Swastik Tv News Odisha

ଓଃ କି ଡ୍ୟାନ୍ସ ! ନୂଆ କରି ବାହା ହୋଇଥିବା ବୋହୂ ଓ ନିଜ ନଣନ୍ଦଙ୍କ ସହିତ ଏହି ଜବରଦସ୍ତ hot ଡ୍ୟାନ୍ସ ଭିଡିଓ ଭାଇରାଲ…6 Miliion ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ସଂପ୍ରତି ପରିସ୍ଥିତିରେ ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି। ଅନେକ କ୍ଷେତ୍ରରେ ନାରୀର ଅବଦାନ ଏବଂ ସହଯୋଗ ମଧ୍ଯ ରହିଥିବା ଦେଖିବାକୁ ମିଳୁଛି। ତେବେ ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି ଆଜିର ମହିଳା। ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି। ତଥାପି ସବୁ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ନାରୀ ତାର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପାଳନ କରୁଛି।

ତେବେ ନାରୀ ଯେତେବେଳେ କିଛି କରିବାକୁ ମନସ୍ଥ କରିନିଏ ଦୁନିଆର କୈାଣସି ଶକ୍ତି ଆଗରେ ସେ ହାର ମାନେନା। ଅନେକ ସମୟରେ ଆପଣ ମହିଳାଙ୍କୁ ନେଇ ଅନେକ ଭିଡିଓ ଦେଖିଥିବେ ଅନେକ କଥା ମଧ୍ଯ ଶୁଣିଥିବେ। ତେବେ ସମାଜରେ ଜଣେ ନାରୀ ର ଭୂମିକା କଣ ରହିଛି ତାହା ଆପଣ ମାନେ ଭଲ ଭାବରେ ଜାଣିଥିବେ। ଆଗଭଳି ନାରୀ ଆଉ ଘରର ଚାରିକାନ୍ଥ ଭିତରେ ନିଜକୁ ଆବଦ୍ଧ କରି ରଖି ନାହାଁନ୍ତି। ସେମାନେ ସବୁ କାମ କରିବା ସହିତ ମଜା ମସ୍ତି ଏବଂ ଚିତ୍ତ ବିନୋଦନ ମଧ୍ଯ ପୁରୁଷ ମାନଙ୍କ ଭଳି କରୁଛନ୍ତି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ତ ଆପଣ ଦେଖୁଥିବେ।

ଆଉ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଦେଖିବା ଏମିତି ଏକ ଘଟଣାର ଭିଡିଓ ଯାହା ଆପଣଙ୍କୁ ନିଶ୍ଚିତ ଖୁସି କରିବ। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଖୁସି କରିବା ଭଳି ଭିଡିଓ ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଦେଖିଲେ ଖୁସି ହେବା ସହିତ ଏହାକୁ ଦେଖି ପ୍ରଶଂସା ମଧ୍ଯ କରିଥାଉ।

କାରଣ ଏହିଭଳି କିଛି ଦୃଶ୍ୟ ମନ ଭିତରେ ଏକ ଭିନ୍ନ ଖୁସି ସୃଷ୍ଟି କରିବା ସହିତ ଏହା ନିଜର ବ୍ୟକ୍ତିଗତ ଜୀବନକୁ ସମ୍ପର୍କିତ କରିଥାଏ।ସେହିପରି ଏକ ଭାଇରାଲ ହୋଇଥିବା ଭିଡିଓ ବିଷୟରେ ଆମେ ଆପଣଙ୍କୁ କହୁଛୁ ଯେଉଁଠି ଜଣେ ନବବୋଧୁ ତାଙ୍କ ନଣନ୍ଦ ଙ୍କ ସହ ଏକ ହିନ୍ଦୀ ଗୀତରେ ଡାନ୍ସ କରୁଛନ୍ତି। ନାଲି ରଙ୍ଗର ଶାଢ଼ୀ ପିନ୍ଧି ସୁନ୍ଦର୍ ଭାବରେ ନିଜକୁ ସଜାଇ,ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ମୁହଁରେ ଲାଜ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତାଙ୍କର ଏହି ଭିଡିଓ କୁ ଅନେକ ଦେଖି ଖୁସି ହେବା ସହ ପ୍ରତିକ୍ରିୟା। ଦେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.