Swastik Tv News Odisha

ଦେଖନ୍ତୁ Live ଭିଡ଼ିଓ : ମୋବାଇଲ କ୍ୟାମେରାରେ ରେକର୍ଡ ହେଲା ପୋଲ ଉପରେ ଯାଉଥିବା ଭୂତ (Ghost) ର ଭିଡ଼ିଓ, ଦୟାକରି ଛୋଟ ପିଲା ଦେଖନ୍ତୁ ନାହିଁ….

0

ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ ପ୍ରେତ ଆଦି ଅଦୃଶ୍ୟ ଶକ୍ତିକୁ ବିଶ୍ୱାସ କରନ୍ତି। କାରଣ ଏହାକୁ ନେଇ କିଛି ସମୟରେ ସେହିଭଳି ଘଟଣା ମାନ ସାମ୍ନାକୁ ଆସିଥାଏ କିମ୍ୱା ଦେଖିବାକୁ ମିଳିଥାଏ। ତଥାପି ଅନେକ ଲୋକ ଏହାକୁ ବିଶ୍ୱାସ କରନ୍ତି ନାହିଁ କିମ୍ୱା ଏହି ସତ କୁ ଗ୍ରହଣ ମଧ୍ଯ କରି ପାରନ୍ତି ନାହିଁ ଯେ ଏହା ଏକ ବାସ୍ତବ ଏବଂ ସତ ଘଟଣା। ଏଭଳି ଅନେକ ଘଟଣା ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇଛୁ। ତେବେ ଏସବୁ ଘଟଣା ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ, ବିଜ୍ଞାନ ଯୁଗରେ ସେସବୁ କୁ ପ୍ରାୟତଃ ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି। କାରଣ ବିଜ୍ଞାନ ଅନୁସାରେ ଏସବୁ ଅବାସ୍ତବ ଏବଂ ସତ୍ତାହିନ।

ଆଉ ଯେତେବେଳ ଏହି ସମ୍ପର୍କୀୟ କିଛି ଖବର ଆମ ସାମ୍ନାକୁ ଆସେ ସେତେବେଳ ଆମେ ଡରି ଯାଇଥାଉ। ଆମକୁ ଭୟ ଲାଗିବା ବି ସ୍ବାଭାବିକ କଥା। କିନ୍ତୁ କେହି କେହି ଏହାକୁ ମାନୁଥିବା ବେଳେ ଅନେକ ଏହାକୁ ଅସ୍ୱୀକାର କରିବା ସହିତ ହେୟଜ୍ଞାନ କରିଥାନ୍ତି। ତେବେ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।

ତେବେ ଅଧିକାଂଶ ସମୟରେ ଅନେକ ସ୍ଥାନରେ ଏହିଭଳି କିଛି ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ପରେ ଏହା ସାମ୍ନାକୁ ଆସିଥାଏ।ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଯେମିତି ଭୂତ ପ୍ରେତ ଜନିତ ଘଟଣା।

ତେବେ ଆସନ୍ତୁ ଜାଣିବା ସେହିପରି ଏକ ଅଜବ ଘଟଣାର ଭିଡ଼ିଓ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଏଠାରେ ଜଣେ କାର ଚାଳକ ଏକ ପୋଲ ଉପରେ ଯାଉଥିବା ସମୟରେ ଭୂତ ଭଳି ଏକ ଜିନିଷ କୁ ଦେଖିବାକୁ ପାଇଥିଲେ। ତାଙ୍କ କାର ଆଗରେ ଏକ ଧଳା ରଙ୍ଗର ବସ୍ତ୍ର ପିନ୍ଧିଥିବା କେହିଜଣେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳୁଛି।ସେ କିଛି ସମୟ ତା ପଛେ ପଛେ ଯାଉଛନ୍ତି ଏବଂ ମଝିରେ ସେହି ଭୂତଟି ଛିଡା ହୋଇ ଯାଉଛି।ପରେ ଲୋକଟି କାରରୁ ଉଲ୍ହାଇ ତା ପଛେପଛେ ଯାଉଛି ଏବଂ ତାକୁ ଡାକୁଛି କିନ୍ତୁ ଭୂତଟି କିଛି ନଶୁଣି ପାର୍ଶ୍ଵରେ ଥିବା ଅନ୍ଧାର ରାସ୍ତା ରେ ଚାଲି ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.