Swastik Tv News Odisha

ହୋଟେଲ Room ରେ ବୟଫ୍ରଣ୍ଡ୍ Arbaz ଙ୍କ ସହିତ Beauty Khan ଙ୍କ ଭିଡ଼ିଓ ଭାଇରାଲ…3 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଟିକ ଟକ୍ ଷ୍ଟାର ଭାବରେ ଅଭିନେତ୍ରୀ ବିଉଟିି ଖାନ୍ ବେଶ୍ ପରିଚିତି ହାସଲ କରିଛନ୍ତି। ତାଙ୍କୁ ପ୍ରାୟତଃ ସମସ୍ତେ ଜାନିଛନ୍ତି ତାଙ୍କର ଭିନ୍ନ ଅନ୍ଦାଜ ର ଷ୍ଟାଇଲ ପାଇଁ। ତେବେ ସର୍ଟ ଭିଡିଓ ଏବଂ ଟିକ ଟକ୍ ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ବୀଉଟି ଖାନ୍ ବେଶ୍ ପରିଚିତ ଏବଂ ଲୋକପ୍ରିୟ ମଧ୍ଯ। ନିଜର ଦମଦାର ଅଭିନୟ, ବୋଲ୍ଡ ଅନ୍ଦାଜ ସାଙ୍ଗକୁ ତାଙ୍କର ଟାଲେଣ୍ଟ ପାଇଁ ସେ ଅଭିନୟ ଜଗତରେ ଏକ ବିଶେଷ ନାମ କରି ପାରିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁ ଛନ୍ତି। ଅନେକ ସମୟ ସେ ସୋସିଆଲ ମିଡିଆରେ ସମୟ ଅତିବାହିତ କରିଥାନ୍ତି।

ଏହାଛଡା ତାଙ୍କର ଅନେକ ଷ୍ଟାଇଲ ର ଫଟୋ, ଭିଡିଓ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥାଏ। ତେବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଆକର୍ଷଣୀୟ ଅଭିନୟ କରି ସମସ୍ତଂକ ହୃଦୟକୁ ଛୁଇଁ ପାରିଛନ୍ତି। ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଜ ରେ ଫଟୋ ଦେଇ ତାଙ୍କ ପ୍ରସଂଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଅନେକ ଭିଡିଓ ମଧ୍ଯ ସେ ପୋଷ୍ଟ କରିଥାନ୍ତି। ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଥାଏ।

ତାଙ୍କୁ ଏବଂ ତାଙ୍କର ଲାଇଫ ଷ୍ଟାଇଲ କୁ ଅନେକ ଅନୁସରଣ କରିବାର ମଧ୍ଯ ଦେଖିବାକୁ ମିଳିଥାଏ। ତେବେ ତାଙ୍କର ଡାନ୍ସ ର ଏହି ଭିନ୍ନ ଅନ୍ଦାଜକୁ ତାଙ୍କର ପ୍ରଶଂସକ ମାନେ ବେଶ୍ ପସନ୍ଦ କରିଥାନ୍ତି ଏବଂ ଅନେକ ସେମାନଙ୍କର ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି। ସେହିଭଳି ଏବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଏକ ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି।ଏହି ଭିଡିଓ ରେ ଏକ ହୋଟେଲ୍ ରୁମ୍ ଭିତରେ ତାଙ୍କୁ ଏବଂ ତାଙ୍କର ବୟଫ୍ରେଣ୍ଡ୍ ଅରବାଜ୍ ମଲ୍ଲିକ ଙ୍କୁ ଦେଖିବାକୁ ମିଳିଛି। ଏଠାରେ ସେ ବହୁତ୍ ମଜା ମସ୍ତି କରୁଛନ୍ତି ଏବଂ ଏହା ସହିତ ସେ ବହୁତ୍ ଖୁସିର ସହିତ ତାଙ୍କ ପ୍ରଶଂସକ ମାନଙ୍କୁ ଏକ କଥା ପାଇଁ ଧନ୍ୟବାଦ ମଧ୍ଯ ଦେଉଛନ୍ତି।

ସୋସିଆଲ ମିଡ଼ିଆରେ ବିଉଟି ଖାନ୍ ଙ୍କ ପ୍ରସଂଶକ ଅର୍ଥାତ୍ ଫ୍ୟାନ ୬ ମିଲିୟନ ଅତିକ୍ରମ କରିଯିବାକୁ ନେଇ ବିଉଟି ବହୁତ୍ ଖୁସି ଅଛନ୍ତି। ଏତେ ସଂଖ୍ୟାରେ ଫ୍ୟାନ୍ ମାନେ ତାଙ୍କୁ ଭଲପାଇବା ଦେଇ ଥିବାରୁ ସେ ଏଥିରେ ବହୁତ୍ ଖୁସି ଅଛନ୍ତି ବୋଲି କହିଛନ୍ତି ଏବଂ ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି, ଯେଉଁ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.