକୁ ପିଲାଙ୍କୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ , କେବଳ କିଛି ଦିନ ଏହାର ସେବନ କରନ୍ତୁ ଆପଣଙ୍କୁ ଆପେ ଆପେ ଏହାର ଫରକ ଜଣାପଡିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.