Swastik Tv News Odisha

ଆଶ୍ଚର୍ଯ୍ୟ ମଣିଷ ! ଦୁଇଟି ମନ ଦୁଇଟି ମୁଣ୍ଡ ଗୋଟିଏ ଶରୀର, ଏବେ ଏହି କାମ କରୁଛନ୍ତି ଦୁନିଆର ସବୁଠାରୁ ଫେମସ ଟୁଇନ୍‌ ଆବି ଓ ବ୍ରିଟ୍ନି ଦେଖନ୍ତୁ ….

0

ବିଶାଳକାୟ ସଂସାରରେ ଭଗବାନ ସମସ୍ତଙ୍କୁ ଏକ ନିଆରା ରୂପରେ ସୃଷ୍ଟି କରିଥାନ୍ତି , ଏକଥା ବୁଝିବା ସାଧାରଣ ଲୋକ ମାନଙ୍କ ପକ୍ଷେ ବହୁତ କଷ୍ଟକର । ବର୍ତ୍ତମାନ ସମୟରେ ମଧ୍ୟ ଯାଆଁଳା ପିଲା ଜନ୍ମ ହେଉଛନ୍ତି ଏବଂ ଆଗକୁ ମଧ୍ୟ ହେଉଥିବେ । ତଥାପି ଏହି ରହସ୍ୟ ଓ ଯାଆଁଳା ପିଲା ମାନଙ୍କ ହାବଭାବ କୁ ନେଇ ଆମ ଭିତରେ ଉତ୍ସୁକତା ଲାଗି ରହିଛି । ତେବେ ଆଜି ଆମେ ଆପଣ ମାନଙ୍କପ ଏମିତି ଏକ ଯାଆଁଳା ଭଉଣୀ ବିଷୟରେ କହିବାକୁ ଯାଉଛୁ ଯିଏକି ଯାଆଁଳା ପିଲା କିନ୍ତୁ ଅଲଗା ନୁହନ୍ତି ଗୋଟିଏ । ଏମାନେ ବିଶ୍ୱ ବିଖ୍ୟାତ , ଏମାନେ ହେଉଛନ୍ତି ଆବି ଏବଂ ବିଟ୍ନି ।

ଏମାନଙ୍କ ଶରୀର ଗୋଟିଏ ହେଲେ ଦୁଇଟି ମନ , ଜନ୍ମ ନେବା ପରଠାରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିଆସିଛନ୍ତି ଆବି ଏବଂ ବିଟ୍ନି । 1990 ମସିହା ମାର୍ଚ୍ଚା 7 ତାରିଖରେ ମିନେସତ ଠାରେ ଏହି ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ଡାକ୍ତର ମାନେ ଆବି ଏବଂ ବିଟ୍ନି ଙ୍କ ପରିବାରକୁ କହିଥିଲେ ଯେ ଆଜି ରାତି ଭିତରେ ଏହି ଛୁଆର ମୃତ୍ୟୁ ହୋଇଯାଇ ପାରେ । କାରଣ ଏମାନେ ଗର୍ଭରୁ ହିଁ ଅଲଗା ହୋଇ ନାହାନ୍ତି , ସେଥିପାଇଁ ଏପରି ବିଚିତ୍ର ଟୁଇନ ଜନ୍ମ ନେଇଛନ୍ତି । ଯାହାରକୁ ରହିଛି 2 ଟି ମୁଣ୍ଡ , 2ଟି ହୃଦୟ , 2ଟି ପେଟ , 3 ଟି କିଡିନି , 4 ଟି ଲଙ୍ଗସ୍ , ଏମାନଙ୍କର ଗୋଟିଏ ହିଁ ଲିଭର ଓ ଗୋଟିଏ ହିଁ ଛାତି ।

ବର୍ତ୍ତମାନ ଆବି ଏବଂ ବିଟ୍ନି ନିଜ ଶରୀରରକୁ ନେଇ ବହୁତ ଖୁସୀ ଅଛନ୍ତି , ଏମାନେ ପ୍ରଥମେ 1996 ମସିହାରେ ଦୁନିଆ ଆଖିକୁ ଆସିଥିଲେ ଏକ ଇଣ୍ଟରଭ୍ୟୁ ସୋ ମାଧ୍ୟମରେ । ନିଜ ଶରୀରର ଗଠନକୁ ନେଇ ଏମାନଙ୍କୁ ସର୍ବଦା କଣ୍ଟ୍ରଲ କରିବାକୁ ପଡେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଆବି ଅନେକ ସମୟରେ ଠିକ ରହିଥିବେଳେ ବିଟ୍ନି ଅସୁସ୍ଥ ହୋଇଯାଆନ୍ତି । ଆବି ମେଡିସିନ ନବା ପାଇଁ ଚାହୁଁଥିଲେ ମଧ୍ୟ ବିଟ୍ନି ପାଇଁ ସେ ମେ଼ଡିସିନ ନେଇ ପାରନ୍ତି ନାହିଁ । ତେଣୁ ଆବି ଅନେକ ଥର ବିଟ୍ନି ଠାରୁ ଅଲଗା ହେବା ପାଇଁ ଚାହିଁ ଛନ୍ତି । ଏମାନେ ସବୁବେଳେ ନିଜ ବ୍ୟକ୍ତିତ୍ୱକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତି ।

ଏମାନଙ୍କୁ ଫ୍ୟାସନ ମଧ୍ୟ ପସନ୍ଦ , ସେଥିପାଇଁ ଏମାନେ ନିଜ ମନ ପସନ୍ଦର ଡ୍ରସ ମଧ୍ୟ ପିନ୍ଧନ୍ତି । ସେମାନେ ହେଉଛନ୍ତି ଏବେ ସଫଳ ଶିକ୍ଷକ , ପିଲାଙ୍କୁ ପାଠ ପଢାଇବା ସହିତ ଇଣ୍ଟଭ୍ୟୁ କେଉଁଭଳି ଟ୍ରାକ କରିହେବ ସେ ବିଷୟରେ ମଧ୍ୟ ଟ୍ରେନିଙ୍ଗ ଦଉଛନ୍ତି । ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ଖୁସୀରେ ବଞ୍ଚିବା ସମ୍ଭବ ବୋଲି ଦୁନିଆକୁ ଶିଖାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.