Swastik Tv News Odisha

ବିନା ପ୍ୟାଣ୍ଟରେ ଫେମସ ଅଭିନେତ୍ରୀ (Rakul Preet Singh) ଙ୍କ ଅଶ୍ଳୀଳ Photo ଭାଇରାଲ…6 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସୋସିଆଲ ମିଡ଼ିଆ ରେ ସବୁବେଳେ ସେଲିବ୍ରେଟି ମାନେ ନଜି ନଜିର ଫୋଟ , ଆଲବମ ତଥା ଡ୍ରେସିଂ ଷ୍ଟାଇଲ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି। ଏମାନେ ଭିନ୍ନ ଭିନ୍ନ ଷ୍ଟାଇଲ ର ଡ୍ରେସ ପିନ୍ଧିବା କୁ ପସନ୍ଦ କରନ୍ତି, ମାତ୍ର ଅନେକ ସମୟରେ ନିଜ ଡ୍ରେସ କୁ ନେଇ ଚର୍ଚ୍ଚା ରେ ରହିବା ସହ ଲଜ୍ଜିତ ମଧ୍ୟ ହୋଇଥାନ୍ତି। ତେବେ ସେଲିବ୍ରେଟି ମାନଙ୍କ ମଧ୍ୟରୁ ବଲିଉଡ ଇନ୍ଦ୍ରଷ୍ଟ୍ରି ର ଅଭିନେତ୍ରୀ ମାନେ ସବୁଠାରୁ ଅଧିକ ଟ୍ରଲ ହୋଇଥାନ୍ତି। ତେବେ ନିକଟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କ ସହ କିଛି ଏପରି ହୋଇଥିଲା।ମାତ୍ର ତାହାର ଉତ୍ତର ରେ ରକୁଲ ଯାହା କହିଛନ୍ତି ତାହା ସମସ୍ତ ଙ୍କର ମୁଁହ ବନ୍ଦ କରିଦେଇଥିଲା।

ତେବେ ବନ୍ଧୁଗଣ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଜଣେ ସାଉଥଇଣ୍ଡିଆନ ଅଭିନେତ୍ରୀ ଅଟନ୍ତି। ସେ କିନ୍ତୁ ତାଙ୍କର ପ୍ରଥମ ଅଭିନୟ କ୍ୟାରିଅର ବଲିଉଡ ର “ୟାରିୟାନ” ଫିଲ୍ମ ରୁ ଆରମ୍ଭ କରିଥିଲେ। ଆଉ ନିଜର ସୁନ୍ଦରତା ଏବଂ ଆକର୍ଷଣୀୟ ଅଭିନୟ ପାଇଁ ବର୍ତ୍ତମାନ ସେ ଉଭୟ ବଲିଉଡ ଏବଂ ଟଲିଉଡ଼ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ସେ ତାଙ୍କର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଫୋଟ କୁ ନେଇ ସେ ଦର୍ଶକଙ୍କ ର ଟ୍ରୋଲ ର ସ୍ୱୀକାର ହୋଇଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ରକୁଲ ପ୍ରୀତ ସିଂ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫୋଟ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କାର ରୁ ଓଲ୍ହାଇ ବା ସମୟ ର ଫୋଟ ଥିଲା। କିନ୍ତୁ ଏହି ଫୋଟ ଟିକୁ ନେଇ ସେ ଜନସାଧାରଣ ଙ୍କର ଟ୍ରୋଲ ର ସ୍ୱୀକାର ହୋଇଛନ୍ତି।ତେବେ ସେୟାର କରିଥିବା ଫୋଟ ଟିରେ ତାଙ୍କର ଡ୍ରେସିଂ ସେନ୍ସ କିଛି ଅଶୀଳ ରହିଥିବା ବୋଲି ଜଣାପଡ଼ିଛି।ତେବେ ଏହି ଫୋଟ ଟିରେ ସେ ଟପ ତଳେ ପ୍ୟାଣ୍ଟ ପିନ୍ଧି ନାହାନ୍ତି ବୋଲି ଲୋକମାନେ ତାଙ୍କୁ ଟ୍ରୋଲ କରିଛନ୍ତି।

ତେବେ ତାଙ୍କର ଏହି ଫୋଟ ଟିକୁ ନେଇ ଜଣେ ଦର୍ଶକ କମେଟ କରି କହିଛନ୍ତି କି, ରକୁଲ ବଧେ ବ୍ୟସ୍ତ ବ୍ୟସ୍ତ ରେ ଡ୍ରେସ ର ପ୍ୟାଣ୍ଟ ପିନ୍ଧିବା କୁ ଭୁଲିଯାଇଛନ୍ତି। ତେବେ ଆଜ ଜଣେ ଲେଖି ଥିଲେ କି, ସେ ବାହାର କୁ ଯିବା ପାଇଁ କେଉଁ ପ୍ୟାଣ୍ଟ ପିନ୍ଧିବେ ସିଲେକ୍ସନ ନକରି ପାରି, ବିନା ପ୍ୟାଣ୍ଟ ରେ ପଳେଇ ଆସିଛନ୍ତି। ତେବେ ଏହିପରି ଅନେକ କମେଣ୍ଟ ତାଙ୍କୁ କରିଥିଲେ ଦର୍ଶକ ମାନେ। କିନ୍ତୁ ଏହାର ପ୍ରତି ଉତ୍ତର ରେ ରକୁଲ ପ୍ରୀତ ଯାହା କହିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ରକୁଲ କହିଛନ୍ତି କି, ମୁଁ ଡ୍ରେସ ଠିକ ସେ ପିନ୍ଧିନାହିଁ ବୋଲି କହି ମତେ ଏମିତି କହୁଛନ୍ତି, ଆଉ ଝିଅ ମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାହା କଣ। ଏହି ପିଲାମାନ ଙ୍କର ବାପା ମା ଏମାନ ଙ୍କୁ ମାଡ଼ ମାରି ବ୍ୟବହାର କଣ ଶିଖାଇବା କଥା। ତେବେ ଆମେ କହି ରଖୁଛୁ ଯେ, ରକୁଲ ବିନା ପ୍ୟାଣ୍ଟ ରେ ନୁହେ ବରଂ ଜୁମ କଲେ ଆପଣ ଦେଖିପାରିବେ କି ସେ ଟେଡିତ ପ୍ୟାଣ୍ଟ ପିନ୍ଧିଛନ୍ତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.