Swastik Tv News Odisha

ମଜାଳିଆ ପ୍ରଶ୍ନ – ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? ଏହାର ଉତ୍ତର 99% ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ…

0

ଆଜିର ସମାଜ ପୂର୍ବ ଅପେକ୍ଷା ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଗଲେଣି , ପ୍ରତ୍ୟେକ ବାପା ମା ନିଜ ସନ୍ତାନୁ ଉଚ୍ଚ ଶିକ୍ଷା ଦେବା ପାଇଁ ଚାହିଁଥାନ୍ତି । ସେଥିପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଫେସିଲିଟି ମଧ୍ୟ ଦେଇଥାନ୍ତି । ଯେକୌଣସି ପରୀକ୍ଷା ଦିଅନ୍ତୁ ନା କାହିଁକି ସାଧାରଣ ଜ୍ଞାନ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସାଧାରଣ ଜ୍ଞାନ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ ।

କୌଣସି ବଡ ବଡ ପଦବୀ ରେ ଉତ୍ତର୍ଣ୍ଣ ହେବା ପାଇଁ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ । ସେଥିରେ ବହୁତ ମଜାଳିଆ ପ୍ରଶ୍ନ ମାନ ପଚାରା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେତେକ ମଜାଳିଆ ପ୍ରଶ୍ନ ମାନଙ୍କ ର ଉତ୍ତର ସମ୍ପର୍କରେ । ତେବେ ଆସନ୍ତୁ ଜାଣିବା ସେହି ମଜାଳିଆ ପ୍ରଶ୍ନ ଗୁଡିକର ଉତ୍ତର ବିଷୟରେ ।

1. ଖାଇବାକୁ ଦେଲେ ବଞ୍ଚେ ,ପିଇବାକୁ ଦେଲେ ମରେ ?
ଉତ୍ତର – ନିଆଁ ।

2. ଗୋଟିଏ ଗାଡି ଚାରଟି ପାଇଲଟ୍ ?
ଉତ୍ତର – କୋକେଇ ।

3. ଜଣେ ଲୋକ 3 ଟଙ୍କାରେ ନଡିଆ କିଣି 2 ଟଙ୍କା ରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?
ଉତ୍ତର – ସେ ଆଗରୁ କୋଟିପତି ଥିଲା ।

4. ଆଗ ବାପା ଜନ୍ମ ନା ପୁଅର ଜନ୍ମ ?
ଉତ୍ତର – ପୁଅ ଜନ୍ମ ହେଲା ପରେ ଡାକିବ ।

5. ଆଜିକାଲି ଲୋକ କଣ ମାଗଣାରେ ବେଶି ମାରୁଛନ୍ତି ?
ଉତ୍ତର – ମିସକଲ୍ ।

6. ତିନି ଅକ୍ଷର ନାମ ତାର , ଓଲଟା କିମ୍ୱା ସିଧା ଲେଖ ହେବ ସମାନ ?
ଉତ୍ତର – କଟକ ।

7. କାହାର ଜନ୍ମ ଦିନ ପ୍ରତି ବର୍ଷ ଆସେ ନାହିଁ ?
ଉତ୍ତର – ଫେବୃଆରୀ 29 ଅଧିବର୍ଷ ।

8. ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି , ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି ଏହାର ମାନେ କଣ ?
ଉତ୍ତର – ସାପ , କପାତୁଲା ।

9. ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ?
ଉତ୍ତର – ପିଜୁଳି ଗଛ ।

10. ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?
ଉତ୍ତର – ଟୋପି ।

11. ଗରିବ ଲୋକ ଫିଙ୍ଗି ଦିଅନ୍ତି ଧନୀ ଲୋକ ସାଇତି ରଖନ୍ତି ତାହା କଣ ?
ଉତ୍ତର – ସିଙ୍ଗାଣୀ ।

12. ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?
ଉତ୍ତର – ବେଲ୍ଟ ।

13. କିଏ ମନା କଲେ ମଧ୍ୟ ପିଛା ଛାଡେ ନାହିଁ ?
ଉତ୍ତର – ଛାଇ ।

14. ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?
ଉତ୍ତର – ତାରା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.