Swastik Tv News Odisha

Niharika Dash – ଶୀତ ଦିନେ ତ୍ୱଚାରେ ହଳଦୀ ପାଣିରେ କରନ୍ତୁ ଏହି କାମ ଚେହେରା ସବୁଦିନ ପାଇଁ ଚମକୁଥିବ ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ

0

ଆଜିର ଦିନରେ ଶିକ୍ଷା କ୍ଷେତ୍ରରେ ହେଉ ବା ବିଜ୍ଞାନ କ୍ଷେତ୍ରରେ ହେଉ ସବୁକ୍ଷେତ୍ରରେ ଆଗକୁ ଯିବାରେ ସକ୍ଷମ ହୋଇଛନ୍ତି । ଲୋକମାନେ ପ୍ରାକୃତିକ ଜିନିଷ ଅପେକ୍ଷା ଅଧିକ ମାତ୍ରାରେ କେମିକାଲ ମିଶ୍ରଣ ଯୁକ୍ତ ପ୍ରଡକ୍ଟ ଅଧିୟ ୟୁଜ କରୁଛନ୍ତି । ଯାହାର ପରିଣାମ ପରିଶେଷରେ ଭୋଗ କରିବାକୁ ପଡୁଛି , ଏହା କହିବାର ତାତ୍ପର୍ଯ୍ୟ ହେଉଛି ଆଜିର ଦିନରେ ପ୍ରାକୃତିକ ଜିନିଷକୁ କମ ବ୍ୟବହାର କରୁଛନ୍ତି । ପ୍ରତ୍ୟୋକ ପୁରୁଷ ବା ନାରୀ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି , ଏଥିପାଇଁ ସେମାନେ ବିଭିନ୍ନ କସମେଟିକ ମଧ୍ୟ ୟୁଜ୍ କରିଥାନ୍ତି । ଅନେକ ସମୟରେ ପ୍ରାକୃତିକ ପରିବେଶରେ ଓଜନ ସ୍ତର ର ପରିମାଣ ବଢି ସୂର୍ଯ୍ୟଙ୍କ ଉପରେ ପ୍ରଭାବ ପକାଇ ଥାଏ।

ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଆମ ସ୍କିନ ଉପରେ ପଡିବା ଦ୍ୱାରା ସ୍କିନ ସମସ୍ୟା ଦେଖା ଯାଇଥାଏ । ଏହାଛଡା ବୟସର ପରିପକ୍ୱ ସମୟ ନପହଞ୍ଚୁଣୁ ବାର୍ଦ୍ଧକ୍ୟ. ଆସିଥାଏ ଏବଂ ଅନେକ ରୋଗ ର ସମସ୍ୟା କୁ ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ନିଜର ସୁନ୍ଦରତାକୁ ବଜାଇ ରଖିବା ପାଇଁ କଣ ସବୁ କରିବା ପାଇଁ ପଡିଥାଏ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ୱୟଂ ମହାପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସରେ ରହିବା ପରେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟରେ କିଛି ବି ଚେଞ୍ଜ ହୋଇ ନଥିଲା । ପିତୃସତ୍ୟ ରକ୍ଷା କରି ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ ।

14 ବର୍ଷ ବନବାସରେ ରହିବା ସତ୍ତ୍ୱେ ମଧ୍ୟ ତାଙ୍କ ଯୌବନରେ କୌଣସି ପ୍ରାକାର ପରିବର୍ତ୍ତନ ହୋଇ ନଥିଲା । ତେବେ ଏହାର ପ୍ରମୁଖ କାରଣ ହେଉଛି ସେ ଜଙ୍ଗଲରେ ରହୁଥିଲେ ମଧ୍ୟ ଫଳମୂଳ ସେବନ କରୁଥିଲେ । ଯାହା ତାଙ୍କ ଶରୀରକୁ ସୁସ୍ଥ ରଖିବା ସହିତ ଯୌବନରେ ମଧ୍ୟ ଚିକ୍କଣ ଦେଖାଯିବାରେ ସାହାର୍ଯ୍ୟ କରୁଥିଲା । ତେଣୁ ଆପଣ ମାନେ ଅଧିକ ପରିମାଣରେ ଗଛର ଫଳ ମୂଳ ଖାଆନ୍ତୁ , ଦେଖିବେ ଯୌବନ ଅକ୍ଷୁର୍ଣ୍ଣ ରହିବ । ଏଥି ସହିତ ଆପଣ ମାନେ ପ୍ରତିଦିନ ଅତି କମରେ 8 ଗ୍ଲାସ ପାଣି ପିଅନ୍ତୁ । ଯୌବନକୁ ଅଧିକ ଦିନ ଯାଏ ରଖିବା ପଇଁ ପ୍ରତିଦିନ ହଳଦୀ ପାଣି ସେବନ କର

ଶୋଇବା ପୂର୍ବରୁ କେବେହେଲେ ଦର୍ପଣରେ ମୁହଁ ଦେଖନ୍ତୁ ନାହିଁ , ଏବଂ ରୁମରେ ବଡ ଦର୍ପଣ ଥିଲେ ତା ଉପରେ ଶୋଇବା ପୂର୍ବରୁ କଳା ରଙ୍ଗର କପଡା ଘଡାଇ ଦିଅନ୍ତୁ । କାରଣ ରାତିରେ ଶୋଇବା ପୂର୍ବରୁ ଦର୍ପଣ ଦେଖିବା ଅଶୁଭ ହୋଇଥାଏ ଏବଂ ଆମ ଶରୀରର ଉପରେ ଖରାପ ପ୍ରଭାବ କପାଇଥାଏ । ତେଣୁ ଆପଣ ମାନେ ଏପରି କଲେ ଅକ୍ଷୁର୍ଣ୍ଣ ଯୌବନ ପ୍ରାପ୍ତି ହେବା ସହିତ ଆପଣଙ୍କ ଫେସ୍ ରେ ସର୍ବଦା ହସ ରଖିବା ସହିତ ଚିନ୍ତାମୁକ୍ତ ମଧ୍ୟ ରହି ପାରିବେ । ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ବଜାଇ ରଖିବାରେ ସାହାର୍ଯ୍ୟ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.