Swastik Tv News Odisha

ଅକାରଣରେ ଚାଲିଗଲା କୁନି ବାଳକର ଜୀବନ, କାନ୍ଦ ବୋବାଳି ରେ ଫାଟି ପଡୁଛି ମାଆ, ଛୋଟ ପିଲାଙ୍କୁ mobile ଦେଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ । ଅନେକ ସମୟ ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ ଯେ ଆକସ୍ମିକ ମୃତ୍ୟୁ ଓ ଆକସ୍ମିକ ଦୁର୍ଘଟଣା ଆମ ଆଖି ସାମ୍ନାରେ ଘଟିଯାଇଥାଏ । ଯାହା ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ , ମଣିଷ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏପରି ଆକସ୍ମିକ ଭାବରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥାଏ । ମନରେ ଏକ ପ୍ରକାର ଭୟ ମଧ୍ୟ ସୃଷ୍ଟି କରିଥାଏ ।

ଏମିତି ବି ପରିସ୍ଥିତି ଆସିଥାଏ ଯେ କୌଣସି ଖୁସୀର ମାହଲରେ ଦୁଃଖର ଛାୟା ଖେଳିଯାଇଥାଏ । ନିଜକୁ ବିଶ୍ୱାସ କରିବା ମଧ୍ୟ ମୁସକିଲ ହୋଇଯାଏ କାରଣ ଅଚାନକ ଭାବରେ ଏମିତି କିଛି ଘଟଣା ଘଟିଥାଏ । ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ମର୍ମାହତ ଅଟେ । ଯେଉଁ ଭିଡିଓ ବର୍ତ୍ତମାନ ସମୟରେ ପ୍ରଚୁର ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଦୁଃଖ ପ୍ରକାଶ କରିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଗୋଟିଏ କୁନି ପିଲାର ଜୀବନ ମୋବାଇଲ ଯୋଗୁଁ ଆକାରଣରେ ଚାଲିଯାଇଛି , କୁହାଯାଉଛି ଯେ ସେହି ମୋବାଇଲ ଭିତରେ ଯେପରି ଯମରାଜ ଲୁଚିକରି ରହିଥିଲେ । ଆଉ ଏହି ନିଷ୍ପାପ କୁନି ଶିଶୁର ଜୀବନ ନେଇଗଲା । ଆପଣ ମାନେ ପ୍ରତିଦିନ ଏମିତି ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ ନିଶ୍ଚୟ ଦେଖିବାକୁ ପାଉଥିବେ , ସେଥିମଧ୍ୟରୁ ଏମିତି କିଛି ଭିଡିଓ ଯାହା ଅନ୍ୟ ଭିଡିଓ ଠାରୁ ଟିକିଏ ଅଲଗା ହୋଇଥାଏ । ସୂଚନା ଅନୁସାରେ କୁନି ପିଲାଟି ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଉଥିବା ସମୟରେ ଏକ ତାରରେ ଗୋଡ ବାଜି ସର୍ଟ ସର୍କିଟ କାରଣରୁ ପିଲାଟି ଗୁରୁତର ହୋଇଥିଲା ।

ପରିବାର ଲୋକମାନେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ , କିନ୍ତୁ ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିବା ପରେ ଘରେ ଶୋକର ଛାୟା ଖେଳି ଯାଇଥିଲା ଏବଂ କାନ୍ଦ ବୋବାଳିରେ ଘର କମ୍ପି ଉଠୁଥିଲା । ପିଲାଟିର ମା କାନ୍ଦି କାନ୍ଦି ନୋୟାନ୍ତ ହୋଇପଡୁଛନ୍ତି , ତେବେ ବୌଦ୍ଧରେ ଏଭଳି ଏକ ଦୁଃଖଦ ଘଟଣା ଦେଖି ଛାତି ଫାଟି ଯିବା ଭଳି ଲାଗୁଛି । କାହାରି ମନରେ ଟିକିଏ ହେଲେ ମଧ୍ୟ ଏଭଳି ଭାବନା ନଥିଲା ଆଖି ପିଚୁଳାକେ ଏମିତି କିଛି ଘଟିଯିବ ବୋଲି । ନିଜକୁ କେବେହେଲେ ବିଶ୍ୱାସ କରି ପାରୁ ନାହାନ୍ତି ଯେ ତାଙ୍କ ଠାରୁ ସବୁଦିନ ପାଇଁ ତାଙ୍କ କୁନି ପୁଅ ଚାଲିଯାଇଛି । ଏସବୁ କଥା ଚିନ୍ତା କରି ମା କାନ୍ଦି କାନ୍ଦି ନୟାନ୍ତ ହୋଇପଡିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.