Swastik Tv News Odisha

ନାବାଳିକାକୁ ଡାକି ଏହି ଲଜ୍ୟାଜନକ କାମ କରୁଥିଲେ ଜେଲ୍ Superintendent, ସିସିଟିଭି ରେ ରେକର୍ଡ ହୋଇଗଲା ନ ହେଲେ କେହି ବିଶ୍ୱାସ କରି ନଥାନ୍ତେ….ଭାଇରାଲ ହେଲା ଭିଡିଓ

0

ବନ୍ଧୁଗଣ ଆଜିର ସମାଜର କିଛି ଲୋକ ଏମିତି ରହିଛନ୍ତି ଯେଉଁମାନେ ଅନେକାଂଶରେ କିଛି ଏମିତି ଅପ୍ରୀତିକର କାମ କରି ବସୁଛନ୍ତି ଯାହା ଦ୍ଵାରା ସେମାନେ ପରବର୍ତ୍ତୀ ସମୟରେ ନିଜେ ଲଜ୍ଜିତ ହେବା ସହିତ ସମାଜକୁ ମଧ୍ଯ ଏକ ଅଶୋଭନୀୟ ବାର୍ତ୍ତା ଦେଉଛନ୍ତି। ଏହାସହ ସେମାନେ ଏପରି କରି ନିଜ ପରିବାର ପାଇଁ ମଧ୍ଯ ଲଜ୍ୟା ଆଣୁଛନ୍ତି। କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରିବା ପୂର୍ବରୁ ସେମାନେ ଥରେ ନିଜ ବିବେକକୁ ବି ପଚାରୁ ନାହାଁନ୍ତି ଯେ ଉତ୍ତେଜିତ ହୋଇ ଏପରି କରିବା ଦ୍ୱାରା ସେମାନଙ୍କୁ ପରେ ଏଥିପାଇଁ କଣ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ତାଂକର ସାମାଜିକ ପ୍ରତିଷ୍ଠା ମଧ୍ଯ ନଷ୍ଟ ହେବ।

ନିଜର ସଂଯମତା କୁ ହରାଇ ସେମାନେ ଅସଭ୍ୟ, ଅଶ୍ଳୀଳ ହରକତ ସବୁ କରି ବସୁଛନ୍ତି। ତେବେ ଯେତେବେଳେ ସେମାନେ କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରି ସମାଜରେ ଅପମାନିତ ହେଉଛନ୍ତି ସେତେବେଳ ସେମାନଙ୍କ ପାଖରେ କହିବା ପାଇଁ କିଛି ନଥାଏ। ଯେତେ ଯାହା ଅନୁତାପ କଲେ ବି ଏଭଳି କିଛି ଭୁଲ୍ ସେମାନଂକୁ ବହୁତ୍ ଲଜ୍ଜିତ କରି ଦେଇଥାଏ।ସେହିପରି ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଆଉ ଆପଣ ଏହା ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ଲୋକ ତଳକୁ ଖସି ଯାଇ ପାରନ୍ତି।

ନିଜର ମାନବିକତା ଏବଂ ସଂଯମତା କଣ ଏମାନଙ୍କ ପାଖରେ କିଛି ନାହିଁ? ବାସ୍ତବରେ କଣ ହେଉଛନ୍ତି ଆଜିର ଏହି ସମାଜର କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁ ଘଟଣାରେ ଜେଲ୍ ର ଅଧ୍ୟକ୍ଷ ଜଣଙ୍କ ଜଣେ ନାବାଳିକା ଙ୍କ ସହିତ ଖରାପ୍ ହରକତ କରୁ ଥିବାର ଦେଖିବାକୁ ମିଳିଛି।ଏହି ଘଟଣା ଟି ହେଉଛି ବିହାର ର କିସାନଗଞ୍ଜ ର।ଏଠାରେ ଜଣେ ଜେଲର ଯାହାଙ୍କ ନାମ ହେଉଛି କୃପାଶଙ୍କର ପାଣ୍ଡେ, ସେ ପ୍ରଥମେ ଜଣେ ବାଳିକା କୁ ତାଙ୍କ କଥାରେ ମନାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି ପରେ ଉକ୍ତ ବାଳିକାଙ୍କୁ ଆଲିଙ୍ଗନ କରୁଛନ୍ତି।

ତେବେ ଆଶ୍ଚର୍ଯ୍ୟ ର କଥା ଏହା ଯେ ସେହି ସମୟରେ ସେଠାରେ ଜଣେ ମହିଳା ଉପସ୍ଥିତ ଥିଲେ। ତଥାପି ଉକ୍ତ ଜେଲ୍ ର ଅଧ୍ୟକ୍ଷ ଜଣଙ୍କ ଏଭଳି ହରକତ କରୁଥିଲେ। ଯେତେବେଳେ ମହିଳା ଜଣଙ୍କ ଜେଲର ଙ୍କ ପାଖକୁ ଆସିଲେ, ସେତେବେଳ ଜେଲର ଜଣଙ୍କ ସେଠାରୁ ଚାଲିଗଲେ। କୁହାଯାଉଛି କି ଏହି ବାଳିକାଙ୍କ ବାପା ଜେଲ୍ ରେ କାମ କରନ୍ତି ଏବଂ ଏହି ଘଟଣା ତାଙ୍କ ଘରେ ଘଟିଛି। ଭିଡିଓ ସାମ୍ନାକୁ ଆସିବା ପରେ ଏସଡିପିଓ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ପୁର୍ବରୁ ଏହି ବ୍ୟକ୍ତିଙ୍କ ନାମରେ ଅନେକ ଯୌନ ଶୋଷଣ ର ମାମଲା ରହିଥିବା କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.