Swastik Tv News Odisha

New year Special – ନୂଆବର୍ଷ 2022 ରେ ଏହି ଜବରଦସ୍ତ 4 ଟି Shayari ପଠାଇ ଦିଅନ୍ତୁ ଆପଣଙ୍କ ପାର୍ଟନରଙ୍କୁ ବର୍ଷ ସାରା ଭୁଲି ପାରିବେନି…

0

ଆଗାମୀ ଆଉ କିଛି ଦିନ ପରେ ନୂଆବର୍ଷ ଆସିବାକୁ ଯାଉଛି , ଏହି ନୂଆବର୍ଷରେ ଲଭରସ୍ ମାନେ ସେମାନଙ୍କ ପାର୍ଟନର ଙ୍କୁ ହାପିନ୍ୟୁ ଇୟର ର ୱିସ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି 4ଟି ସୁପର ଏସେମେସ କହିବୁ ଯାହା ଆପଣ ମାନେ ଆପଣ ମାନଙ୍କ ପାର୍ଟନରଙ୍କୁ ପଠାଇ ପାରିବେ । ଯାହାଫଳରେ ତୁମ ପାର୍ଟନର ଏହି ନ୍ୟୁୟରରେ ସ୍ପେସିଆଲ ଫିଲ କରାଇ ପାରିବ । ତେବେ ଆସନ୍ତୁ ଜାଣିବା ସେହି ନ୍ୟୁ ସ୍ପେସିଆଲ ମେସେଜ ବିଷୟରେ ।

ନମ୍ୱର 1-

ଯେବେ ଅଲଗା କରିବ ଏ ଦୁନିଆ , ଏ ଦୁନିଆକୁ ଛାଡି ଦେବି ଯଦି ବି ରୋକି ଦେଲା କାନ୍ଥ , ସେ କାନ୍ଥକୁ ଭାଙ୍ଗିଦେବି । ଯଦି କରିବ ଗୋଟେ ଇସାରା ମୋ ପ୍ରେମର ରାଣ ଖାଉଛି ମୁଁ ମୋ ଭାଗ୍ୟର ରେଖା କୁ ବଦଳାଇ ଦେବି । ଆଉ ଶେଷରେ ଲେଖିବି ହାପି ନ୍ୟୁ ଇୟର 2022 ବାସ୍ ଏତିକି ଲେଖି ମେସେଜ କରିଦେବ ।

ନମ୍ୱର 2-

ତୁମକୁ ଭଲ ପାଇବାର ସ୍ୱପ୍ନ ଦେଖିଥିଲି କେବେଠୁ ହୃଦୟ ଠୁ ହୃଦୟର ଭାବନା କୁ ଲୁଚାଇଥିଲି କେବେଠୁ , ତୁମେ ମୋର ମୁଁ ତୁମର ହୋଇଯାଉ , ଭଗବାନଙ୍କୁ ମାଗୁଛି କେବେଠୁ ତୁମକୁ ସବୁ ଖୁସୀ ଦେବି ଏହି ରାଣ ଦେଉଛି ତୁମକୁ । 2021 ରେ ଜାଣତରେ ହେଉ ଅଜାଣତରେ ହୃଦୟକୁ କଷ୍ଟ ଦେଇଛି ତ ସରି । ହାପି ନ୍ୟୁ ଇୟର 2022 , ବାସ୍ ଏତିକି ଲେଖି ମେସେଜ କରି ଦିଅନ୍ତୁ । ତେବେ ଏହି ମେସେଜ୍ ରେ କୁହାଯାଇଛି ତୁମ ପାଇଁ ତୁମ ପାର୍ଟନର କେତେ ମାଇନେ ରଖନ୍ତି , କଣ କଣ ଭାବନା ଅଛି ତ ଏହି ମେସେଜ୍ ପଠାଇବା ପରେ ସେ ନିଶ୍ଚୟ ଜାଣିପାରିବେ ।

ନମ୍ୱର 3 –

ଏହି ନୂଆ ବର୍ଷ ରେ ଚାଲ ଗୋଟେ ରାଣ ନିୟମ ପକାଇବା ଖୁସୀ କୁ 2 ଗୁଣ ଆଉ ଦୁଃଖ କୁ ଅଧା କରିଦେବା କଣ ପାଇଁ ନା ଗୋଟେ ପ୍ରମିଜ କରି ଚାଲିବା ତେବେ ମାଇଣ୍ଡରେ ଭଲ ଇପ୍ରେସନ ପଡିବ ସାମ୍ନାବାଲା ଉପରେ । ସେଥିପାଇଁ ଏହି ଲାଇନ ମଧ୍ୟ ଆପଣ ଆପଣଙ୍କ ପାର୍ଟନରଙ୍କୁ ପଠାଇ ପାରିବ । ଶେଷରେ ଆଉ ଗୋଟେ ଲାଇନ ଥେଙ୍କସ୍ ଫର ଗିଭିଙ୍ଗ ମି ସଚ୍ ଏ ବିୟୁଟିଫୁଲ ପାର୍ଟନର ।

ନମ୍ୱର 4 –

ତୁମ ସହିତ ଏ ଜୀବନ ପୁରା ଲାଗିଥାଏ ତୁମ ବିନା ସବୁ ଭାବନା ଅଧୁରା ଲାଗିଥାଏ ଯେବେଠୁ ଆସିଛ ମୋ ଜୀବନ ରେ , ସବୁ ନିଶ୍ୱାସ ଜରୁରୀ ଲାଗୁଛି । ହାପି ନ୍ୟୁ ଇୟର 2022 ବାସ ଏତିକି ଲେଖି ମେସେଜ୍ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ବହୁତ ଖୁସୀ ହୋଇଯିବେ ଏବଂ ତାଙ୍କ ଭଲ ପାଇବାକୁ ମଧ୍ୟ ଆପଣଙ୍କୁ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.