Swastik Tv News Odisha

ଦେଖନ୍ତୁ ମୃତ୍ୟୁ ପୂର୍ବର Live ଦୃଶ୍ୟ : କୁକୁରଟିର ଏହି ବିଚକ୍ଷଣ କାର୍ଯ୍ୟ ଦେଖି ଆପଣଙ୍କର ହୋସ ଉଡିଯିବ…3 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ବହୁତ ଖୁସି ଲାଗିଥାଏ। ମଣିଷ ମାନଙ୍କ ଅପେକ୍ଷା ପଶୁ ଜନ୍ତୁ ମାନେ ଅଧିକ ସାହାଯ୍ୟ ଓ ସହଯୋଗ କରି ଥାଆନ୍ତି। ପଶୁ ଜନ୍ତୁ ମାନଙ୍କର ଅଧିକ ମାତ୍ରାରେ ମାନବିକତା ପଣିଆ ରହିଛି। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ଏଭଳି ଖବର ଟିଭି ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଦୃଶ୍ୟ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି କୁକୁରଟି ଗୋଟିଏ କୁନି ଝିଅକୁ ପାଣିରେ ପଡି ଯିବାରୁ ଉଦ୍ଧାର କରିଛି ବୋଲି ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସାଧାରଣରେ ଲୋକ ମାନେ କୁକୁର ମାନଙ୍କୁ ଘରେ ରଖି ପାଳି ଥାଆନ୍ତି ଓ କୁକୁର ମାନେ ସେମାନଙ୍କର ପୋଷା ମଧ୍ୟ ହୋଇ ଯାଇ ଥାଆନ୍ତି। ଛୋଟ ଛୋଟ ଛୁଆ ମାନେ ମଧ୍ୟ କୁକୁର ମାନଙ୍କ ସହିତ ଲାଗି ଥାଆନ୍ତି ଓ ସେମାନଙ୍କ ସହିତ ଖେଳ କୁଦ କରି ଥାଆନ୍ତି। ପୋଷା କୁକୁର ମାନେ ମଧ୍ୟ ସେମାନଙ୍କ ଠାରୁ ବହୁତ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ପାଇ ଥାଆନ୍ତି। ଏଠାରେ ମଧ୍ୟ ସେମିତି କିଛି ଦେଖିବା ପାଇଁ ମିଳିଛି। ତେବେ ଗୋଟିଏ ଛୋଟ ଛୁଆଟିଏ ବଲ ଧରି ଖେଳୁ ଥିଲା ଓ ହଠାଥ ସେଠାରେ ଥିବା ଗଡ଼ିଆ ଭିତରେ ବଲଟି ପାଣିରେ ପଡି ଗଲା।

ଛୁଆଟି ଯେତେବେଳେ ବଲଟି ଆଣିବା ପାଇଁ ପାଣି ଭିତରକୁ ପ୍ରବେଶ କରୁଥିଲା, ଏହା କୁକୁର ଦେଖି ଛୋଟ ଛୁଆଟି ପାଣିରେ ପଡି ଯିବ ଭାବି ପଛ ପଟରୁ ଛୁଆଟିକୁ ଟାଣି ଆଣିଲା। ଏହା ପରେ କୁକୁର ନିଜେ ପାଣି ଭିତରେ ପଶି ବଲଟି ଆଣି ଛୋଟ ଛୁଆ ହାତକୁ ଧରେଇ ଦେଲା। ଏହା ହେଉଛି କୁକୁରର ଛୋଟ ଛୁଆ ପ୍ରତି ଅତ୍ୟନ୍ତ ଭାବରେ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ରହିଛି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଲୋକ ମାନେ କୁକୁରର ଛୋଟ ଛୁଆ ପ୍ରତି ଏଭଳି ଭଲ ପାଇବା ଦେଖି ଲୋକ ମାନେ କୁକୁରକୁ ବହୁତ ପ୍ରଶଂସା କରିଛନ୍ତି। ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ମଧ୍ୟ ଦେଖି ସାରିଲେଣି। ତେବେ ବନ୍ଧୁଗଣ ପଶୁ ଜନ୍ତୁ ମାନେ ମଧ୍ୟ ଏଭଳି ଭାବରେ ସାହାଯ୍ୟ କରିଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.