Swastik Tv News Odisha

Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0

ଆଜିର ଆଧୁନିକ ଦୁନିଆରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଟାଲେଣ୍ଟ ଦେଖି ନେଉଛନ୍ତି , ସେ ସରକାରୀ ଚାକିରୀ ହେଉ ବା ବେସରକାରୀ କ୍ଷେତ୍ରରେ । କାରଣ ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଆଗରେ ରହିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ମିଳିବା ଏତେ ସହଜ ନୁହଁ , ଏଥିପାଇଁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ । ଜେନେରାଲ ନଲେଜ ମଧ୍ୟ ଜାଣିବା ପାଇଁ ପଡିଥାଏ , ତେବେ ଯାଇ ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ । ଆଜିର କମ୍ପିଟେଟିଭ ସମୟରେ ଜେନେରାଲ ନଲେଜ ଜାଣିବା ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିବା କିଛି ସହଜ ସରଳ ସାଧାରଣ ଜ୍ଞାନ ସମ୍ୱନ୍ଧିତ କେତେକ ପ୍ରଶ୍ନ ବିଷୟରେ ।

1. ତାହା କଣ ଯାହା ଭାଇର ଦୁଇଟି ଏବଂ ଭଉଣୀର ତିନୋଟି ଥାଏ ?
ଉତ୍ତର – ଅକ୍ଷର ।

2. କଥା କହିଲେ କଣ ଭାଙ୍ଗିଯାଏ ?
ଉତ୍ତର – ମଉନ ବ୍ରତ ।

3. ତାହା କେଉଁ ଶବ୍ଦ ଯାବାକୁ ଆମେ ଲେଖିଥାଉ ଏବଂ ପଢୁ ନାହିଁ ?
ଉତ୍ତର – ନାହିଁ ।

4. କିଛି ମାସରେ 30 ଦିନ ଥାଏ ,କିଛି ମାସରେ 31 ଦିନ ଥାଏ ଏମିତି କେତେଗୋଟି ମାସ ଅଛି ଯେଉଁଥିରେ 28 ଦିନ ଥାଏ ?
ଉତ୍ତର – ସମସ୍ତ ମାସରେ ।

5. ତାହା କଣ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ , ଆପଣଙ୍କୁ ସେତେ କମ ଦେଖାଯିବ ?
ଉତ୍ତର – ଅନ୍ଧାର ।

6. ତାହା କଣ ଯାହାକୁ ଅଧା ଖାଇଲା ପରେ ମଧ୍ୟ ତାହା ପୁରି ନଥାଏ ?
ଉତ୍ତର – ପୁରି ।

7. ତାହା କଣ ଯାହାର ଡେଣା ନଥିଲେ ମଧ୍ୟ ଜନ୍ମ ହେବା ମାତ୍ରେ ଉଡିଥାଏ ?
ଉତ୍ତର – ଧୂଆଁ ।

8. ମୁଁ ଲେଖା ପଢା କାମରେ ଆସେ କିନ୍ତୁ ବହି , ଖାତା କିମ୍ୱା କଲମ ନିହେଁ ମୁଁ କିଏ ?
ଉତ୍ତର – ଚଷମା ।

9. ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁ୍ଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?
ଉତ୍ତର – ଆପଣଙ୍କ ଘୁଙ୍ଗୁଡି ।

10. କଳା ଘୋଡା ଧଳା ଚଢାଳି ଜଣଙ୍କ ପରେ ଆଉ ଜଣଙ୍କ ପାଳି ଏହାର ଉତ୍ତର କଣ ?
ଉତ୍ତର – ତାୱା ଏବଂ ରୁଟି ।

11. ଗୋଟିଏ ବୁଢୀର 12 ଟି ପୁଅ 12 ଜଣଙ୍କର ପାଞ୍ଚ ପାଞ୍ଚଟି ପୁଅ , ପରିବାରର 60 ଲୋକ କାଚଘରେ କରନ୍ତି ବାସ ଏହାର ଉତ୍ତର କଣ ?
ଉତ୍ତର – ଘଣ୍ଟା ।

12 . ମୁଁ ଗୋଟିଏ ଝିଅକୁ ପଚାରିଲି ତୁମର ନାମ କଣ , ସେ କହିଲା 1717 ତାହାର ନାମ କଣ ଥିଲା ?
ଉତ୍ତର – ତାହାର ନାମ ଇଂରାଜୀ ଅକ୍ଷରରେ LILI ଅଟେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.