Swastik Tv News Odisha

ଦେଖନ୍ତୁ ଭିଡିଓ : Bollywood ଅଭିନେତ୍ରୀ ରାଶି ଖାନ୍ନା ( Raashii Khanna ) ଙ୍କ ନିଜ ଛୋଟ ପୁଅ ସହିତ ଜବରଦସ୍ତ ମସ୍ତି ଭିଡିଓ ଯାହାକୁ 1ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0

ବନ୍ଧୁଗଣ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କିମ୍ବା ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ସେମାନେ ଯେଉଁ ଇଣ୍ଡଷ୍ଟ୍ରି ର କଳାକାର ହେଇ ଥାଆନ୍ତୁ ନା କାହିଁକି ଲୋକେ ସେମାନଂକ ବିଷୟରେ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ରହିଥାଏ। ଏହାଛଡ଼ା ଅନେକ ସେମାନଙ୍କ ଜୀବନଶୈଳୀ କୁ ମଧ୍ୟ ଅନୁସରଣ କରିଥାନ୍ତି। ତେବେ ଯଦି ଆମେ ହିନ୍ଦି ଫିଲ୍ମ୍ ଇଣ୍ଡଷ୍ଟ୍ରି କଥା କହିବା ତେବେ ଏଠାରେ ଏକ ଭିନ୍ନ ଆକର୍ଷଣ କଳାକାର ମାନଙ୍କ ପ୍ରତି ରହିଥିବାର ଦେଖିବାକୁ ମିଳିଥାଏ ଅନ୍ଯ ଇଣ୍ଡଷ୍ଟ୍ରି ଅପେକ୍ଷା।

କାରଣ ଆପଣ ଜାଣିଛନ୍ତି ହିନ୍ଦି ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେହିଭଳି ହିନ୍ଦି ସିନେମା ଏବଂ ସଙ୍ଗୀତ ଜଗତର କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ସେମାନଙ୍କ ଭିନ୍ନ ଅନ୍ଦାଜ ପାଇଁ ସେମାନଙ୍କୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ରାଶି ଖାନା।ସେ କେତେ ସୁନ୍ଦର୍ ଆଉ ହଟ୍ ଦେଖା ଯାଇଥାନ୍ତି ତାହା ତ ଆପଣ ଜାଣିଥିବେ। ତାଙ୍କର ସୁନ୍ଦରତା ର କୌଣସି ଜବାବ୍ ନାହିଁ।

କୌଣସି ଅଭିନେତ୍ରୀ ଙ୍କ ଠାରୁ ସେ ସୁନ୍ଦରତା ରେ କିଛି କମ୍ ନୁହଁ।ସେ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କର କିଛି ଭିନ୍ନ ଅନ୍ଦାଜ ର କାର୍ଯ୍ଯ କଳାପ ସହିତ ନଜର ଆସିଥାନ୍ତି। ତାଙ୍କର ପ୍ରତିଟି ଭିଡିଓ କୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି।ଯେମିତି ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓରେ ସେ ତାଙ୍କର ଏକ ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟକୁ ସେୟାର କରିଛନ୍ତି। ତେବେ ଏହି ଦୃଶ୍ୟକୁ ଆପଣ ଦେଖିଲେ ବହୁତ୍ ଖୁସି ହେବେ। ଯେଉଁ ଦୃଶ୍ୟରେ ରାଶି ଖାନ୍ନା ତାଙ୍କର ଏକ ଛୋଟ କ୍ୟୁଟ ବେଟା ସହିତ କିପରି ଖେଳୁଛନ୍ତି ତାହା ଦେଖିବା ପାଇଁ ମିଳିଛି।

କୁନି ବାଳକଟିକୁ କୋଳରେ ବସାଇ ସେ ତାକୁ ଗେଲ କରିବା ସହିତ ତା ସହିତ ମଜା କରି ଲାଗୁ ଛନ୍ତି। ଆପଣ ଦେଖିବା ପାଇଁ ପାଇବେ ଯେତେବେଳ ରାଶି ଖାନ୍ନା ଏହି କୁନି ବାଳିକକୁ କୋଳରେ ବସାଇ ତାକୁ ଗେଲ କରୁଛନ୍ତି, ଚୁମ୍ବନ କରୁଛନ୍ତି ସେତେବେଳ ପିଲାଟି କିପରି ଲାଜ କରୁଛି। ଗୋଲାପି ଡ୍ରେସ୍ ରେ ସୁନ୍ଦରୀ ରାଶି ବେଶ୍ ଅଧିକ ଆକର୍ଷଣୀୟ ଲାଗୁଛନ୍ତି। ତେବେ ଅଭିନେତ୍ରୀ ରାଶି ଖାନ୍ନା ଙ୍କ ଏହି ଭିଡିଓ କୁ ଦେଖି ଅନେକ ଖୁସି ହେବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.