Swastik Tv News Odisha

OMG ଓଡ଼ିଆ ଯୁବକଙ୍କ ଭିଡ଼ିଓ ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରନ୍ତି ନାହିଁ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ।

କିନ୍ତୁ କିଛି ଏମିତି ଭିଡିଓ ଥାଏ ଯାହାକୁ ଲୋକେ ବେଶି ପସନ୍ଦ କରିବା ସହ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ଯାହା ଭାଇରାଲ ହେବାରେ ଲାଗିଥାଏ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ଆମେ କହୁଥିବା ଏହି ଘଟଣା ଠିକ୍ ସେହିପରି। ଯେଉଁ ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ଜଣେ ଓଡ଼ିଆ ଯୁବକ ଯେଉଁ ଭଳି ଭାବରେ ଯେଉଁ ଢଙ୍ଗରେ ଓଡ଼ିଆ ଏବଂ ହିନ୍ଦୀ ମିଶେଇ କଥା ହେଉଛନ୍ତି ତାକୁ ଦେଖି ଆପଣ ବି ହସି ହସି ବେଦମ୍ ହୋଇଯିବେ।ଏହି ଯୁବକ ଜଣଙ୍କ ଫୋନରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉ ଛନ୍ତି ଏବଂ କୌଣସି ଏକ ବିଷୟରେ ସେ ପଚାରୁଛନ୍ତି। ଆଉ ଏହି ସମୟରେ ସେ ହିନ୍ଦିରେ କଥା ହେଉଛନ୍ତି ବୋଲି ଜଣା ପଡ଼ୁଚି।

କିନ୍ତୁ ସେ ସମ୍ପୂର୍ଣ୍ଣ ଭାବରେ ସଠିକ୍ ଭାବରେ ହିନ୍ଦୀ ରେ କଥା କହି ପାରୁ ନାହାଁନ୍ତି।ସେ ମଝିରେ ମଝିରେ ଓଡ଼ିଆ ଭାଷା କୁ ମଧ୍ଯ ପ୍ରୟୋଗ କରୁଥିବା ଶୁଣିବାକୁ ମିଳୁଛି।ସେ ଏମିତି ଭାବରେ ଓଡ଼ିଆ ଏବଂ ହିନ୍ଦୀ କୁ ମିଶାଇ କହୁଛନ୍ତି ଯେ ଏହାକୁ ଶୁଣିଲେ ଆପଣ ଏହାକୁ ବୁଝି ପାରିବେ ନାହିଁ ଯେ ଏହା କିପରି ଭାଷା। ଏମିତି ଅନେକ ଲୋକଙ୍କୁ କଥା ହେଉଥିବାର ଆପଣ ଶୁଣିଥିବେ।ସେ ଯେମିତି ଢଙ୍ଗରେ କଥା ହେଉଛନ୍ତି ତାହା ଶୁଣିଲେ ବହୁତ୍ ହସ ଲାଗୁଛି। ଆପଣ ବି ଏହାକୁ ଶୁଣିଲେ ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.