Swastik Tv News Odisha

ଅଭିନେତ୍ରୀ Shehnaaz Gill ଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି, ଦେଖିଲେ ହୋସ ଉଡିଯିବ…6 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ଅଭିନେତ୍ରୀ ସେହେନାଜ୍ ଗିଲ ଜଣେ ଏମିତି କଳାକାର ଯିଏକି ତାଙ୍କର ଅଭିନୟ ଏବଂ ଚୁଲବୁଲି ଗୁଣ ପାଇଁ ଅନେକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତାଙ୍କର ସୁନ୍ଦରତା ର କୌଣସି ମାପକାଠି ହିଁ ନାହିଁ। ସବୁଠାରୁ ଆକର୍ଷିତ କରିବା ଭଳି କଥା ହେଉଛି ତାଙ୍କର ସ୍ଵିଟ ଏବଂ କ୍ୟୁଟ୍ ଏକ୍ସପ୍ରେସନ୍।ଆପଣ ମାନେ ଜାଣିଛନ୍ତି ବଲ ଇଣ୍ଡଷ୍ଟ୍ରିରେ କିଛି ଏମିତି କଳାକାର ରହିଛନ୍ତି ଯେଉଁମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନଶୈଳୀ କୁ ନେଇ ସେମାନଙ୍କର ବ୍ୟକ୍ତିତ୍ଵ କୁ ନେଇ ସାଧାରଣରେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ସେହିପରି ଜଣେ ଆଗଧାଡିର କଳାକାର ଭାବରେ ଅଭିନେତ୍ରୀ ସେହେନାଜ୍ ଗିଲ ଜଣେ ବେଶ୍ ପରିଚିତ ଚେହେରା ଅଟନ୍ତି।

ଜଣେ ସଫଳ ଅଭିନେତ୍ରୀ ଭାବରେ ସେ ଅନେକ ପରିଚିତି ଅର୍ଜନ କରିଛନ୍ତି। ତେବେ ଅନେକ ଦର୍ଶକ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଥିବା ବେଳେ ତାଙ୍କୁ ବି ବହୁତ୍ ଭଲ ପାଆନ୍ତି।ଅଗଣିତ ଦର୍ଶକ ତାଙ୍କ ପାଇଁ ଯେମିତି ଦିବାନା ସାଜିଛନ୍ତି। ତାଙ୍କର ସୁନ୍ଦର୍ ଏବଂ ଭିନ୍ନ ଅନ୍ଦାଜ ର ଅଭିନୟ ବାସ୍ତବରେ ଜୀବନ୍ତ ଅଟେ। ଯେଉଁ ଢଙ୍ଗରେ ସେ ତାଙ୍କର ପ୍ରତିକ୍ରିୟା ଦିଅନ୍ତି ତାହା ବହୁତ୍ ସୁନ୍ଦର୍ ଲାଗିଥାଏ। ତେବେ ଏହି ଅଭିନେତ୍ରୀ ସେହେନାଜ୍ ଗିଲ ଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ଯିଏକି ଅନେକ ଧାରାବାହିକରେ ରେ ୱେବ୍ ସିରିଜ୍ ରେ ତାଙ୍କର ଦମଦାର ଅଭିନୟ ଦେଖାଇ ଥାଆନ୍ତି।

ତେବେ ବିଗ୍ ବସ୍ ର ଏହି ବିଜେତା କଳାକାର ଜଣଙ୍କ ଅନେକ ସଫଳତା ହାସଲ କରି ସାରିଛନ୍ତି।ଅନେକ ସମୟରେ ସେ ସୋସିଆଲ ମିଡିଆରେ ଆକ୍ଟୀଭ ରହିଥାନ୍ତି। କିଛି ନା କିଛି ନଟଖଟି ଏବଂ ଚୁଲବୁଲି ଗୁଣକୁ ସେ ତାଙ୍କର ଫ୍ୟାନ କୁ ସେ ସବୁବେଳେ ଦେଖାଇ ଥାଆନ୍ତି। ଟିକ ଟକ୍ ରେ ସେ ଅନେକ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁକୁ ପୋଷ୍ଟ କରିଥାନ୍ତି। ଯାହାକୁ ଅନେକ ବେଶ୍ ପସନ୍ଦ କରିଥାନ୍ତି।ଟେଲିଭିଜନର ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ଅଭିନେତ୍ରୀ ସେହନାଜ ଗିଲ।ସେହନାଜ ତାଙ୍କର ଗର୍ଲ ଫ୍ରେଣ୍ଡ୍ ତଥା ଘନିଷ୍ଠ ବନ୍ଧୁ ଥିଲେ। ଏହି ଭଳି ଏକ ବଡ଼ ଦୁଃଖରୁ ନିଜକୁ ସମ୍ଭାଳିବା ପାଇଁ ବହୁତ୍ ସମୟ ଲାଗିଥିଲା।

ସିଦ୍ଧାର୍ଥଙ୍କ ମୃତ୍ୟୁ ବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ନଜରକୁ ଆସିଥିଲା। ଏବେବି ସମ୍ପୂର୍ଣ୍ଣ ଭାବରେ ସେ ସେହି ଦୁଃଖ ଭିତରୁ ବାହାରି ପାରି ନାହାଁନ୍ତି। ତେବେ ତାଙ୍କର କିଛି ପୁରୁଣା ଟିକ ଟକ୍ ଭିଡିଓ ଏବେ ସାମ୍ନାକୁ ଆସିଚି, ଯେଉଁଥିରେ ତାଙ୍କର କିଛି ମଜାଦାର ସଟ ଦେଖିବାକୁ ମିଳିଛି। ମଜାଦାର ଢଙ୍ଗରେ ଏବଂ ସମସ୍ତଙ୍କୁ ହସାଇଲା ଭଳି ସେ କିଛି ଭିଡିଓ ସୁଟ୍ କରିଛନ୍ତି ଏବଂ କମେଡି କରୁଥିବାର ଏଠାରେ ଦେଖିବାକୁ ମିଳିଛି। ଆପଣ ତାଙ୍କର ଏହିସବୁ ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ। ତେବେ ଟିକ ଟକ୍ ରେ ସେହେନାଜ ଗିଲ ଙ୍କ ଏହି ଭିଡିଓ
ଏବେ ବହୁତ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.