Swastik Tv News Odisha

ଦେଖନ୍ତୁ Shocking Video : ସିଂହ ହାବୁଡରେ ପଡିଗଲା ମଣିଷ ଆଉ ତା ପରେ ଯାହା ହେଲା…

0

ମନୁଷ୍ୟ ଜୀବନରେ କେତେବେଳେ କଣ ଘଟିବ ତାହା କେହି କହିପରିବେ ନାହିଁ। ଭଗବାନଙ୍କ ଇଚ୍ଛା ଅନୁସାରେ ସବୁ କିଛି ସ୍ଥିର ହୋଇଥାଏ। ଦୃଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ। ବେଳେ ବେଳେ ନିଜର ଅସାବଧାନତା ପାଇଁ ମଧ୍ୟ ଅନେକ ଅଘଟଣା ଘୋଟିଯାଏ। ଯେଉଁଥି ପାଇଁ ସାରା ଜୀବନ ହଇରାଣ ରେ ଦିନ କାଟିବା ପାଇଁ ପଡ଼ିଥାଏ। ତେବେ ବନ୍ଧୁଗଣ ଅସାବଧାନତା ପାଇଁ ହଇରାଣ ରେ ଦିନ କାଟୁଥିବାର ଆପଣ ମାନେ ଦେଖିବା ପାଇଁ ପାଇଥିବେ।

ତେବେ ସୋସିଆଲ ମିଡ଼ିଆ ରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବା ସହିତ ଦୁଖଃ ମଧ୍ୟ ପ୍ରକାଶ କରିବେ। ତେବେ ଏହି ଘଟଣାଟି ହେଉଛି ଜଣେ ବ୍ୟକ୍ତି ଚିଡ଼ିଆ ଖାନାରେ ସିଂହକୁ ଚିଡାଉଥିବା ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ଏହି ଭଳି ଘଟଣା ହାଇଦ୍ରାବାଦ ସ୍ଥିତ ନେହେରୁ ଜୋଲଲୋଜିକଲ ପାର୍କ ବା ଚିଡ଼ିଆଖାନାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ହାଇଦ୍ରାବାଦ ର ରହୁଥିବା ଜି ସାଇକୁମାର ନାମକ ଏକ ବ୍ୟକ୍ତି ଚିଡ଼ିଆଖାନା ବୁଲିବା ପାଇଁ ଯାଇଥିଲେ।

ଏହାପରେ ସିଂହ ସଫରି ଭିତରକୁ ପଶି ଯାଇଥିଲେ। ସିଂହ ତଳେ ଥିଲା ସେ ପଥର ଉପରେ ଛିଡା ହୋଇଥିଲେ।ତଳେ ଥିବା ସିଂହ କୁ ଚିଡାଉଥିଲେ। ସିଂହ ଟି ଅତି କ୍ରୋଧର ସହିତ ବ୍ୟକ୍ତି ଜଣଙ୍କୁ ଚାହିଁ ରହିଥାଏ ଆଉ ସବୁ ସୁଯୋଗ କୁ ଅପେକ୍ଷା କରି ଏପଟ ସେପଟ ହଉଥାଏ। ଆପଣ ମାନେ ଭିଡ଼ିଓ ଟିରେ ଦେଖି ପାରୁଥିବେ ସିଂହ ଟି କିଭଳି ଭାବରେ ଖାଦ୍ୟ କୁ ପାଇବା ଆଶାରେ ଅନେଇ ରହିଛି ଏବଂ ଉପରେ ଵ୍ୟକ୍ତି ଜଣଙ୍କ ତାକୁ ଚିଡାଉଛି ତେବେ ସେଠାରେ ବ୍ୟକ୍ତି ଜଣଙ୍କ ପଥର କୁ ଜାବୁଡି ଧରିବାରେ କିଛି ସାହାର ନାହିଁ। ଟିକିଏ ଅସାବଧାନତା ହେଲେ ସିଂହ ମୁହଁରେ ପଡିଯିବା ବ୍ୟକ୍ତି ଜଣଙ୍କ। ଏହା ପରେ ଏହି ସବୁ ଘଟଣାକୁ ଦେଖି ବନ କର୍ମଚାରୀ ମାନେ ଆସି ପହଞ୍ଚିଥିଲେ ଏବଂ ଦୁଆ ଚାପୁଡ଼ା ମାରି ସେଠାରେ ତାଙ୍କୁ ନେଇ ଆସିଥିଲେ।

ପୋଲିସ ତାଙ୍କୁ ଯେତେବେଳେ ପଚାରିଥିଲେ ସେ ଉତ୍ତର କରିଥିଲେ ଯେ ତାଙ୍କର ସେଠାରେ ହୀରା ହଜି ଯାଇଅଛି ହୀରା ଆଣିବାକୁ ସେଠାକୁ ଆସିଥିଲେ। ତେବେ ସ୍ବଭାବିକ ଭାବରେ ଏଠାରେ ପ୍ରଶ୍ନ ଉଠୁଛି କି ବ୍ୟକ୍ତି ଜଣକ ସିଂହ ସଫାରି ଭିତରକୁ କିପରି ଗଲେ। ଯାହାବି ହେଉ ଏହାପରେ କୋଲ କରି ଡ଼କାଯାଇଥିଲା। ଏହାପରେ ଘୋର ଲୋକ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା କି କିଭଳି ହୁଏତ ଲୋକଟିର ମସ୍ତିଷ୍କ ଖରାପ ଥିବ କିମ୍ବା ସେ କିଛି ନିଶା ସେବନ ନିଶ୍ଚିତ ଭାବରେ କରିଥିବେ। ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.