Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ମହୁଫେଣା ରେ ନିଜ ମୁହଁକୁ ଘୋଡାଇ ଚର୍ଚ୍ଚାରେ ଏହି ମହିଳା…33 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ଛୋଟ ଛୁଆ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଏଥିରେ ଜଡିତ ହେଉଛନ୍ତି। ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର କୀଟ ପତଙ୍ଗକୁ ଦେଖିବା ପାଇଁ ମିଳିଥାଏ। ସେହି କୀଟ ପତଙ୍ଗ ମଧ୍ୟରୁ କିଛି ସାଧାରଣ ରହି ଥାଆନ୍ତି ଓ କିଛି ବହୁତ ମାରାତ୍ମକ ମଧ୍ୟ ହୋଇ ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମାଜରେ ଏଭଳି ଲୋକ ମାନେ ଅଛନ୍ତି ଯେ, ମାରାତ୍ମକ କୀଟ ପତଙ୍ଗକୁ ନିଜ ଅତିୟାରରେ ରଖି ଦେଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ଏଭଳି କିଛି ଘଟଣା ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ନିଜ ମୁଁହରେ ମହୁଫେଣାକୁ ସମ୍ପୂର୍ଣ୍ଣ ଭାବରେ ଘୋଡାଇ ରଖି ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ତିରୁଅନ୍ତପୁରମରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ସାଧାରଣରେ ମହୁମାଛି ଯାହାକୁ କାମୁଡ଼ିଲେ ବହୁତ ଆଘାତ ଓ କଷ୍ଟ ଲାଗିଥାଏ। କିନ୍ତୁ ଏଠାରେ ଜଣେ ମହିଳା ମହୁମାଛିଙ୍କୁ ଦେଖି ଡର କିମ୍ବା ଭୟ କରୁ ନାହାଁନ୍ତି। ୱାର୍ଲଡ଼ ହନି ବି ଡେ ସେଲିବ୍ରେଶନରେ ଜଣେ ମହିଳା ନିଜ ମୁଁହରେ ମହୁ ଫେଣାକୁ ସମ୍ପୂର୍ଣ୍ଣ ଭାବରେ ନିବୁଜ କରି ରଖିଥିଲେ। ମହିଳା ଜଣଙ୍କ ମୁଁହରେ ଅସଂଖ୍ୟ ସଂଖ୍ୟାରେ ମହୁମାଛି ଭରି ରହିଛି। ଅତ୍ୟଧିକ ଭାବରେ ମହୁମାଛି ବସିବା ସ୍ୱତେ ମଧ୍ୟ ମହିଳା ଜଣଙ୍କ ସେମିତି ଠିକ ଠାକ ରହିଛନ୍ତି କିନ୍ତୁ ତାଙ୍କ ମୁଁହରେ ଭୟ ଦେଖିବା ପାଇଁ ମିଳି ନଥିଲା।

କେବଳ ମହିଳା ଜଣଙ୍କ ନୁହଁ ବରଂ ତାଙ୍କର ୬ ବର୍ଷର ପୁଅ ମଧ୍ୟ ନିଜ ହାତରେ ମହୁମାଛିକୁ ଧରି ପକାଉଛି। ଏହା ଦେଖି ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ ଏଭଳି ଦୃଶ୍ୟକୁ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ଏହା ବର୍ତ୍ତମାନ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.