Swastik Tv News Odisha

ବୀଚ ରାସ୍ତା ଉପରେ ଡ୍ୟାନ୍ସିଂ କାର ଭିତରେ ଅସଂଯତ ଅବସ୍ଥାରେ ରାତି ୩ ଟାରେ ଧରାପଡିଲେ ଓଡ଼ିଆ ଅଭିନେତ୍ରୀ, ଭିତରେ ଚାଲିଥିଲା ରାସଲୀଳା…

0

ଆଜିର ଦୁନିଆରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଏମିତି କିଛି ଅଶିକ୍ଷିତ ଓ ଅପ୍ରିତିକର କାର୍ଯ୍ୟ କରିଥାନ୍ତି , ଯାହା ଆଦୌ ଶୋଭନୀୟ ନୁହେଁ । ଦୁନିଆ ବଦଳିବା ସହିତ ଲୋକମାନଙ୍କର ଆଚାର ବ୍ୟବହାର ରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଲୋକମାନେ ନିଜ ମନମୁତାବକ ଏମିତି କିଛି କୁକାର୍ଯ୍ୟ କରୁଛନ୍ତି , ଯାହା ସମାଜ ଉପରେ କିପ୍ରଭାବ ପକାଉଛି । ଏଥିପାଇଁ ସେମାନଙ୍କୁ କୌଣସି ବି ଫରକ୍ ପଡୁ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ ଜଣେଇବୁ , ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣାଟି ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ନିଛାଟିଆ ସ୍ଥାନରେ ରାତି ଅଧରେ ଜଣେ ଅଭିନେତ୍ରୀ ଏବଂ ଜଣେ ସାମ୍ୱାଦିକ ପ୍ରେମଲିଳା କରୁଥିଲେ । ତେବେ ଘଟଣାଟି ହେଉଛି ଇନଫୋସିଟି ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତା କଡରେ , ସେଠାରେ ଏକ ନାଲି ରଙ୍ଗର ହୋଣ୍ଡ ଆଇ – 20 କାର ଛିଡା ହୋଇଥିଲା । ଆଉ ସେହି କାର ଭିତରେ କଣ ଚାଲିଥିଲା ତାହା ବାହାରକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉ ନଥିଲା । କିନ୍ତୁ କାରର ବାହାରର ଗତିବିଧି ଦେଖି ଅନୁମାନ କରାଯାଇ ପାରେ ଯେ ଭିତରେ କିଛି ଚାଲିଥିଲା । କାର ଭିତରେ ଗୀତର ତାଳେ ତାଳେ ରୋମାନ୍ସ ଚାଲିଥିଲା , ଆଉ ତା ଭିତରେ ଜଣେ ଆଲବମ ଅଭିନେତ୍ରୀ ଏବଂ ଜଣେ ସାମ୍ୱାଦିକ ।

ପ୍ରାୟ ରାତି 3ଟା ସମୟରେ ସେହି ରାସ୍ତାରେ ଯାଉଥିବା ସିକ୍ୟୁରିଟି ଗାର୍ଡଙ୍କର ଏହି ଗାଡି ଉପରେ ନଜର ପଡିଥିଲା । ଏହାପରେ ସେ ପିସିଆର ଙ୍କୁ ଜଣାଇଥିଲେ , କୁହାଯାଉଛି କି ଏହି ଅଭିନେତ୍ରୀ ଜଣକ ଏତେ ଲୋକପ୍ରିୟ ନୁହନ୍ତି । କିନ୍ତୁ ଇଣ୍ଡଷ୍ଟ୍ରୀକୁ ନୂଆ ଆସିଛନ୍ତି , ଯାହାଙ୍କ ନା ହେଉଛି ରୂପାଲି ଏବଂ ସେ ସାମ୍ୱାଦିକଙ୍କ ନା ହେଉଛି ଅଙ୍କିତ ଏକ ନ୍ୟୁଜ ପୋର୍ଟଲ ରେ କାମ କରନ୍ତି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ସେମାନଙ୍କୁ ଅସଂଜତ ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ସାମ୍ୱାଦିକ ଜଣକ ପ୍ରଥମେ ଆଇକାର୍ଡ ଦେଖାଇ ପ୍ରଥମେ ପୋଲିସକୁ ହାକିମତି ଦେଖାଇଥିଲେ ଅଙ୍କିତ ।

ପୋଲିସ ତାଗିଦ୍ କରି ସେମାନଙ୍କୁ ଥାନାକୁ ଯିବା ପାଇଁ କହିଥିଲେ , ପରେ ସେମାନେ ଡରିଯାଇ ପୋଲିସଙ୍କୁ ଭୁଲ ମାଗିବା ସହିତ ଛାଡିଦେବା ପାଇଁ ଅନୁରୋଧ କରିଥିଲେ । ପୋଲିସ ସେମାନଙ୍କୁ ପୁନର୍ବାର ଏପରି ଭୁଲ ନ କରନ୍ତୁ ବୋଲି ତାଗିଦ୍ କରି ସେଠାରୁ ଯିବାକୁ କହିଥିଲେ । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ଏପରି ଘୂନ୍ୟ କାର୍ଯ୍ୟ କରିବା ସମାଜ ପାଇଁ ନିନ୍ଦନୀୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.