Swastik Tv News Odisha

ଛିଃ…ଛିଃ..ଏତେ ଶିକ୍ଷିତ ହୋଇ ଅନ୍ଧାର ଘରେ କରୁଥିଲେ ଏହି ଲଜ୍ୟାଜନକ ହରକତ….ଦେଖନ୍ତୁ ଭାଇରାଲ ଭିଡ଼ିଓ

0

ଆଜିକାଲି ଲୋକମାନେ କଠିନ ପରିଶ୍ରମ କରିବା ପାଇଁ ଭଲ ପାଉନାହାନ୍ତି। ସବୁବେଳେ ସେମାନଙ୍କ ମନ ମଧ୍ୟରେ କିଛି ନା କିଛି ସର୍ଟକଟ୍ ଉପାୟ ବହାର କରନ୍ତି। ଲୋକ ମାନେ ଅଧିକାଂଶ ସମୟରେ ଚିନ୍ତା କରନ୍ତି ଯେ ଏହିପରି କିଛି କରନ୍ତେ। ଯାହା ଫଳରେ ସେମାନଙ୍କ ନିକଟକୁ ପୁଳା ପୁଳା ଟଙ୍କା ଆସିବ। ଏଭଳି ଭାବି ମନ ମଧ୍ୟରେ ବିଭିନ୍ନ ପ୍ରକାର ନେଗେଟିଭ ଭାବନା ଆଣନ୍ତି। ଚୋରି ଭଳି ଭୂଲ ରାସ୍ତାକୁ ବାଛି ନିଅନ୍ତି। ବନ୍ଧୁଗଣ, ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଝିଅ ମାନେ ସର୍ବଦା ଘରେ ରୁହନ୍ତି। ଯାହା ସେମାନଙ୍କ ମାଇଣ୍ଡ ଘର ମଧ୍ୟରେ ରହିଥାଏ।

ଏକଥା ମଧ୍ୟ ଶୁଣିଥିବେ ଯେ ପୁଅମାନେ ଅନେକ ସମୟରେ ଚୋରି କରନ୍ତି। ଝିଅ ମାନେ ଚୋରି କରିବା ବହୁତ କମ ସେମାନେ ବହୁତ କମଳ ବୋଲି ଆମ ମାନଙ୍କ ମନ ମଧ୍ୟରେ ଭାବନା ଆସିଥାଏ। କିନ୍ତୁ ଆଜିକାଲି ଝିଅ ମାନେ ବହୁତ ସ୍ମାର୍ଟ ହୋଇଗଲେଣି। ଅନେକ ଏପରି ଝିଅ ଅଛନ୍ତି ଯେଉଁ ମାନେ ଚୋରିକୁ ନିଜର ପେସା ଭାବରେ ଆପଣେଇ ନେଇଥାନ୍ତି। ଏସବୁ କହିବାର ଅର୍ଥ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଜଣେ ଝିଅ ଜିନିଷ ଚୋରି କରିବା ସମୟରେ ଧରାପଡିଗଲା ଏବଂ ଏହା ପରେ ଯାହା ଘଟିଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ଏହିପରି, ଜଣେ ଝିଅ ତାଙ୍କର ବୟସ ପାଖାପାଖି ୨୦ ରୁ ୩୦ ମଧ୍ୟରେ ହେବ। ସବୁଦିନ ସପିଂ ମଲକୁ ଯାଇ କିଛି ଜିନିଷ ଚୋରି କରି ନେଇଯାଇଥାଏ।

ସପିଂ ମଲ୍ ଵାଲା କିଛି ଜାଣିପାରନ୍ତି ନାହିଁ। ଝିଅଟିକୁ ଦେଖିଲେ କେହି ବି କହିବେ ନାହିଁ ଯେ ସେ ଏଭଳି ଛୋଟ କାମ କରନ୍ତି। ତାଙ୍କୁ ଯେ କେହି ଦେଖିବେ ଲାଗିବ ଜଣେ ବଡ଼ ଲୋକ ଘରର ଝିଅ। ସବୁଦିନ ଭଳି ଝିଅଟି ସପିଂ ମଲକୁ ଯାଇ କିଛି ଜିନିଷ ନିଜ ବ୍ୟାଗରେ ରଖିଲା। ସପିଂ ମଲ ବାଲାଙ୍କ ମନରେ ସନ୍ଦେହ ହେଲା। ଏହାପରେ ବ୍ୟାଗ ଭିତରେ କଣ ରଖିଛି କହି ଦେଖାଗଲା। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଆତି ଚତୁରତାର ସହିତ କହିଲେ ସେ ଉଠାଇ ନେଇଛନ୍ତି। କିନ୍ତୁ ଯେତେବେଳେ ସିସିଟିଭି କ୍ୟାମେରା ଯାଞ୍ଚ କଲେ।

ଏହା ପରେ ସବୁ ସତ ସାମ୍ନାକୁ ଆସିଲା। ଜାଣିବାକୁ ପାଇଲେ ଯେ ଝିଅଟି ପ୍ରତିଦିନ ଆସେ ଏବଂ ତା’ପରେ ମଲ୍‌ରେ କିଛି ଚୋରି କରେ ନେଇଯାଏ। କିନ୍ତୁ ଚୋର ସମୟ ତାଙ୍କୁ ସବୁବେଳେ ସାଥ ଦେଇ ନଥାଏ। ତା’ପରେ ସେ ଧରାପଡିଗଲା ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦିଆଗଲା। ପୋଲିସ ଆସି ଝିଅଟିକୁ ଗିରଫ କରି ନେଇଗଲା। ବନ୍ଧୁଗଣ, ଆପଣ ସମସ୍ତେ ଏଭଳି ଘଟଣାକୁ ଖୁବ୍ କମ୍ ଦେଖିବା ପାଇଁ ପାଇଥିବେ। ସେଥିପାଇଁ ଆପଣ ମାନେ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ। ଆମ ଆଖ ପାଖରେ ଅନେକ ଲୋକ ଏପରି ଅଛନ୍ତି ସାଵଧାନ ହୋଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.