Swastik Tv News Odisha

ପ୍ରଥମଥର ପାଇଁ ଏହି ଗୋଟିଏ ଭିଡିଓ “ଜୋର ମୁତ ଲାଗିଲାଣି” ୪୮ ଘଣ୍ଟାରେ ପାର କରିଗଲା 2 Million ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status) ଭିଡିଓ

0

ଅନେକ ସମୟରେ ଆପଣ ଛୋଟ ଛୋଟ ପିଲା ମାନଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଥାଏ। ଆଉ ସେହି ସବୁ ଭିଡିଓ କୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ। ସେହିଭଳି ଏକ ଭିଡିଓ କିଛିଦିନ ତଳେ ସାମ୍ନାକୁ ଆସିଥିଲା ଯେଉଁ ଭିଡିଓ ରେ ଜଣେ କୁନି ପିଲା କିପରି ଭାବରେ ପାଠ ନପଢ଼ିବା ପାଇଁ ବାହାନା କରୁଥିଲା ତାହା ତ ଆପଣ ଦେଖିଥିବେ। ମୋତେ ଜୋର୍ ମୁତ ଲାଗିଲାଣି ମୁଁ ଟିକେ ଆସେ। ଏହିପରି ଭାବରେ କୁନି ପିଲାଟି ଯେମିତି କହୁଛି ତାହା ତ ଆପଣ ଶୁଣିଥିବେ। ଆପଣ ଏହି କଥାକୁ ଯଦି ଶୁଣିଥିବେ ତେବେ ତାକୁ ଶୁଣି ଆପଣ ବି ଖୁସି ହୋଇଥିବେ। ଛୋଟ ପିଲାଟି ପାଖରୁ ଏଭଳି କଥା ଶୁଣିବାକୁ ବେଶ୍ ଭଲ ଲାଗୁଥିଲା।

ସୋସିଆଲ ମିଡିଆରେ ମଧ୍ଯ କୁନି ପିଲାଟିର ଏକଥା ର ଭିଡିଓ ବେଶ୍ ଭାଇରାଲ ହୋଇଥିଲା। ଏହା ସତ ଯେ ସବୁ କୁନି ପିଲାମାନଙ୍କ କଣ୍ଠରୁ ଯେକୌଣସି ବି କଥା ହୋଇଥାଉ ନା କାହିଁକି ତାହା ଶୁଣିବାକୁ ବହୁତ ଭଲ ଲାଗେ।ଏମିତି ରେ ବି ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ।

ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ତେବେ କୁନି ପିଲା ମାନଙ୍କ ସ୍ୱର ଶୁଣିବାକୁ ଯେମିତି ଭଲ ଲାଗେ ତାକୁ ଅନୁଭଵ କଲେ ମଧ୍ୟ ସେତିକି ଖୁସି ଲାଗିଥାଏ।ତେବେ ଭାଇରାଲ ହୋଇଥିବା କୁନିପିଲାର ଏହି ଭିଡିଓ ରେ ତାର ପାଟି ଲାଗୁଥିବା କାରଣରୁ କିପରି ଭାବରେ ତାର କଥା ଶୁଭୁଚି ତାହା ଥରେ ଶୁଣନ୍ତୁ ଏବଂ ଏହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ୟୁ ଟ୍ୟୁବ୍ ରେ ଏହି ଭିଡିଓ ବେଶ୍ ଭାଇରାଲ ହେବାପରେ ଏହାକୁ ନେଇ ଏକ ଗୀତ ଏବେ ପ୍ରସ୍ତୁତ ହୋଇଛି।

ତେବେ ଏହି ଗୀତଟି ହେଉଛି,” ମାମୁନି ଯଦି ମୋର ପଢ଼ୁନାହିଁ ପାଠ, କାହିଁକି ଦିଦି ତୁମେ ଦେଖାଉଛ ଛାଟ। କେତେଥର ସିଏ କହିଲାନି କଣ ଟିକେ ଶୁଭୁନି…” ମୁଁ ଟିକେ ଆସେ, ମୁତିକି ଆସେ, ମୋତେ ଜୋର ମୁତ ଲାଗିଲାଣି। ଛାଡ଼ ତାକୁ ଟିକେ ମାଷ୍ଟରାଣୀ, ଝିଅକୁ ମୋ ସୁସୁ ଲାଗିଲାଣି।ଏହି ଗୀତଟି ଏତେ ସୁନ୍ଦର ହୋଇଛି ଯେ ଆପଣଙ୍କୁ ବାରମ୍ଵାର ଶୁଣିବାକୁ ଇଚ୍ଛା ହେବ। ଗିରିଜା ଶଙ୍କର ପଣ୍ଡା ଏହି ଗୀତକୁ ଗାଇଥିବା ବେଳେ ଏହାର ଲିରିକ୍ସ ଦେଇଛନ୍ତି ପବିତ୍ର।ଏହାକୁ ଏବେ ସୁଦ୍ଧା ୨୨ ଲକ୍ଷ ରୁ ଅଧିକ ଲୋକ ଶୁଣି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.