Swastik Tv News Odisha

ଯଦି ଆପଣଙ୍କ ନାମ S, R, P, B, M, N ଏହି ଅକ୍ଷରରୁ ଆରମ୍ଭ ତେବେ ନିଶ୍ଚୟ ଦେଖନ୍ତୁ…ଜାଣନ୍ତୁ ନବବର୍ଷ 2022 କିପରି କଟିବ…Life Style

0

ଆଜିର ଏହି ଅତ୍ୟାଧିୁନିକ ଯୁଗରେ ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି ଏବଂ ନିଜ ଆଗାମୀ ଜୀବନ କିପରି ବିତିବ ତାହା ମଧ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହାଛଡା ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ଅନେକ କିଛି ଜାଣି ହୋଇଥାଏ , ସେମାନଙ୍କ ବ୍ୟକ୍ତିତ୍ୱ , ସ୍ୱାଭାବ ଦର୍ଶାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଆସିବାକୁ ଥିବା ଆଗାମୀ ନବବର୍ଷରେ କିଛି ବ୍ୟକ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବା ସହିତ କେଉଁ ସବୁ ଖୁସୀ ନେଇ କରି ଆସୁଅଛି ତାହା ଜଣେଇବୁ। ପ୍ରତ୍ୟେକ ଅକ୍ଷରର କିଛି ଅଲଗା ମହତ୍ୱ ରହିଥାଏ , ତେବେ ଆସନ୍ତୁ ଜାଣିବା ସେହି ଲେଟର ଗୁଡିକ ବିଷୟରେ ।

1. S ନାମର ବ୍ୟକ୍ତି :-

ଏହି ନାମର ବ୍ୟକ୍ତି ମାନଙ୍କର ନବବର୍ଷଟି ବହୁତ ଖୁସୀରେ କଟିବାକୁ ଯାଉଛି , ଏମାନେ ନିଜ ମିଠା ମିଠା କଥାରେ ସମସ୍ତଙ୍କ ମନ କିଣିଥାନ୍ତି । ଏମାନେ ବହୁତ ଚାଲାକ ହୋଇଥାନ୍ତି , ଏମାନେ ସବୁବେଳେ ନିଜ ସ୍ୱାର୍ଥ ମୁତାବକ କାମ କରିଥାନ୍ତି ।

2. R ନାମର ବ୍ୟକ୍ତି :-

ଏହି ନାମର ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କର ଭଲ ଚିନ୍ତା କରିଥାନ୍ତି , ଏମାନେ କେବେ କାହାର ମନରେ ଦୁଃଖ ଦିଅନ୍ତି ନାହିଁ । ଏହି ନାମର ବ୍ୟକ୍ତି ନରମ ହୃଦୟର ହୋଇଥାନ୍ତି , ଏମାନେ ଘର ଲୋକଙ୍କ ସହିତ ବାହାର ଲୋକମାନଙ୍କୁ ମଧ୍ୟ ସ୍ନେହ ଶ୍ରଦ୍ଧା କରିଥାନ୍ତି ।

3 P ନାମର ବ୍ୟକ୍ତି :-

ଯେଉଁ ବ୍ୟକ୍ତି ମାନଙ୍କର ନାମ ଆର ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନ୍ୟାୟବନ୍ତ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସାଥୀ ଓ ପରିବାରକୁ ହିଁ ନିଜର ଦୁନିଆଁ ଭାବିଥାନ୍ତି । କିନ୍ତୁ ଏମାନେ ଟିକିଏ ରାଗି ସ୍ୱଭାବର ହୋଇଥାନ୍ତି , କୋଠର ଅନ୍ୟାୟ ହେଲେ ସହି ପାରନ୍ତି ନାହିଁ । ନବବର୍ଷ ଟି ଏମାନଙ୍କର ବହୁତ ଖୁସୀରେ ବିତିବାକୁ ଯାଉଛି ।

4. B ନାମର ବ୍ୟକ୍ତି :-

ବି ନାମର ବ୍ୟକ୍ତି ମାନେ ସର୍ବଦା ଖୁସୀରେ ରହିବା ପାଇଁ ଇଚ୍ଛା କରିଥାନ୍ତି , ଏହି ବ୍ୟକ୍ତି ମାନେ ସେମାନଙ୍କର ସମସ୍ତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯଥା ଚେଷ୍ଟା କରିଥାନ୍ତି । ସେଥିରେ ସଫଳ ମଧ୍ୟ ହୋଇଥାନ୍ତି , ଏମାନେ ବହୁତ କମ୍ ସମୟରେ କାହା ସହ ବି ବନ୍ଧୁତା ସ୍ଥାପନ କରିପାରିଥାନ୍ତି ।

5. M ନାମର ବ୍ୟକ୍ତି :-

ଯେଉଁ ବ୍ୟକ୍ତି ମାନଙ୍କର ନାମ ଏମ୍ ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ନିଜ ସୁନ୍ଦରତା ବଳରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏମାନେ ବହୁତ ଶାନ୍ତ ସୁଶୀଳ ଓ ଧର୍ଯ୍ୟବାନ ମଧ୍ୟ ହୋଇଥାନ୍ତି ।

6. N ନାମର ବ୍ୟକ୍ତି :-

ଏହି ବ୍ୟକ୍ତି ମାନେ ନବବର୍ଷରେ ବହୁତ ମଜାମସ୍ତି କରିବାକୁ ଯାଉଛନ୍ତି , ଏବଂ ସମସ୍ତଙ୍କ ସହ ମିଳିମିଶି ରହିବା ସହ ଏକାଠି ରହି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ନିଜର କାମ କୁ ମନ ଧ୍ୟାନ ସହକାରେ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.