Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି…..60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0

ବନ୍ଧୁଗଣ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ।ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। ଯାହା କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ତେବେ ସେହିଭଳି ଏକ ଭିନ୍ନ ଧରଣର ଘଟଣାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଭଳି ଘଟଣା ସଂପର୍କରେ ଆପଣ ହୁଏତ ଆଗରୁ ଆସି ନଥିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କଣ ଘଟିଛି।

ଝାଡ଼ଖଣ୍ଡ ରେ ଘଟିଥିବା ଏହି ଘଟଣାରେ ଝାଡ଼ଖଣ୍ଡ ପୋଲସ ର ଏକ ଏପରି ଆଚରଣ ସାମ୍ନାକୁ ଆସିଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ଅଟେ। ପୋଲିସ୍ ଏଠାରେ ତାର ଇଚ୍ଛା ଅନୁସାରେ କାମ କରୁଛି, ତାହା ଆଇନ୍ ସଙ୍ଗତ କି ନୁହେଁ ସେ ବିଷୟରେ ତାର କିଛିବି ଫରକ ପଡୁନାହିଁ। ତେବେ ଆପଣ ଦେଖୁଥିବା ଏହି ଭିଡ଼ିଓରେ ସାମ୍ନାରେ ବସିଥିବା ଯୁବତୀ ଜଣଙ୍କ ଏସବୁ କଥାକୁ ବୁଝି ପାରି ଚୁପଚାପ ରହିଛନ୍ତି। ଯୁବତୀ ଜଣଙ୍କ ଭାବୁଥିବେ ଗିରଫ କରିବାର ଅନେକ ତରିକା ତ ମୁଁ ଦେଖିଛି କିନ୍ତୁ ଏଠାରେ କାହିଁକି ଅଣ୍ଟାରେ ଦୌଡ଼ି ବାନ୍ଧି ତାଙ୍କୁ କାହିଁକି ଏପରି ଭାବରେ ଥାନାକୁ ନିଆ ଯାଉଛି।ତେବେ ଗିରଫ କରିବାର ଏମିତି ତରିକା ତ ଆଇନ୍ ର ନୁହଁ।

ତେବେ ଏହି ମାମଲା ଟି ଝାଡ଼ଖଣ୍ଡର ମାଲବର୍ ର ଅଟେ। ଅଣ୍ଟା ରେ ଦୌଡ଼ି ବାନ୍ଧି ଗିରଫ କରି ନିଆ ଯାଉଥିବା ଯୁବତୀଙ୍କ ନାମ ଅପର୍ଣ୍ଣା ଅଟେ। ସୂଚନା ଅନୁସାରେ ଅପର୍ଣ୍ଣା ଙ୍କ ପରିବାର ବିରୋଧରେ ଏହା ଅଭିଯୋଗ ରହିଥିଲା କି ସେମାନେ ଯୌତୁକ ମାଗୁଛନ୍ତି। ଯୌତୁକ ମାଗିବାର ଅଭିଯୋଗ ପରେ ଯେତେବେଳ ପୋଲିସ୍ ଆସି ଉକ୍ତ ଠିକଣାରେ ପହଞ୍ଚିଥିଲା, ସେତେବେଳେ ଅପର୍ଣ୍ଣା ଙ୍କ ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍ ତାଙ୍କ ବାପା ମାଆ ଖସି ପଳାଇ ଯାଇଥିଲେ। ସେମାନେ ଡରି ଯାଇ ପଡୋଶୀ ଘରେ ଯାଇ ଲୁଚି ଯାଇଥିଲେ।

ଆଉ ସେଠାରେ ଏକାକୀ ରହି ଯାଇଥିଲେ ଅପର୍ଣ୍ଣା। ଏହାକୁ ଦେଖି ପୋଲିସ୍ ବାବୁ ମାନେ ରାଗିଯାଇ ଅପର୍ଣ୍ଣା ଙ୍କୁ ସେଠାରୁ ଅଣ୍ଟାରେ ଦୌଡ଼ି ବାନ୍ଧି ସମସ୍ତଙ୍କ ଆଗରେ ଟାଣି ନେଇ ଯାଇଥିଲା।ପରେ ଯାଇ ଏକ ହସ୍ପିଟାଲ୍ ରେ ତାଙ୍କର ମେଡିକାଲ ଟେଷ୍ଟ ମଧ୍ଯ କରା ଯାଇଥିଲା ଆଉ ପରେ ରେଲୱେ ଷ୍ଟେସନ୍। ତେବେ କିଏ ଭୁଲ କିଏ ଠିକ୍ ତାହା ପର କଥା। କିନ୍ତୁ ଆଇନ୍, ନିୟମ ଅନୁସାରେ ମହିଳାଙ୍କୁ ତ ଏଠାରେ ହାତକଡି ଲଗା ଯାଇନାହିଁ ବରଂ ଦୌଡ଼ି ବାନ୍ଧି ନିଆ ଯାଉଛି। ଏହି ଘଟଣା ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ସାଧାରଣ ଜନତା ପୋଲିସ୍ ବାବୁଙ୍କ ଏଭଳି ହରକତ କୁ ଦେଖି କମେଣ୍ଟ ଦେବା ସହିତ ତାଙ୍କର ଏହି କାର୍ଯ୍ୟକୁ ଦୃଢ଼ ଭାଷାରେ ନିନ୍ଦା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.