Swastik Tv News Odisha

ପୁଣି ଆସିଲା ନୂଆ ଟୁଇଷ୍ଟ ! Sumit ଓ Tapaswini ଙ୍କ ମଧ୍ୟରେ ସଞ୍ଜିତ କିଏ ? କିଏ ଏହି ତୃତୀୟ ବ୍ୟକ୍ତି ? ଜାଣିଲେ ହୋସ ଉଡିଯିବ…ଭାଇରାଲ ହେଲା ଭିଡ଼ିଓ

0

ମନୁଷ୍ୟ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ଏପରି କୌଣସି ମନୁଷ୍ୟ ନାହାନ୍ତି ଯାହା ଜୀବନରେ କେବେବି କୌଣସି ସମସ୍ୟା ଆସି ନଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଏସବୁ ବ୍ୟତୀତ ପାରିବାରିକ ଝଗଡ଼ା ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ବିଶେଷ କରି ଆଜି କାଲି ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ ଯେତେବେଳେ ହୋଇଥାଏ ଶାଶୂ ଶ୍ୱଶୁର ପସନ୍ଦ କରନ୍ତି ନାହିଁ। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା। ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି।

ଆପଣ ମାନେ ସମସ୍ତେ ତପସ୍ୱିନୀ ଏବଂ ସୁମିତ ଘଟଣା ବିଷୟରେ ଜାଣିଥିବେ ତାଙ୍କ ଘଟଣାରେ ଏକ ନୂଆ ମୋଡ଼ ଦେଖା ଦେଇଛି। ତପସ୍ୱିନୀଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ଆପଣ ମାନେ ଜାଣିଥିବେ କୋର୍ଟ ସେହି ଦୁଇ ଜଣଙ୍କୁ ଚିନିଶିଳ୍ପ ନୂଆଁ ଗାଁ ର ଗେଷ୍ଟ ହାଉସରେ ଏକାଠି ହୋଇ ରହିବେ ବୋଲି କୋର୍ଟ ନିଷ୍ପତ୍ତି ଦେଇଥିଲେ।

କୋର୍ଟଙ୍କ ନିର୍ଦେଶ ଅନୁସାରେ ସେ ଦୁଇ ଜଣଙ୍କୁ ତାଙ୍କ ପରିବାର ଲୋକ ମାନେ, ବନ୍ଧୁ ବାନ୍ଧବ ଓ ଓକିଲ ଏଭଳି କେହି ହେଲେ ବି ଦେଖା କରି ପାରିବେ ନାହିଁ। ତେବେ ସୁମିତଙ୍କ କହିବା ଅନୁସାରେ କୋର୍ଟର ନିଷ୍ପତ୍ତିକୁ ଅମାନ୍ୟ କରି ତପସ୍ୱିନୀଙ୍କ ପରିବାର ଲୋକ ମାନେ ତାଙ୍କୁ ଦେଖା କରିବା ପାଇଁ ସେହି ଗେଷ୍ଟ ହାଉସକୁ ଯାଇ ଥିଲେ। କିନ୍ତୁ ଡକ୍ଟର ସୁମିତ ମେଡ଼ିସିନ ବାହାନା କରି ତପସ୍ୱିନୀଙ୍କୁ ଛାଡି ପଳାଇ ଯାଇ ଥିଲେ। ସୁମିତ ତାଙ୍କ ସ୍ତ୍ରୀ ଙ୍କୁ ଛାଡ଼ ପତ୍ର ଦେବା ପାଇଁ କହୁଛନ୍ତି।

କିନ୍ତୁ ତପସ୍ୱିନୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଏକ ବର୍ଷ ତଳେ ତାଙ୍କ ବାପା ଗାଈ ବିକି ୮ ଲକ୍ଷ୍ୟ ଟଙ୍କା ଦେଇଥିଲେ ଓ ତାଙ୍କ ସ୍ୱାମୀ ବାରମ୍ବାର ଛାଡ଼ ପତ୍ର ଦେବା କଥା ମଧ୍ୟ କହୁଥିଲେ। ସେହି ସମୟରେ ମହିଳାଙ୍କ କହିବା ମୁତାବକ ୮ ଲକ୍ଷ ଟଙ୍କା ଦେଲେ ଯାଇଁ ଛାଡ଼ ପତ୍ର ଦେବେ ବୋଲି କହିଥିଲେ। ତେବେ କିନ୍ତୁ ବର୍ତ୍ତମାନ ଏକ ଭିଡ଼ିଓ ଶୁଣିବା ପାଇଁ ମିଳୁଛି ଯେ, ମହିଳା କହୁଛନ୍ତି ଯେ ୮ ଲକ୍ଷ୍ୟ ଜାଗାରେ ଯଦି ୮ କୋଟି ବି ଦିଆ ଯାଏ ତଥାପି ସେ ଛାଡ଼ ପତ୍ର ଦେବେ ନାହିଁ। ମହିଳା ପୁଣି ଥରେ ନ୍ୟାୟ ପାଇବା ପାଇଁ ତାଙ୍କ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.