Swastik Tv News Odisha

ଯେତେବେଳେ ଏହି ଫଟୋକୁ Zoom କରି ଦେଖିବେ ହଲିଯିବ ଆପଣଙ୍କ ଦିମାଗ୍ ! ଥରୁଟିଏ ଦେଖି ନିଅନ୍ତୁ

0

ବର୍ତ୍ତମାନ ସମାଜରେ ଧୀରେ ଧୀରେ ଅନ୍ୟାୟ ଅନୀତି ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦେଖିବାକୁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ବହୁତ ଖରାପ ଲାଗିଥାଏ। ଆଜିକାଲିର ଯୁବ ଗୋଷ୍ଠୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। କିନ୍ତୁ ସେମାନେ ସ୍ଥାନ, କାଳ ଓ ପାତ୍ର କିଛି ନଦେଖି ଖରାପ କାର୍ଯ୍ୟ କରୁଛନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଧୀରେ ଧୀରେ କଳୁଷିତ ହେବାକୁ ହୋଇ ଗଲାଣି। ଏଭଳି କରିବା ଦ୍ୱାର ସମାଜ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଏଭଳି ଘଟଣା ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଏକ ଫୋଟୋ ବିଷୟରେ ଜଣାଇବୁ, ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ଏଭଳି ଏକ ଦୃଶ୍ୟ ସମୁଦ୍ର କୂଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀ ଏକାଠି ହୋଇ ଆଲିଙ୍ଗନ କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ସେ ଯେଉଁ ଭଳି ଭାବରେ ଏକାଠି ହୋଇ ଛିଡା ହୋଇଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ଲାଗିବ। ସେମାନେ ଏଭଳି ଭାବରେ ଫୋଟୋ ଉଠାଇଛନ୍ତି ଯେ, ଯାହାକୁ ଦେଖିବା ମାତ୍ରେ ଲୋମ ଟାଙ୍କୁରି ଉଠିବ। ସେମାନଙ୍କର ସେହି ଫୋଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ସେହି ଫୋଟୋ ଭାଇରଲ ହେବା ପରେ, ଲୋକ ମାନେ ଦେଖି ତାଯୁବ ହୋଇ ଯାଇଛନ୍ତି। ଏଥି ସହିତ ଦୁହିଁଙ୍କୁ ଖରାପ କଥା କହିବା ସହିତ ଗାଳି ଗୁଲଜ କରିଛନ୍ତି। କିଛି ଲୋକ ମାନେ ମଧ୍ୟ ସେହି ଫୋଟୋକୁ ଦେଖି କିଛି ବୁଝି ପାରୁ ନାହାଁନ୍ତି ଓ ଏହା ଦେଖି ସେମାନେ ତାଯୁବ ହୋଇ ଯାଉଛନ୍ତି। ଯେଉଁ ମାନେ ସେହି ଫୋଟିକୁ ଦେଖି କିଛି ଜାଣି ପାରୁ ନାହାଁନ୍ତି, ତାହେଲେ ସେମାନେ ନିରୀକ୍ଷଣ କରି ଭଲ ଭାବରେ ଫୋଟୋକୁ ଦେଖିଲା ପରେ ସବୁ କିଛି ଜାଣି ପାରିବେ। ଆହୁରି ଲୋକ ମାନେ ମଧ୍ୟ ଏହି ଫୋଟୋକୁ ଦେଖି ସେମାନଙ୍କୁ ଘୃଣା କରିଛନ୍ତି।

ସେମାନେ ତାଙ୍କ ପରିବାର ଲୋକ ମାନଙ୍କ ଆଖିରେ ଧୂଳି ଦେଇ ଏଭଳି କାର୍ଯ୍ୟ କରୁଛନ୍ତି। ପରିବାରର ମାନ ଓ ସଂମାନ କଥା ନଭାବି ଯାହା ଇଚ୍ଛା କରୁଛନ୍ତି ଓ ସବୁ କିଛି ପାଦରେ ଆଡେଇ ଦେଉଛନ୍ତି। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜକୁ ବହୁତ ଖରାପ ପ୍ରଭାବ ପଡୁଛି ଓ ଏହାକୁ ଅନେକ ଲୋକ ମାନେ ଦେଖି ଖରାପ ହୋଇଯିବେ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ଖରାପ କାର୍ଯ୍ୟ ଠାରୁ ସବୁବେଳେ ପାଇଁ ଦୂରେଇ ରୁହନ୍ତୁ। ନହେଲେ ଆପଣ ମାନେ ମଧ୍ୟ ଖରାପ ହେବା ସହିତ ଆପଣଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.